ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି,5 ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକ ମୂଲ୍ୟ ବୋଧ ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର
Read More...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ ସାମ୍ବାଦକଙ୍କୁ ସହିଦ ମାନ୍ୟତା ପାଇଁ ଜିଲ୍ଲାପଳଙ୍କୁ ଦାବିପତ୍ର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ତରଫରୁ କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ ଅଞ୍ଚଳରେ ଗତ ୫ ତାରିଖରେ ମାଓବାଦୀମାନଙ୍କ ଦ୍ୱାରା ବିଛା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ମୋହନଗିରିର ସାମ୍ୱାଦିକ ରୋହିତ ବିଶ୍ୱାଳଙ୍କ ପ୍ରାଣହାନୀ ଓ ତତ୍‌ ସଂଲଗ୍ନ ୬ଦଫା
Read More...

ଆଇସିଏସ୍‌ଇ, ଆଇଏସ୍‌ସି ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ବର: କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ସାମିନେସନ(ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଆଇସିଏସ୍‌ଇ(ଦଶମ) ଓ ଆଇଏସ୍‌ସି(ଦ୍ବାଦଶ) ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସେମିଷ୍ଟର-୧ ପରୀକ୍ଷା ଫଳ ପ୍ରକାଶ ପାଇଛି। ପୂର୍ବାହ୍ନରେ ଫଳ ପ୍ରକାଶ ପରେ
Read More...

ଛାତ୍ର ବୟସରେ ଚିନ୍ମୟଙ୍କ ସମାଜସେବା ନିଶା

କିଆକଟା : ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ମଣିଷ କେବଳ ନିଜ ସ୍ୱାର୍ଥ ପଛରେ ଦୌଡୁଥିବା ଦେଖିବାକୁ ମିଳୁଛି । ନିଜ ବ୍ୟବସାୟ, କାର୍ଯ୍ୟାଳୟ, ପରିବାରିକ ସମସ୍ୟା ଭିତରେ ଛନ୍ଦି ହୋଇ ସମାଜ ଏବଂ ସାମାଜିକ କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି ଆଜିର ଯୁବପୀଢି । କିନ୍ତୁ ଆଜିବି ଏମିତି କିଛି ଯୁବକ
Read More...

ଲତାଙ୍କୁ ଝୁରୁଛନ୍ତି ସୋଏବ ଅଖତର, କହିଲେ ରହିଗଲା ବଡ ଅବଶୋଷ

ନୂଆଦିଲ୍ଲୀ: ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଭାରତ ରତ୍ନ ହରାଇଛି ଭାରତ । ହେଲେ ତାଙ୍କ ସମସ୍ତ କଥାକୁ ମନେ ପକାଉଛନ୍ତି ପ୍ରିୟଜନ । ଏହାରି ଭିତରେ ନଜର ଆସିଛି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ୍ ଅଖତରଙ୍କ କଥା । ଶୋଏବ ଲତାଙ୍କୁ ମନେପକାଇ ତାଙ୍କ ପ୍ରଶଂସକଙ୍କ ସହ
Read More...

ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର : ଚାଷୀଙ୍କୁ ଫ୍ରି ବିଜୁଳି, ହୋଲି-ଦିୱାଲୀରେ ମିଳିବ ମାଗଣା ସିଲିଣ୍ଡର

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଇଁ 'ଲୋକ କଲ୍ୟାଣ ସଂକଳ୍ପ ପତ୍ର' ନାମରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ମହିଳା, କୃଷକ ଏବଂ ଯୁବକମାନଙ୍କ ସମ୍ପର୍କରେ ବିଜେପିର ସଂକଳ୍ପ ପତ୍ରରେ ଅନେକ ବଡ଼ ପ୍ରତିଶୃତି ଦିଆଯାଇଛି । ମଙ୍ଗଳବାର
Read More...

ଆଇପିଏଲ ଖେଳାଳି ନିଲାମ ସମୟକୁ ନେଇ ଆସିଲା ବଡ ଖବର

ନୂଆଦିଲ୍ଲୀ : ଚଳିତ ମାସ ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁଠାରେ ହେବାକୁ ଥିବା ଆଇପିଏଲ ୨୦୨୨ ମେଗା ନିଲାମ ସକାଳ ୧୧ ଟାରୁ ଆରମ୍ଭ ହେବ । ମଙ୍ଗଳବାର ଦିନ ଆଇପିଏଲର ଅଫିସିଆଲ୍‌ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି । ଏହି ନିଲାମ ଦୁଇ ଦିନ ଧରି ଚାଲିବ । ଆଇପିଏଲର ୧୫ ତମ ସିଜନ୍‌ ପାଇଁ ମେଗା
Read More...

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌, ୨୪ ଘଣ୍ଟାରେ ୧୫୦୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୧୫୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯୮୧୧ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ଚକାପାଦରେ ମମତାଙ୍କ ଲାଗି ପ୍ରଚାର କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

ଫୁଲବାଣୀ:-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକରେ ବିଜେଡିର କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ । ଏଥିରେ ବ୍ଲକ୍‌ର ୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥିନୀ ମମତାରାଣୀ ବେହେରାଙ୍କ ସପକ୍ଷରେ
Read More...

କେରାଣ୍ଡି ପଞ୍ଚାୟତରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସମସ୍ତ ପ୍ରାର୍ଥୀ ଚିହ୍ନ ପାଇଲା ପରେ ନିଜର ପ୍ରଚାର ମଇଦାନରେ ଘରକୁ ଘର ବୁଲି ୱାର୍ଡକୁ ୱାର୍ଡ ବୁଲି
Read More...