୧୦ କେଜି କୁଟୁରା ମାଂସ ଜବତ, ୪ ଅଟକ
ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଲାଠୋର ଥାନା ଅନ୍ତର୍ଗତ ଝଲିଆଲିଟି ଗ୍ରାମରୁ ୧୦ କେଜି ଜଙ୍ଗଲି କୁଟୁରା ମାଂସ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ଲାଠୋର ବନବିଭାଗ । ବିଶେଷ ସୂତ୍ରରୁ ଖବର ଲାଠୋର ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ଏଥିରେ ଝଲିଆଲିଟି ଗ୍ରାମର ଭଗବାନ!-->…
Read More...
Read More...