Sign in
Sign in
Recover your password.
A password will be e-mailed to you.
Author
Hiranchal Live 17579 posts 0 comments
ପଞ୍ଚାୟତ ଫଳାଫଳ, ୨ୟ ଦିନରେ ୩୦୯ଟି ଜିଲ୍ଲା ପରିଷଦ ଜୋନ୍ରେ ଚାଲିଛି ଗଣତି
ଭୁବନେଶ୍ୱର: ପଞ୍ଚାୟତ ଫଳାଫଳ । ଆଜି ଦ୍ୱିତୀୟ ଦିନରେ ୩୦୯ଟି ଓ ୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍ ଗଣତି ହେବ। ଶନିବାର ପ୍ରଥମ ଦିନରୁ ବିଜେଡି ଯେଭଳି ସଫଳତା ପାଇଛି, ତାହା ଜାରି ରହିଲେ ଚଳିତଥର ବିଜେଡି ପ୍ରାୟ ୭୦୦ରୁ ଅଧିକ ଜିଲ୍ଲା ପରିଷଦ ସିଟ୍ ଦଖଲ କରିବ। ରାଜ୍ୟରେ ମୋଟ ୮୫୩!-->…
Read More...
Read More...
ଅପହୃତ ୧୫ବର୍ଷର ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ ପୋକ୍ସ କୋର୍ଟ ଚାଲାଣ
ଘୁ ଉଦୟଗିରି,୨୬/୨: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ପଞ୍ଚାୟତର ବତୀଙ୍ଗିଆ ଗ୍ରାମର ଏକ ୧୫ବର୍ଷର ନାବାଳିକା ଗତ ୧୭ତାରିଖ ଦିନ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରି ଝିଅକୁ ନପାଇବା ପରେ କୁଆଡେ ଗଲା କିଏ ନେଲା ତାର ତଦନ୍ତ କରି ୧୯ତାରିଖ ଦିନ ଜାଣିବାକୁ ପାଇବା ପରେ!-->…
Read More...
Read More...
ନଦୀରେ ବୁଡି ଜଣେ +୨ ନବୋଦୟ ଛାତ୍ରଙ୍କ ମୃତ୍ୟୁ
ଫୁଲବାଣୀ,୨୬/୨:- କନ୍ଧମାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ଜବାହାର ନବୋଦୟ ବିଦ୍ୟାଳୟର ଜଣେ +୨ ଛାତ୍ରର ନଦୀରେ ବୁଡି ମୃତ୍ୟୁ ହୋଇଛି । ମୃତଛାତ୍ରଙ୍କ ନାମ ଯୁଗଳ କହଁର । ସୂଚନାଯୋଗ୍ୟ ଯେ, ଖଜୁରୀପଡ଼ା ବ୍ଲକର ଚକାପଥର ଗ୍ରାମର କାମେଶ୍ୱର କହଁର ପୁଅ ଯୁଗଳ କିଶୋର କହଁର ଫୁଲବାଣୀ ନବୋଦୟ!-->…
Read More...
Read More...
ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ
ପୁରୀ,୨୬/୨- ଜିଲ୍ଲାରେ ଚଳିତବର୍ଷ ଆସନ୍ତାକାଲି ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଆସନ୍ତାକାଲି ବୁଥ ସ୍ତରରେ ଏବଂ ୨୮ ଓ ମାର୍ଚ୍ଚ ପହିଲାରେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ଦିଆଯିବ । ଚଳିତବର୍ଷ ଏହି ଅଭିଯାନରେ ଜିଲ୍ଲାର!-->…
Read More...
Read More...
କନ୍ଧମାଳରେ ଗଡ଼ିଲା କିଶୋରୀ ସ୍ୱାସ୍ଥ୍ୟ ସଚେତନତା ରଥ
ଫୁଲବାଣୀ,୨୬/୨:- କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ, ଅଧିକାର ସମ୍ବନ୍ଧୀୟ ସଚେତନତା ନିମନ୍ତେ ଆନ୍ତର୍ଜାତୀୟ ସଂସ୍ଥା ସେଭ ଦି ଚିଲଡ୍ରେନ ତରଫରୁ ଆଜି ଏକ ସଚେତନତା ରଥର ଶୁଭାରମ୍ଭ ଡାକ୍ତର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା କରାଯାଇଅଛି । ଏହି ସଚେତନତା ରଥରେ ମୁଖ୍ୟତଃ ମାସିକ ଋତୁସ୍ରାବ ସମୟରେ!-->…
Read More...
Read More...
ଗଜପତି ଜିଲ୍ଲାରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର
ଭୁବନେଶ୍ୱର : ଆଜିଠୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଗଜପତି ଜିଲ୍ଲାର ୭ଟି ଜୋନରେ ଆଜି ଭୋଟ ଗଣତି ଚାଲିଛି । ପ୍ରାଥମିକ ଟ୍ରେଣ୍ଡରେ ଶାସକ ବିଜେଡି ୨ଟି ଜୋନରେ ଆଗୁଆ ଥିବା ବେଳେ ବିଜେପି ୧ଟି ଜୋନରେ ଆଗରେ ରହିଛି । ସେହିପରି କଂଗ୍ରେସ ୨ଟି ଜୋନରେ ଆଗୁଆ!-->…
Read More...
Read More...
ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ,ବଢ଼ିଲା ରାଜନୈତିକ ଉଷ୍ମତା
ବାଲିଗୁଡା: ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ ଆସନ୍ତା ୨୪ ତାରିଖ ଦିନ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ପ୍ରାର୍ଥିପତ୍ର ଦାଖଲ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ୭ ତାରିଖ, ଯାଞ୍ଚ ୯ ତାରିଖ , ପ୍ରତ୍ୟାହାର ୧୪ ତାରିଖ ରଖାଯାଇଛି । ମତଦାନ ୨୪!-->…
Read More...
Read More...
ଅନୁଗୁଳ ଜିଲ୍ଲାରେ ବିଜେଡି ଆଗୁଆ
ଭୁବନେଶ୍ୱର : ଆଜିଠୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଅନୁଗୁଳ ଜିଲ୍ଲାର ୭ଟି ଜୋନରେ ଆଜି ଭୋଟ ଗଣତି ଚାଲିଛି । ପ୍ରାଥମିକ ଟ୍ରେଣ୍ଡରେ ଶାସକ ବିଜେଡି ୫ଟି ଜୋନରେ ଆଗୁଆ ଥିବା ବେଳେ ବିଜେପି ୨ଟି ଜୋନରେ ଆଗରେ ରହିଛି । ବିଜେଡି ଆଠମଲ୍ଲିକ, ଅନୁଗୁଳ, ତାଳଚେର,!-->…
Read More...
Read More...
୨୭୧ ଜୋନରେ ବିଜେଡି ଆଗୁଆ, ଜାଣନ୍ତୁ ବିଜେପି ଓ କଂଗ୍ରେସ ସ୍ଥିତି
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆଜିଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନର ପ୍ରାରମ୍ଭିକ ପର୍ଯ୍ୟାୟରେ ୩୧୫ ଜିଲ୍ଲା ପରିଷଦ ଆସନରୁ ଶାସକ ବିଜେଡି ୨୭୧ ଜିଲ୍ଲା ପରିଷଦ ଜୋନରେ ଆଗୁଆ ଥିବା ବେଳେ ବିଜେପି ୨୧, କଂଗ୍ଲେସ ୧୬ ଓ ଅନ୍ୟାନ୍ୟ ୭ଟି ଆସନରେ ଆଗୁଆ ଅଛନ୍ତି । ଏ!-->…
Read More...
Read More...