ଶିଶୁ ସୁରକ୍ଷା ଦିଗରେ ଗଜପତି ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ

ଗଜପତି,୩/୩- ଗୋଟିଏ ସମୟରେ ଗଜପତି ଜିଲ୍ଲା ଶିଶୁ ଶ୍ରମିକ, ଶିଶୁ ଚାଲାଣ ଏବଂ ଶିଶୁ ନିର୍ଯ୍ୟାତନାର ପେଣ୍ଠସ୍ଥଳୀ ଥିଲା କିନ୍ତୁ ଏସବୁକୁ ଦୂର କରିବା ପାଇଁ ସୁଦୂରପ୍ରସାରି ତଥା ସମୟୋଚିତ ପଦକ୍ଷେପ ମାଧ୍ୟମରେ ଶିଶୁ ସୁରକ୍ଷା କରି ସମସ୍ତଙ୍କ ପାଇଁ ଗଜପତି ଜିଲ୍ଲା ସାଜିଛି ପ୍ରେରଣାର ଉତ୍ସ ।
Read More...

ଓଡିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଜୁନରେ ବାରବାଟୀରେ ଟି-୨୦ ମ୍ୟାଚ୍‌

ନୂଆଦିଲ୍ଲୀ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଭଲ ଖବର। ଆଇପିଏଲର ୧୫ତମ ସଂସ୍କରଣ ପରେ ମଧ୍ୟ ଭାରତରେ ଜାରି ରହିବ ଟି-୨୦ କ୍ରିକେଟର ମଜା। କାରଣ ଭାରତ ସହ ୫ ଟିକିଆ ଟି-୨୦ ସିରିଜ୍‌ ଖେଳିବାକୁ ଆସିବ ଦକ୍ଷିଣ ଆଫ୍ରିକା। ଆଇପିଏଲ ଶେଷ ହେବାର ପ୍ରାୟ ୧୦ ଦିନ ପରେ ରୋହିତ ଶର୍ମା ଆଣ୍ଡ କୋ
Read More...

ପାରଳା ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ ନିମନ୍ତେ ପୂର୍ବତନ କାଉନସିଲର ଖଗେଶ୍ୱରୀ ବେହେରାଙ୍କ ନାମକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି: ଚଳିତ ପୌର ନିର୍ବାଚନରେ ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ପଦବୀ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ତାହାମଧ୍ୟ ଚଳିତ ଥର ଏହି ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ପଦବୀ ନିମନ୍ତେ ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
Read More...

ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ

ଦଶପଲ୍ଲା : ଆଜି ହେଉଛି ବିଶ୍ୱ ବନ୍ୟପ୍ରାଣୀ ଦିବସ । ବନ୍ୟ ଜୀବ ଜନ୍ତୁ ମାନଙ୍କ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୩ ତାରିଖକୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରାଯାଉଛି । ୨୦ ଡିସେମ୍ବର ୨୦୧୩ରେ ମିଳିତ ଜାତିସଂଘ ସାଧାରଣ ସଭା ଏହାର
Read More...

ଜଙ୍ଗଲକୁ ନିଆଁଦାଉରୁ ରକ୍ଷା କରିବା ପାଇଁ କଟାଗଲା ଫାୟାର୍‌ ଲାଇନ୍‌

ଦଶପଲ୍ଲା :ମହାନଦୀ ବନ୍ୟପ୍ରାଣୀ ବାଣିଗୋଛା ପଶ୍ଚିମ ବନାଂଚଳ ତରଫରୁ ବନ ଓ ବନ୍ୟଜନ୍ତୁଙ୍କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କରାଯାଇଛି ଫାୟାର ଲାଇନ୍‌ । ଏହି କ୍ରମରେ ଆଜି ବୁଗୁଡା ବିଟ୍‌ ହାଉସ୍‌ ଠାରୁ ସତ୍ୟ ମହାବୀର ମନ୍ଦିର ଦେଇ, ବାଣିଗୋଛା ପୂର୍ବ
Read More...

