ବିଧାୟକ ମାଆ ସ୍କୁଲ ସୁଇପର, କହିଲେ ମୋ କାମ ପାଇଁ ମୁଁ ଗର୍ବିତ

ଚଣ୍ଡିଗଡ : ଲୋକ କ୍ଷମତା ହାସଲ କରିଦେବା ପରେ ପୂର୍ବ କଥା ଭୁଲିଯାଆନ୍ତି । କିନ୍ତୁ କେତେକ ସ୍ଥଳରେ ଏମିତି ଘଟିନଥାଏ । ଏମିତି ଏକ ଉଦାହରଣର ସାଜିଛନ୍ତି ଆପ୍‌ ବିଧାୟକ ଲାଭ ସିଂଙ୍କ ମାଆ ବଲଦେବ କୌର । ବଲଦେବ କୌର ନିଜ ଗାଁର ଏକ ସରକାରୀ ସ୍କୁଲର ସୁଇପର ଭାବେ କାମ କରନ୍ତି । ପୁଅ ବିଧାୟକ ହେବା…
Read More...

ସୁପାର ଠେଲା ହେଲେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ପଦବୀ ନିର୍ବାଚନ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଦ୍ୟ ଅନୁଷ୍ଠିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୧୩ଟି ଜିଲ୍ଲା ପରିଷଦ ଜୋନର ନବ ନିର୍ବାଚିତ ସଦସ୍ୟମାନେ ସର୍ବ ସମ୍ମତି କ୍ରମେ…
Read More...

ପ୍ରଶଂସକଙ୍କୁ ନାକ ଫଟାଇଲେ ରୋହିତ ! ଯିବାକୁ ପଡିଲା ହସ୍ପିଟାଲ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଗୋଲାପୀ ବଲ ସହିତ ଖେଳାଯାଉଥିବା ଭାରତ ବନାମ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କ୍ରିକେଟ୍‌ ପ୍ରଶଂସକଙ୍କ ନାକ ଫଟାଇ ଦେଇଥିବା ଜଣାପଡିଛି । ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହା…
Read More...

କିଶୋର ସାହୁ ହେଲେ ନୟାଗଡ଼ ବ୍ଲକ୍‌ ଅଧ୍ୟକ୍ଷ

ଦଶପଲ୍ଲା : ନୟାଗଡ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଚଣ୍ଡିବସ୍ତ ସମିତି ସଭ୍ୟ ପ୍ରାର୍ଥୀ କିଶୋର ଚନ୍ଦ୍ର ସାହୁ । ଏହା ପୂର୍ବରୁ ଶ୍ରୀଯୁକ୍ତ ସାହୁ ଭାଟସାହି ପଞ୍ଚାୟତର ସରପଞ୍ଚ ଥିଲେ । ସରପଞ୍ଚ ଥିବାବେଳେ ପଞ୍ଚାୟତବାସୀଙ୍କ ସେବା କରିବା, ମହାମାରୀ କରୋନା ସମୟରେ ଜିଲ୍ଲା ମୁଖ୍ୟ…
Read More...

ବ୍ଲକ ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଜଣାଇଲେ ବିଧାୟକ

ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ଟି ବ୍ଳକରେ ନୂତନ ଭାବେ ବିଜୟ ଲାଭ କରିଥିବା ବ୍ଲକ ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା । ଦଶପଲ୍ଲାରେ ସୁନନ୍ଦା ସାହୁ, ଗଣିଆରେ ଝୁନା ଜେନା, ନୂଆଗାଁରେ ଲକ୍ଷ୍ମୀପ୍ରିୟା…
Read More...

ଏଏସ୍‌ଆଇ ଗିରଫ, ସାଜିଥିଲେ ଗଞ୍ଜେଇ ମାଫିଆ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲୀ ଆଉଟପୋଷ୍ଟର ଏଏସଆଇ ଜୟଦାଶ ଖରା ସାଜିଥିଲେ ଗଞ୍ଜେଇ ମାଫିଆ। । ନିଜେ ଗଢ଼ିଥିଲେ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ବିଭିନ୍ନ ଜାଗାରୁ ଗଞ୍ଜେଇ ସଂଗ୍ରହ କରି ରାଜ୍ୟ ବାହାରକୁ ପଠାଉଥିଲା। ଦୀର୍ଘ…
Read More...

୪ ବିଧାନସଭା ଆସନ ପାଇଁ ଘୋଷଣା ହେଲା ଉପ ନିର୍ବାଚନ ତାରିଖ

ନୂଆଦିଲ୍ଲୀ : ନିର୍ବାଚନ କମିଶନ(ଇସି) ଶନିବାର ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର ଏବଂ ମହାରାଷ୍ଟ୍ର ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଗୋଟିଏ ଲୋକସଭା ଏବଂ ୪ ବିଧାନସଭା ଆସନ ପାଇଁ ଏପ୍ରିଲ ୧୨ରେ ଭୋଟଗ୍ରହଣ ହେବ । ପଶ୍ଚିମବଙ୍ଗର ଆସନସୋଲରେ ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବ ।…
Read More...

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରାଷ୍ଟ୍ରୀୟ ଲୋକ ଅଦାଲତ

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁଯାୟୀ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଜିଲ୍ଲା ତଥା ଦୌରା ଜଜ ସତ୍ୟପିର…
Read More...

ବବିତା ପ୍ରଧାନ ହେଲେ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ଅନୁଗୁଳ : ତ୍ରିସ୍ତରୀୟ ନିର୍ବାଚନ ଶେଷ ହେବା ପରେ ଆଜି ରାଜ୍ୟରେ ୩୦ଟି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି । ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ୩୦ଟି ଜିଲ୍ଲାରେ ଶାସକ ବିଜେଡି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ପ୍ରତ୍ୟେକ ଜିଲ୍ଲାରେ ବିଜେଡି ଅଧ୍ୟକ୍ଷା…
Read More...

ସଂଗ୍ରାମପୁର ଏମଇ ସ୍କୁଲରେ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷଣ-ଶିକ୍ଷାଦନ ଶୁଭାରମ୍ଭ

ବୌଦ୍ଧ :ବୌଦ୍ଧ ବ୍ଲକ ତାଳସରଡା ଗ୍ରାମପଞ୍ଚାୟତ ଅଧିନସ୍ଥ ସଂଗ୍ରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉପଦେଷ୍ଟା ଚେତାରାମ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷଣ -ଶିକ୍ଷାଦନର ଶୁଭାରମ୍ଭ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ମୁଖ୍ୟ…
Read More...