ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନାରେ ଓଲଟିଲା ଅଟୋ, ୧୨ରୁ ଅଧିକ ଗୁରୁତର
ରାୟଗଡା: ଅଟୋ ଡ୍ରାଇଭରର ବେପାରୁଆ ଗାଡି ଚାଳାନା ଯୋଗୁଁ ଓଲଟି ପଡିଲା ଅଟୋରିକ୍ସା । ଫଳରେ ୨୦ରୁ ଉଦ୍ଧ୍ୱର୍ ଯାତ୍ରୀ ହେଲେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ରାୟଗଡା-କାଶିପୁର ରାସ୍ତାର ମୁଡୁଲୁଗୁଡା ନିକଟସ୍ଥ ଏକ ବୁଲାଣି ରାସ୍ତାରେ ହୋଇଛି ସଡକ ଦୁର୍ଘଟଣା । ଆହାତ ସମସ୍ତଙ୍କୁ ରାୟଗଡା!-->…
Read More...
Read More...