ଜାତୀୟ ମତଦାତା ଦିବସ ପାଳିତ, ନୂତନ ଭୋଟର ମାନଙ୍କୁ ପରିଚୟ ପତ୍ର ପ୍ରଦାନ

ପୁରୀ- ଜିଲ୍ଲା ସ୍ତରୀୟ ୧୨ତମ ଜାତୀୟ ମତଦାତା ଦିବସ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ଗଣତନ୍ତ୍ର ଗଠନ ନିମନ୍ତେ ସୁସ୍ଥ ଭୋଟର ତାଲିକାର ଆବଶ୍ୟକତା ରହିଛି । ଏଥି ନିମନ୍ତେ ସମସ୍ତଙ୍କ
Read More...

ଧାନ କ୍ରୟ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମେଳନ କକ୍ଷରେ ମିଲର୍‌ଙ୍କ ଧାନଉଠା ଏବଂ ଧାନମଣ୍ଡି ସମ୍ପର୍କିତ ବୈଠକ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାଶୀନଗର ଓ ଗୋଷଣୀ ବ୍ଲକ୍‌ର ମିଲର୍‌ ମାନଙ୍କ ସହ ଜିଲ୍ଲା ଯୋଗାଣ ଅଧିକାରୀ
Read More...

କରୋନା ଗ୍ରାଫ୍ ତଳମୁହାଁ, ପୁଣି ୮୯୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୭୮୪୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ବୌଦ୍ଧ : ପଞ୍ଚାୟତ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ପାଳନ ନିମନ୍ତେ ପ୍ରସ୍ତୁୁତି ବୈଠକ

ବୌଦ୍ଧ : ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ଉପଲକ୍ଷେ ସମସ୍ତ ରାଜନୈତିକ ଦଳମାନେ ଆଦର୍ଶ ଆଚରଣ ବିଧି ପାଳନ କରିବା ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟକ୍ଷତା କରିବା
Read More...

ଏଣିକି ଏହି ନାଁରେ ପରିଚିତ ହେବ ଲକ୍ଷ୍ନୌ ଟିମ୍‌

ନୂଆଦିଲ୍ଲୀ : ଆଇପିଏଲର ଆସନ୍ତା ସଂସ୍କରଣରେ ପ୍ରବେଶ କରିବାକୁ ଥିବା ଦୁଇଟି ନୂତନ ଦଳ ମଧ୍ୟରୁ ଲକ୍ଷ୍ନୌ ଆଇପିଏଲ ଫ୍ରାଞ୍ଚାଇଜ୍‌ର ଅଫିସିଆଲ ନାମ ଆଜି ଘୋଷଣା କରାଯାଇଛି । ଏହାର ଅଫିସିଆଲ ନାମ ହେବ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌' । ଦଳର ମାଲିକ ସଞ୍ଜୀବ ଗୋଏଙ୍କା ସୋମବାର ଟ୍ୱିଟରରେ ଏହି ