ହୃଦଘାତରେ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ଦେହାନ୍ତ
ନୂଆଦିଲ୍ଲୀ-ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ତଛା ବ୍ୟବସାୟୀ ସଞ୍ଜୟ କପୁରଙ୍କ ବିଷୟରେ ଏକ ବହୁତ ଖରାପ ଖବର ଆସୁଛି। ସଞ୍ଜୟ କପୁର ଆଉ ଏହି ଦୁନିଆରେ ନାହାନ୍ତି। ୫୩ ବର୍ଷୀୟ ସଞ୍ଜୟଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଇଂଲଣ୍ଡର ଗାର୍ଡସ୍ ପୋଲୋ କ୍ଲବରେ!-->…
Read More...
Read More...