ଜିଲ୍ଲା ପ୍ରେସ କ୍ଲବଠାରେ ସାଧାରଣତନ୍ତ୍ର ଦିବସ ପାଳିତ

ଫୁଲବାଣୀ : ଫୁଲବାଣୀ ପ୍ରେସକ୍ଲବଠାରେ ୭୩ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରେସକ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ୧୯ ୫୦ ମସିହା ଆଜିର ଦିନରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହୋଇଥିଲା । ଏଣୁ
Read More...

ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପତାକା ଉତ୍ତୋଳନ

ବୌଦ୍ଧ :ବୌଦ୍ଧ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ଓ ଗଣତନ୍ତ୍ରର ଗରିମା ଉପରେ କହିବା ସହିତ
Read More...

ବାପା ହେଲେ ଯୁବରାଜ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଅର୍ଥାତ୍ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ପତ୍ନୀ ହେଜେଲ । ଗତକାଲି ଯୁବିଙ୍କ ଘରକୁ ଆସିଛନ୍ତି ନୂଆ ଅତିଥୀ । ଟ୍ୱିଟ କରି ଏନେଇ ନିଜେ ସ୍ପଷ୍ଟ କରିଛନ୍ତି ଯୁବରାଜ । ଫ୍ୟାନ୍ସ ସହ
Read More...

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : ଭୁବନେଶ୍ବର ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଉତ୍ସବ ପାଳନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୋଲିସ
Read More...

ଏହି ଖାସ୍‌ କାରଣରୁ ଏବେ ପଶ୍ଚାତାପ କରୁଛନ୍ତି ସାନିଆ

ନୂଆଦିଲ୍ଲୀ : ବହୁତ ଆଗୁଆ ନିଜର ଅବସର ଘୋଷଣା କରି ଏବେ ପଶ୍ଚାତାପ କରୁଛନ୍ତି ଭାରତର ଟେନିସ ରାଣୀ ସାନିଆ ମିର୍ଜା । ୨୦୨୨ ତାଙ୍କର ଶେଷ ସିଜନ୍‌ ହେବ ବୋଲି ନିକଟରେ ସେ ଘୋଷଣା କରିଥିଲେ । ତେବେ ଆଜି ସାନିଆ କହିଛନ୍ତି ଯେ ସେ ବହୁତ ଆଗୁଆ ଏହି ଘୋଷଣା କରିଦେଲେ । ଏନେଇ ତାଙ୍କୁ ଚାରିଆଡ଼ୁ
Read More...

ପଦ୍ମ ଭୂଷଣ ଗ୍ରହଣ କରିବାକୁ ମନାକଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

କୋଲକାତା : ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ର ସରକାର ପଦ୍ମ ସମ୍ମାନ ଘୋଷଣା କରିଛନ୍ତି । ଅନ୍ୟମାନଙ୍କ ସହ ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ କମ୍ୟୁନିଷ୍ଟ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପଦ୍ମ ଭୂଷଣ ତାଲିକାରେ ଅଛନ୍ତି । ତେବେ ସେ ପଦ୍ମ ଭୂଷଣ ସମ୍ମାନ
Read More...

ଘୋଷଣା ହେଲା ପଦ୍ମ ପୁରସ୍କାର : ବିପିନ ରାୱତଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଘୋଷଣା କରିଛନ୍ତି ପଦ୍ମ ପୁରସ୍କାର । ଏଥର ବିଭିନ୍ନ କ୍ଷେତ୍ରର ମୋଟ ୧୨୮ ଜଣ ଖ୍ୟାତନାମା ବ୍ୟକ୍ତି ପାଇବେ ଏହି ସମ୍ମାନ । ସେମାନଙ୍କ ମଧ୍ୟରେ ୪ ଜଣ ପଦ୍ମ ବିଭୂଷଣ,୧୭ ଜଣ ପଦ୍ମଭୂଷଣ ଓ ୧୦୭ ଜଣ ପଦ୍ମ ପୁରସ୍କାର ବିଜେତା ଅଛନ୍ତି । ସେହିପରି,ସେମାନଙ୍କ
Read More...

“ଟିକାକରଣ ଜନଆନ୍ଦୋଳନର ରୂପ ନେଇଛି’

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଏକ ଜନଆନ୍ଦୋଳନର ରୂପ ନେଇଛି । କରୋନା ବିରୋଧରେ ଦେଶବାସୀଙ୍କ ସଂଘର୍ଷ ଜାରି ରହିଛି । କୋଭିଡ୍‌ ବିରୋଧରେ ଭାରତ ଅନ୍ୟ ଦେଶକୁ ମଧ୍ୟ ସାହାଯ୍ୟ କରୁଛି । ମହାମାରୀ କାରଣରୁ ଚଳିତ ବର୍ଷ ଆମେ ଏହି ଉତ୍ସବକୁ ଧୂମଧାମରେ ପାଳନ କରିପାରିବୁନି ।
Read More...

ଗରିବ ଆଦିବାସୀ ଏମବିଏ ଛାତ୍ର ପାବୁରିଆ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ

ଘୁ ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ବି ଉଚ୍ଚ ଶିକ୍ଷିତ ଯୁବକମାନେ ବି ରାଜନୀତି ପ୍ରତି ଆଗ୍ରହ ଦେଖେଇ ଆଗକୁ ଆସିଲେଣି । ଏହିଭଳି ଏକ ଆଦିବାସୀ ଯୁବକ ସାନୁଜ ପ୍ରଧାନ ବିବିଏ ପାଠପଢା ସାରିବା ପରେ ଏମବିଏ ପଢୁଛନ୍ତି ବୟସ ମାତ୍ର ୨୩ ବର୍ଷ ଘର ପାବୁରିଆ ପଞ୍ଚାୟତର ବରୀଗୁଡା
Read More...

ଓଡିଶାରୁ ୬ ଜଣଙ୍କୁ ପଦ୍ମ ସମ୍ମାନ

ଭୁବନେଶ୍ୱର: ଆଜି ଘୋଷଣା ହୋଇଛି ୨୦୨୧ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର। ଏଥିରେ ଓଡ଼ିଶାରୁ ୬ ଜଣ ଅଛନ୍ତି। ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ। ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ। ସମାଜସେବା ପାଇଁ ଶିଶୁ ଅନନ୍ତ ମଠର ମହନ୍ତ
Read More...