ଜ୍ୱରରେ କମ୍ପୁଛନ୍ତି ତିନିଠାକୁର, ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ପୁରୀ: ଅଣସରରେ ତିନି ଠାକୁର। ୧୦୮ ଗରା ପାଣିରେ ଗାଧୋଇ ପଡିଛନ୍ତି ଜ୍ୱରରେ। ଏହି ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ଏହି ଫୁଲିରି ତେଲ ଶ୍ରୀ ବିଗ୍ରହଙ୍କ ପାଦରେ ଘସାଯିବ । ଏହାଦ୍ୱାରା ମହାପ୍ରଭୁଙ୍କୁ ଜ୍ୱର ଛାଡି ଯାଏ ବୋଲି କୁହାଯାଏ । ଆଷାଢ଼ କୃଷ୍ଣ
Read More...

୨୦ରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାକୁ ଯାଉଛି। ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚତ୍ବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ ଉପସ୍ଥିତ ରହିବେ। ଏଥିପାଇଁ ବିଦ୍ୟାଳୟ ଓ
Read More...

ମଙ୍ଗଳପୁର ଗ୍ରାମରେ ଜଳ କଷ୍ଟ

କୋକସରା: ଖରା, ବର୍ଷା, ଶୀତ,ବର୍ଷର ୧୨ ମାସ, ସବୁବେଳେ ଗାଁରେ ଦେଖା ଦେଇଥାଏ ଜଳ ସମସ୍ୟା। ଯାହା ଫଳରେ ପାନୀୟ ଜଳ ଟିକକ ପାଇଁ ନିଇତି ଦୁର୍ଦ୍ଦଶା ଭୋଗୁଛନ୍ତି ଗାଁ ଲୋକେ। ଏମିତି ଏକ ଚିତ୍ର ଦେଖିବାକୁ ମିଳୁଛି କୋକସରା ବ୍ଳକ ମଙ୍ଗଳପୁର ଗ୍ରାମରେ। ଗାଁରେ ପାଖାପାଖି ୫ ଶହ ଜନସଂଖ୍ୟା ରହିଛି। ଏ
Read More...

ହତ୍ୟା ଘଟଣାର ହେଲା ସିନ୍ ରିକ୍ରିଏସନ, ପରିତ୍ୟକ୍ତ କୂଅରୁ ମିଳିଲା ହତ୍ୟାରେ ବ୍ୟବହୃତ ଛୁରୀ

ଗଣିଆ: ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଙ୍ଗା ଗ୍ରାମରେ ସାଙ୍ଗକୁ ଛୁରି ଭୁସି ଅତି ନିର୍ମମ ଭାବେ ହତ୍ୟା ଘଟଣାର ଆଜି ସିନ୍ ରିକ୍ରିଏସନ କରିଛି ଗଣିଆ ପୋଲିସ । ଅଭିଯୁକ୍ତ ଗଙ୍ଗାଧର ରାଉତ (ସନିଆ) କିଭଳି ଗ୍ରାମର ପୁରୁଷୋତ୍ତମ ପ୍ରଧାନଙ୍କୁ ଛୁରୀ ଭୁସି ହତ୍ୟା କଲା ସେ  ସମସ୍ତ
Read More...

ପୁଣି ଏକ ବିମାନ ଦୁର୍ଘଟଣାଗ୍ରସ୍ତ, ସମସ୍ତ ଯାତ୍ରୀ ମୃତ

ଡେରାଡୁନ: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗର ଗୌରୀକୁଣ୍ଡ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରବିବାର ସକାଳେ କେଦାରନାଥ ମାର୍ଗରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ମୋଟ ପାଞ୍ଚ ଜଣ ଥିଲେ। ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। NDRF ଏବଂ SDRF ଦଳକୁ
Read More...

୨ ଦିନରେ ସକ୍ରିୟ ହେବ ମୌସୁମୀ

ଭୁବନେଶ୍ୱର:ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେବଳ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ରହିଛି। ରାଜ୍ୟର ଅନ୍ୟ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ହେଉଛି। ତେବେ ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ମୌସୁମୀ ଆହୁରି ସକ୍ରିୟ ହୋଇ ବର୍ଷା କରାଇବ। ମୌସୁମୀ ଋତୁରେ ଯେତିକି ବର୍ଷା ହୁଏ, ଚଳିତବର୍ଷ ଓଡିଶାରେ
Read More...

ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରୋଡ୍‌ ଶୋ କରିବେ ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ସେ ଭୁବନେଶ୍ବରରେ ଏକ ରୋଡ୍‌ ଶୋ’ କରିବା କାର୍ଯ୍ୟକ୍ରମ ରହିଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଛନ୍ତି। ଜୁନ୍‌ ୨୦ ଅପରାହ୍ନ ୩ ଟାରେ ବିମାନବନ୍ଦରରେ
Read More...

ଦିନଦ୍ବି- ପ୍ରହରେ ଯୁବକଙ୍କୁ ଛୁରୀଭୁସି ହତ୍ୟା

ଗଣିଆ,୧୪/୦୬(ହୀପ୍ର): ଦିନଦ୍ବି- ପ୍ରହରେ ଯୁବକଙ୍କୁ ଛୁରୀଭୁସି ହତ୍ୟା । ଗଣିଆ ବ୍ଲକର କିଶୋର ପ୍ରସାଦ ପଞ୍ଚାୟତର ପାଣ୍ଡରାସିଙ୍ଘା ଗ୍ରାମରେ ୨ଜଣଙ୍କ ମଧ୍ୟରେ ସାଧାରଣ ବଚସାରୁ ଛୁରୀ ମାଡରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ମୃତକ ଯୁବକ ଜଣକ ହେଲେ ସ୍ଥାନୀୟ ପାଣ୍ଡରାସିଂହା ଗ୍ରାମର ନରୋତମ
Read More...

ବୋମା ମାଡରେ ଦୁଇ ଗୁରୁତର

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଛୋଟପୁର୍ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ସେହି ଗ୍ରାମର ଜଣେ ରାସନ୍ ଦୋକାନୀଙ୍କ ଉପରକୁ ବୋମା ମାଡ଼ କରିଛନ୍ତି । ବୋମା ମାଡ଼ରେ ଦୋକାନୀ ବ୍ରଜବନ୍ଧୁ ମହାପାତ୍ର ଓ ତାଙ୍କର ଜଣେ ସମ୍ପର୍କୀୟ ଆଲୋକ ମହାପାତ୍ର ଗୁରୁତର ହୋଇ
Read More...

ଶବ ଚିହ୍ନଟ ପାଇଁ ଲାଗିବ ଏତିକି ସମୟ, ଆସିଲା ଡାକ୍ତରଙ୍କ ବଡ ବୟାନ

ଅହମ୍ମଦାବାଦ- ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ସମଗ୍ର ଦେଶରେ ଶୋକର ବାତାବରଣ ରହିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୯୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ଯେତେବେଳେ ଦୁର୍ଘଟଣାରୁ କେବଳ ଜଣେ ଯାତ୍ରୀ ବଞ୍ଚି ଯାଇଥିଲେ।
Read More...