ବାଲିଗୁଡ଼ାରେ ଚୋର ଆତଙ୍କ : ଗୋଟିଏ ରାତିରେ ଦୁଇଟି ଦୋକାନରୁ ଚୋରି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଚୋର ଆତଙ୍କ । ଥାନାଠାରୁ ୨୦୦ ମିଟର ଦୂରରେ ଦୁଇ ଦୁଇଟି ଚୋରି ଅଭିଯୋଗ । ଗତକାଲି ରାତିରେ ଦୁଇଟି ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଦିବାକର ସାହୁ ନାମକ ଜଣେ ବ୍ୟବସାୟୀଙ୍କ କିରାନା ଦୋକାନରୁ ୨୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହ ବିଭିନ୍ନ
Read More...

୧୨ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର: ପଶ୍ଚିମ ବଙ୍ଗର ଖଡ଼ଗପୁର ରେଳମଣ୍ଡଳ ଅନ୍ତର୍ଗତ ହିଜଲି ଷ୍ଟେସନ୍‌ ଠାରେ ୧ ରୁ ୪ ଫେବୃଆରୀ ପର୍ଯ୍ୟନ୍ତ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥରୁ ଛାଡୁଥିବା /ଆସୁଥିବା ଏବଂ ଏହା ମଧ୍ୟଦେଇ ଯାତୟାତ କରୁଥିବା ୧୨ଟି ଟ୍ରେନ ବାତିଲ ରହିବ । ସେହିପରି ୪ ଟି
Read More...

ଘରୋଇ ବସ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ

ଫୁଲବାଣୀ : ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ଲଦା ଗାଁ ଠାରେ ଖମ୍ବେଶ୍ୱରୀ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ଗାଁର ସିମାଞ୍ଚଳ କହଁର ଓ ଗୁରୁତର ଆହତ ଜଣକ ବନ୍ଧଗଡ଼ ପଂଚାୟତ
Read More...

ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ ମୃତ ବ୍ୟକ୍ତିଙ୍କ ଶବଦାହ କଟକଣା ହଟାଇଛି ପୁରୀ ଜିଲ୍ଲା ପ୍ରଶାସନ । ତେବେ ସ୍ୱର୍ଗ ଦ୍ୱାର ଆସୁଥିବା ମୃତ ବ୍ୟକ୍ତିଙ୍କ ପରିଜନମାନେ କୋଭିଡ ଗାଇଡ଼ ପାଳନ କରିବାକୁ ପୁରୀ ଜିଲାପାଳ ସମର୍ଥ ବର୍ମା ସମସ୍ତଙ୍କୁ ଅପିଲ କରିଛନ୍ତି । ସେହିପରି କେବଳ
Read More...

“ମୁଁ ବିଲକୁଲ କ୍ରିକେଟ ଖେଳିବାକୁ ଚାହୁଁ ନଥିଲି’

ନୂଆଦିଲ୍ଲୀ : “ମୁଁ କ୍ରିକେଟ ଖେଳିବାକୁ ଚାହୁୁଁ ନଥିଲି । ମୋର ବିଲକୁଲ ଇଚ୍ଛା ନଥିଲା । ଅବଶ୍ୟ ଏହା ଏକ ନିର୍ଦ୍ଦିଷ୍ଟ ସମୟର କଥା’ । ଏକଥା ପ୍ରକାଶ କରିଛନ୍ତି ଅଷ୍ଟ୍ରେଲିଆର ଅନ୍ୟତମ ଷ୍ଟାର କ୍ରିକେଟର ମିଚେଲ ଷ୍ଟାର୍କ । ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ବହୁ ଦିନ ତଳର କଥା ମନେ
Read More...

କୋଟିପତି ପ୍ରାଥମିକ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ରାୟଗଡା: କୋଟିପତି ପ୍ରାଥମିକ ଶିକ୍ଷକ । ଛନ୍ଦି ହୋଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ହୋଇଛି ଭିଜିଲାନ୍ସ ପକ୍ଷରୁ ୬ଟି ସ୍ଥାନରେ ହୋଇଛି ଆଜି ଏକାକାଳୀନ ଚଢାଉ । ଶିକ୍ଷକ ଜଣକ ହେଲେ ରାୟଗଡା ଜିଲ୍ଳା କାଶିପୁର ବ୍ଳକ କମ୍ପର ଗ୍ରାମର ପ୍ରାଥମିକ ବିଦ୍ୟାଳୟର
Read More...

