୧୦୭ ଏନ୍‌ଏସି ଓ ପୌର ପରିଷଦର କାଉନସିଲରଙ୍କ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର ୦୨।୦୨:  ବିଭିନ୍ନ ଏନଏସି ଓ ମ୍ୟୁନିସିପାଲିଟି କାଉନସିଲର ପଦବୀ ପାଇଁ ଆସିଲା ସଂରକ୍ଷଣ ତାଲିକା । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ୍‌ମିଟ୍‌ର ଜରିଆରେ ଏହି ତାଲିକା ପ୍ରକାଶ କରିଛନ୍ତି । ରାଜ୍ୟର ୧୦୭ ଏନଏସି ଓ ମ୍ୟୁନିସିପାଳିଟି ପାଇଁ ୧୭୫୬ କାଉନସିଲର ପଦବୀ ରହିଛି ।
Read More...

ରାଜ୍ୟରେ କମିଛି ଶୀତ, ଆହୁରି ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ କମିଛି ଶୀତ । ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୧ରୁ ୧୨ଡିଗ୍ରୀ ଉପରେ ରହିଛି । ପୁରୀର ସର୍ବନିମ୍ନ ତାପମାତ୍ରା ୨୦.୪ଡିଗ୍ରୀ ରହିଛି । ଆସନ୍ତା ୨ରୁ ୩ ଦିନ ଭିତରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିପାରେ । ବୁଧବାର ରାଜ୍ୟରେ ଘନ କୁହୁଡ଼ି
Read More...

୬ ମାସରୁ ୫ ବର୍ଷ ପିଲାଙ୍କୁ ମିଳିବ ଟିକା!

ନୂଆଦିଲ୍ଲୀ: ଖୁବଶୀଘ୍ର ୬ ମାସରୁ ପାଞ୍ଚ ବର୍ଷ ବୟସର ପିଲାଙ୍କୁ ଦିଆଯାଇପାରେ ଟିକା । ଏନେଇ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ବା ଏଫଡିଏକୁ ଅନୁମତି ମାଗିଛନ୍ତି ଦୁଇ ଟିକା ନିର୍ମାଣକାରୀ କମ୍ପାନୀ ଫାଇଜର ଓ ବାୟୋଏନଟେକ । ପିଲାଙ୍କ କ୍ଷେତ୍ରରେ ଜରୁରୀକାଳୀନ ଟିକା ବ୍ୟବହାର ପାଇଁ
Read More...

ଦୁର୍ନୀତି ଅଭିଯୁକ୍ତଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ,ବରିଷ୍ଠ ଆଇ.ଏ.ଏସ୍. ବିନୋଦ କୁମାର ଚାକିରୀରୁ ବରଖାସ୍ତ

ଭୁବନେଶ୍ବର: ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିନୋଦ କୁମାରଙ୍କୁ ଚାକିରୀ ରୁ ବରଖାସ୍ତ କରିଛନ୍ତି।ଶ୍ରୀ କୁମାର ଙ୍କୁ ଚାକିରୀ ରୁ ବରଖାସ୍ତ କରିବା ପାଇଁ
Read More...

ରାଜ୍ୟରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୫୦ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୯ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୪୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
Read More...

ପ୍ରଚାରରେ ଆଗରେ କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁନୀଲ ମହାପାତ୍ର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚୟତର ସରପଞ୍ଚ ପ୍ରାର୍ଥୀ ସୁନୀଲ ମହାପାତ୍ର ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଚାରରେ ସେ ପଞ୍ଚାୟତରେ ଲୋକପ୍ରିୟତା ଅର୍ଜନ କରିଥିବା ଜଣାପଡିଛି । ପଞ୍ଚୟତର ବିଭିନ୍ନ ଗ୍ରାମ ଓ ୱାର୍ଡକୁ ଯାଇ ସେ ଲୋକଙ୍କୁ ସାକ୍ଷାତ କରି
Read More...

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

ଭୁବନେଶ୍ୱର: ଆଜି ସକାଳୁ ଭିଜିଲାନ୍ସ ଜାଲରେ ଫସିଛନ୍ତି ଯୋଗାଣ ଅଧିକାରୀ । ନୂଆପଡା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ରେଡ ଚାଲିଛି । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ
Read More...

ଟିକସ ନ ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ମହାମାରୀ ସମୟ ଚାଲିଛି । ଏଭଳି ସମୟରେ ଲୋକଙ୍କ ଉପରେ ଆଉ ଆର୍ଥିକ ବୋଝ ଲଦିବା ଠିକ ନୁହେଁ । ତେଣୁ ଟିକସ ନ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଏକଥା ପ୍ରକାଶ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
Read More...

ଆଇପିଏଲ ନିଲାମରେ ସାମିଲ ହେଲେ ଶ୍ରୀସନ୍ଥ, ଜାଣନ୍ତୁ ତାଙ୍କର ମୂଳ ଦର

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ମେଗା ନିଲାମ ଫେବୃଆରୀ ୧୨ ଏବଂ ୧୩ ରେ ଅନୁଷ୍ଠିତ ହେବ । ଏଥର ସମୁଦାୟ ୧୦ ଟି ଦଳ ଆଇପିଏଲରେ ଭାଗ ନେବାକୁ ଯାଉଛନ୍ତି । ମେଗା ନିଲାମ ପାଇଁ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ କେରଳର ଫାଷ୍ଟ ବୋଲର ଏସ ଶ୍ରୀସନ୍ଥ
Read More...

ଜାଣନ୍ତୁ,ରେଳବାଇ ପାଇଁ କ’ଣସବୁ ରହିଛି ବ୍ୟବସ୍ଥା

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ବଜେଟରେ ସବୁଥର ଭଳି ଏଥର ମଧ୍ୟ ରେଳସେବାରେ ବିକାଶ ଓ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଛି । ରେଳ ମନ୍ତ୍ରଣାଳୟକୁ ଏଥର ମିଳିଛି ୧,୪୦,୩୬୭.୧୩ କୋଟି ଟଙ୍କା । ପୂର୍ବ ଆର୍ଥିକ ବର୍ଷର ସଂଶୋଧିତ ବଜେଟ ତୁଳନାରେ ଏହା ୨୦,୩୧୧ କୋଟି ଟଙ୍କା ଅଧିକ । ଅତିରିକ୍ତ
Read More...