ଶୀତଲେଇ ମନ୍ଦିରରେ ଶୀତଳା ପୂଜା ଆରାଧନା ଅନୁଷ୍ଠିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର କୁଷ୍ଠାପଡାର ଶୀତଲେଇ ମନ୍ଦିରରେ ଶୀତଳା ପୂଜା ଆରାଧନା ଅନୁଷ୍ଠିତ ହୋଇଯାଇଛି । କୁଷ୍ଠା ସମାଜର ଶ୍ରଦ୍ଧାଳୁ ମାନେ ମହାନଦୀରୁ ପବିତ୍ର ଜଳ ସଂଗ୍ରହ କରି ଶୀତଳା ମାଁଙ୍କ ଠାରେ ଅର୍ପଣ କରିଛନ୍ତି । ଏହି ପୂଜାରେ ବୃକ୍ଷ ଆରାଧନା ଓ ଜଳ ଆରାଧନାର ପରଂପରା ରହିଛି ।…
Read More...

ମହଙ୍ଗା ହେଲା ଚା, କଫି, ନୁଡୁଲ୍ସ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଏବେ ଖାଉଟିଙ୍କ ଉପରେ ପଡିବାକୁ ଯାଉଛି ଚଡକ । କାରଣ ଏଫଏମସିଜି କମ୍ପାନି ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ସେମାନଙ୍କର କିଛି ସାମଗ୍ରୀର ଦାମ ବଢ଼ାଇଛନ୍ତି । ନେସଲେର ମ୍ୟାଗି, କଫି, ଚା’ ଆଦି ସାମଗ୍ରୀର ଦାମ…
Read More...

ଅଶ୍ୱିନଙ୍କୁ ପ୍ରଶଂସାରେ ପୋତିଲେ ରୋହିତ, କହିଲେ ଏହି ବଡ କଥା

ବେଙ୍ଗାଲୁରୁ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ଭାରତ କ୍ଲିନସୁଇପ କରିବାରେ ସଫଳ ହୋଇଛି । ଏଥି ସହିତ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଆନସିପ ପଏଣ୍ଟ ଟେବୁଲ ତାଲିକାରେ ଚତୁର୍ଥ ସ୍ଥାନକୁ ଉନ୍ନତି ହୋଇଛି । ଭାରତର ଆଗରେ ଦ.ଆଫ୍ରିକ, ପାକିସ୍ତାନ ଓ ଅଷ୍ଟ୍ରେଲିଆ ରହିଛନ୍ତି । ସେହିପରି ଶ୍ରୀଲଙ୍କା…
Read More...

ଦାଦାର ଟାଙ୍କିଆ ଚୋଟରେ ଝିଆରୀ ମୃତ

ଦେବଗଡ : ସଂପର୍କ ଭୁଲିଗଲା ଦାଦା । ସାମାନ୍ୟ ପାରିବାରିକ ବିବାଦକୁ ନେଇ ହତ୍ୟା କରିବାକୁ ବି ପଛାଇଲାଣି ଦାଦା । ତାହା ପୁଣି ନିଜ ଝିଆରୀକୁ । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଖବର ଅନୁଯାୟୀ, ପାରିବାରିକ କଳହକୁ ନେଇ ଝିଆରୀକୁ ଟାଙ୍ଗିଆରେ ହାଣିଦେଲା ଦାଦା ।…
Read More...

ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ

ମାଲକାନଗିରି : ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ । ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ…
Read More...

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା କାର୍ଯ୍ୟସୂଚୀ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା-୨୦୨୨ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଏହି ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହୋଇ ୭ ମେ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ଅର୍ଥାତ୍‌ ଏପ୍ରିଲ ୨୯ରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ହେବ । ସେହିପରି ମେ ୨ରେ…
Read More...

ଜିଲ୍ଲାସ୍ତରୀୟ କନିଷ୍ଠ ରେଡ଼କ୍ରସ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର

ବୌଦ୍ଧ,୧୪/୩:- ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ବୌଦ୍ଧ ଶିକ୍ଷାଜିଲ୍ଲା ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ କନିଷ୍ଠ ରେଡ଼କ୍ରସ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଗୋଷ୍ଠୀଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା…
Read More...

ବିଜେପିର ପୌର ନିର୍ବାଚନ ଇସ୍ତାହାର ପ୍ରକାଶ

ବୌଦ୍ଧ,୧୪/୩: ଆଜି ବୌଦ୍ଧଗଡ ଏନଏସି ପାଇଁ ବିଜେପିର ପୌର ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ୨୨ଟି ପ୍ରସଙ୍ଗ ବିଶିଷ୍ଟ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ଇସ୍ତାହାର ଅନୁସାରେ ବିଜେପି ବୌଦ୍ଧଗଡ ଏନଏସିରେ…
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ମୂଲ୍ୟବୋଧ ଶିକ୍ଷାର ଶୁଭାରମ୍ଭ

ବୌଦ୍ଧ,୧୪/୩: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ନୈତିକ ଓ ମୂଲ୍ୟବୋଧ ଶିକ୍ଷାର ଶୁଭାରମ୍ଭ ହୋଇଯାଇଛି । ପ୍ରକାଶଯୋଗ୍ୟ ଯେ ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ନାତକ ସ୍ତରରେ ପ୍ରଥମ ଥର ପାଇଁ ଉକ୍ତ ଶିକ୍ଷା…
Read More...