ସନ୍ଥକବି ଭୀମଭୋଇଙ୍କ ୧୨୭ତମ ଶ୍ରାଦ୍ଧ ଉତ୍ସବ ପାଳିତ

ସୁବର୍ଣ୍ଣପୁର: ଶୂନ୍ୟବ୍ରହ୍ମ ଉପାସନାର ପ୍ରମୁଖ ଉପାସକ ତଥା ସନ୍ଥକବି ଭୀମଭୋଇଙ୍କ ୧୨୭ତମ ଶ୍ରାଦ୍ଧ ଦିବସ ସୁବର୍ଣ୍ଣପୁରଠାରେ ପାଳିତ ହୋଇଯାଇଛି । ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହଠାରେ ଆୟୋଜିତ
Read More...

ବିସିସିଆଇ ବାର୍ଷିକ ଚୁକ୍ତି : ଗ୍ରେଡ ବିକୁ ଖସିଲେ ରାହାଣେ-ପୂଜାରା, ଜାଣନ୍ତୁ ପାଣ୍ଡ୍ୟାଙ୍କ ସ୍ଥିତି

ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ ଦଳରୁ ବାଦ ପଡିଥିବା ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରା ବିସିସିଆଇର ବାର୍ଷିକ ଚୁକ୍ତିରେ ଅବନତିର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ସହ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
Read More...

ପୁଅ ପଚାରିଲାନି : ମା’ ଭିକ ମାଗି ମାଗି ଆଖି ବୁଜିଲା,କିନ୍ତୁ ପଡେ଼ାଶୀ ପାଇଁ ଛାଡ଼ିଗଲା ଲକ୍ଷ ଲକ୍ଷ ଟଙ୍କା

କୋଲକାତା: ବେଳେବେଳେ ଘରଲୋକ ଅପେକ୍ଷା ବାହାର ଲୋକ ବହୁତ ସାହାଯ୍ୟରେ ଆସନ୍ତି । ବାପାମା’ଙ୍କୁ ପିଲାମାନେ ଛାଡ଼ିଦେଇ ପଳାନ୍ତି । କେବେ ବି ବୁଝିବାକୁ ଆସନ୍ତିନି,ସେମାନେ କେମିତି ଅଛନ୍ତି । ଏତେ ହତାଦାର ଓ ଉପେକ୍ଷା ସତ୍ତେ୍ୱ ପିଲାଙ୍କ ପ୍ରତି ମା’ର କରୁଣା ଓ ସ୍ନେହ ଉଣା ହୁଏନି । ମା’
Read More...

ନାହିଁ ନାହିଁରେ ଚାଲିଛି ଘୁ ଉଦୟଗିରି ଉପ ଡାକଘର

ଘୁ ଉଦୟଗିରି,୨/୩ – ଘୁ.ଉଦୟଗିରିସ୍ଥିତ ବହୁ ପୁରାତନ ଉପ ଡାକଘର ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ । ଏହି ଡାକଘର ଦ୍ୱାରା ଅନେକ ସୁବିଧା ଲୋକମାନେ ପାଉଛନ୍ତି ଯେପରିକି ଚିଠି, ପାର୍ଶଲ ପଠେଇବା, ଟଙ୍କା ନେଣ ଦେଣ ଭଳି ଜରୁରୀ କାର୍ଯ୍ୟ । ଆଜିକାଲି ମୋବାଇଲ ଯୁଗରେ ବା ଅତ୍ୟାନୁଧିନିକ
Read More...

ଆଇପିଏଲ ପ୍ରସ୍ତୁତି ପାଇଁ ସୁରତରେ ପହଞ୍ଚିଲେ ଧୋନୀ, ଖେଳିବେ ଅଭ୍ୟାସ ମ୍ୟାଚ

ସୁରତ : ଡିଫେଣ୍ଡିଂ ଆଇପିଏଲ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ) ୧୫ ତମ ସିଜନ୍‌ ପାଇଁ ଗୁଜୁରାଟର ସୁରଟରେ ତାଲିମ ଶିବିର ଆୟୋଜନ କରୁଛି । ଏଥିପାଇଁ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସୁରଟରେ ପହଞ୍ଚିଛନ୍ତି । ସିଏସକେର ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ଧୋନୀଙ୍କ ଏକଫଟୋ ସେୟାର କରି
Read More...