ଟି-୨୦ ମାନ୍ୟତାରେ ଶ୍ରେୟସଙ୍କୁ ବିପୁଳ ଫାଇଦା, ଟପ୍‌-୧୦ରୁ ବାଦ ପଡିଲେ କୋହଲି

ଦୁବାଇ : ଶ୍ରୀଲଙ୍କା ବିପକ୍ଷରେ ନିକଟରେ ଖେଳାଯାଇଥିବା ଟି -୨୦ ଆନ୍ତର୍ଜାତୀୟ ସିରିଜ୍‌ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ୍‌ ଆୟରଙ୍କ ପାଇଁ ସ୍ୱତନ୍ତ୍ର ଥିଲା । ଶ୍ରେୟସ୍‌ କ୍ରମାଗତ ତିନୋଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ । କେବଳ ଏତିକି ନୁହେଁ, ସେ ପୁରା ଟି-୨୦ ସିରିଜରେ
Read More...

କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର : ପାଖେଇ ଆସୁଛି ପୌର ନିର୍ବାଚନ । ଏଥିପାଇଁ ସବୁଦଳ ଆରମ୍ଭ କଲେଣି ରଣନୀତି । ତେବେ ଏସବୁ ଭିତରେ କଂଗ୍ରେସ ଦଳ ଆଗକୁ ଦୁଇ ପାଦ ପକାଇଛି । କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ ।ଖବର ଅନୁଯାୟୀ,  କଟକ କଂଗ୍ରେସ ମେୟର ପ୍ରାର୍ଥୀ ହେବେ ଗିରିବାଳା
Read More...

ରାମେଶ୍ୱର ଶୈବପୀଠରେ ସାମୂହିକ ବ୍ରତୋପନୟନ

ସୁବର୍ଣ୍ଣପୁର: ପବିତ୍ର ମହାଶିବରାତ୍ରି ଦିନ ସୋନପୁରର ପ୍ରସିଦ୍ଧ ଶ୍ରୀ ରାମେଶ୍ୱର ଶୈବପୀଠଠାରେ ଏକ ସାମୂହିକ ବ୍ରତୋପନୟନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଦୀର୍ଘ ୩୩ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଉତ୍ସବର ସମସ୍ତ ଆୟୋଜନ ସୋନପୁରର ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ କରି
Read More...

ଦଶପଲ୍ଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ତରଫରୁ ବିଭିନ୍ନ ପଞ୍ଚାୟତର ଫଳାଫଳ ଘୋଷଣା

ଦଶପଲ୍ଲା : ଦୀର୍ଘ ୩ ଦିନର ଭୋଟ୍‌ ଗଣତି ପରେ ଦଶପଲ୍ଲା ବିଡିଓ ବିଶ୍ୱରଂଜନ ବିଶ୍ୱାସ ୨୦ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୩ଟି ଜିଲ୍ଲା ପରିଷଦ ସଭ୍ୟଙ୍କ ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି । ପ୍ରାପ୍ତ ସୂଚନାପତ୍ର ଅନୁସାରେ, ନୂଆଗାଁ -ସରପଞ୍ଚ ରଂଜିତା ଗୌଡ, ସମିତିସଭ୍ୟା
Read More...

ବାରଖମାରେ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ୍‌ ଆକ୍ସନ କାର୍ଯ୍ୟକ୍ରମ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମାଠାରେ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ୍‌ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ବିଶ୍ୱାସ ଭାଜନ ହେବା ସହ ଅଞ୍ଚଳବାସୀଙ୍କ ନିକଟତର ହେବା ଓ ସାଧାରଣ ଜନତାଙ୍କ ସୁଖଦୁଃଖରେ ଭାଗିଦାରୀ ହେବା ଏହି
Read More...

ଦଶପଲ୍ଲା ବ୍ଲକ୍‌ ଅଧ୍ୟକ୍ଷା ଆସନ, କାହାମୁଣ୍ଡରେ ହାତୀ ଢାଳିବ ସୁନା କଳସ ?

ଦଶପଲ୍ଲା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଗଣନା ଶେଷ ହୋଲାପରେ ଗତକାଲିଠାରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆସନ କିଏ ହାତେଇବ ତାକୁ ନେଇ ଆରମ୍ଭ ହୋଇଯାଇଛି ବଳ କଷାକଷି । ଦଶପଲ୍ଲାରେ ଶାସକ ଓ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ବ୍ଲକ୍‌ ଅଧ୍ୟକ୍ଷା ଆସନକୁ ଦଖଲ କରିବା ନେଇ ଏକପ୍ରକାର ମହାଭାରତ
Read More...

ଅପ୍ରେଲ ୧୬ରୁ ଜେଇଇ ମେନ୍‍, ଦୁଇ ପର୍ଯ୍ୟାୟରେ ହେବ ପରୀକ୍ଷା

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷା ବର୍ଷରେ ଇଞ୍ଜିନିୟରିଂ ନାମଲେଖା ପାଇଁ ଜେଇଇ(ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ୍‍ ଅପ୍ରେଲ ୧୬ରୁ ଆରମ୍ଭ ହେବ। ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଓ ମେ ମାସରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷର ଜେଇଇ ମେନ୍‍ ପରୀକ୍ଷା ନେଇ ଏନ୍‍ଟିଏ ପକ୍ଷରୁ
Read More...

ୟୁକ୍ରେନ ସହ ରହିଛି ଆମେରିକା : ବାଇଡେନ

ଓ୍ୱାଶିଂଟନ: ୟୁକ୍ରେନ ଉପରେ ଆକ୍ରମଣ ନେଇ ଋଷ ବିରୋଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗର୍ଜନ । ଋଷର ଅର୍ଥନୀତିକୁ ସମ୍ପୂର୍ଣ୍ଣ କାବୁ କରି ଦିଆଯିବ । ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ବାଇଡେନ କହିଛନ୍ତି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାବୁଛନ୍ତି ସେ ୟୁରୋପକୁ ଭାଗ ଭାଗ
Read More...

ଜୁନରେ ଆୟର୍ଲାଣ୍ଡ ଗସ୍ତ କରିବ ଭାରତୀୟ ଟିମ୍‌, ଖେଳିବେନି ରୋହିତ, ବିରାଟଙ୍କ ସମେତ ବହୁ ଷ୍ଟାର ଖେଳାଳି

ନୂଆଦିଲ୍ଲୀ : ଭାରତୀୟ ଦଳ ଆସନ୍ତା ୪ ତାରିଖ ଠାରୁ ଶ୍ରୀଲଙ୍କା ବିପକ୍ଷରେ ଏକ ଟେଷ୍ଟ ସିରିଜ୍‌ ଖେଳିବ । ଏହା ପରେ ସମସ୍ତ ଖେଳାଳି ଆଇପିଏଲ୍‌ ରେ ବ୍ୟସ୍ତ ରହିବେ । ମେ ମାସ ଶେଷ ସୁଦ୍ଧା ଆଇପିଏଲ୍‌ ୨୦୨୨ ଆୟୋଜିତ ହେବ ଏବଂ କିଛି ସମୟ ବିରତି ପରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଇଂଲଣ୍ଡ ଯିବେ,
Read More...

ମହାଶିବରାତ୍ରି ଉପଲକ୍ଷେ ଭଜନ ସମାରୋହ

ଗଜପତି,୨/୩- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ଥ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ମହାଶିବରାତ୍ରି ଉପଲକ୍ଷେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ଏକ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଗୁରୁ
Read More...