ନ୍ୟାୟ ନମିଳିବା ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ଅସ୍ତରଙ୍ଗ ଥାନା ସମ୍ମୁଖରେ ଧାରଣା

ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ତାଳଦା ପଂଚାୟତ ଏଡବାଂସ ଗ୍ରାମରୁ ନିଖୋଜ ବିଜୟ ପରିଡା ନାମକ ଜଣେ ଯୁବକଙ୍କ ମୃତଦେହ ତାଳଦା ଗାଁ ନିକଟ ସରକାରୀ ମଦ ଦୋକାନ ପଛପଟ ଏକ ବିଲରୁ ଉଲଗ୍ନ ମୃତ ଦେହ ଉଦ୍ଧାର ଘଟଣାକୁ ଦେଢ଼ ମାସ ପରେ ମଧ୍ୟ ବିଜୟଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ନହେବା
Read More...

ଫାଇନାଲ ପୂର୍ବରୁ ଝଟକା ଖାଇଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆନ ଓପନର ପୁରୁଷ ସିଙ୍ଗିଲ୍ସ ବିଭାଗରେ ଫାଇନାଲ୍‌ ମୁକାବିଲା ଖେଳିବା ପୂର୍ବରୁ ଦାନିଲ ମେଦଭେଦେଭଙ୍କୁ ଲାଗିଛି ଏକ ବଡ଼ ଝଟକା । ଏହି ଚରମ ପର୍ଯ୍ୟାୟ ଲଢେଇ ପୂର୍ବରୁ ଦଣ୍ଡିତ ହୋଇଛନ୍ତି ମେଦଭେଦେଭ । ଏକ ବିଶୃଙ୍ଖଳିତ ଆଚରଣ ସକାଶେ ତାଙ୍କ ବିରାଧରେ କାର୍ଯ୍ୟାନୁଷ୍ଠାନ
Read More...

କରୋନାର ପ୍ରଭାବ : ଅଫିସ ଯିବାକୁ ପସନ୍ଦ କରୁନାହାନ୍ତି ୮୨ ପ୍ରତିଶତରୁ ଅଧିକ କର୍ମଚାରୀ

ନୂଆଦିଲ୍ଲୀ : ଜୀବନ ଓ ଜୀବିକା ଉପରେ କରୋନା ମହାମାରୀ ବ୍ୟାପକ ଓ ଗୁରୁତର ପ୍ରଭାବ ପକାଇଛି । ଜୀବିକାକୁ ଏହା ଏତେ ପ୍ରଭାବିତ କରିଛି ଯେ ଲୋକଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ସଂକ୍ରମଣ କାରଣରୁ କର୍ମଚାରୀମାନେ ଅଫିସ ଯିବାକୁ ଆଉ ପୂର୍ବଭଳି ନିରାପଦ ମନେ କରୁନାହାନ୍ତି ।
Read More...

ମଞ୍ଜରେକରଙ୍କ ମହାନ ଅଧିନାୟକ ତାଲିକାରେ ସ୍ଥାନ ପାଇଲେନି ଏହି କ୍ରିକେଟର

ନୂଆଦିଲ୍ଲୀ : ବହୁ ପୂର୍ବତନ କ୍ରିକେଟର ବିରାଟ କୋହଲିଙ୍କୁ ବିଶ୍ୱର ଜଣେ ଶେଷ୍ଠ ବ୍ୟାଟସମ୍ୟାନ ତଥା ଅଧିନାୟକ ବୋଲି କହୁଥିବା ବେଳେ ଆଉ କିଛି କ୍ରିକେଟର ତାଙ୍କୁ ଏହି ମାନ୍ୟତା ଦେବାକୁ ପ୍ରସ୍ତୁତ ନୁହନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ସଞ୍ଜୟ ମଞ୍ଜରେକର । ମଞ୍ଜରେକର ତାଙ୍କର ନିଜର ମହାନ
Read More...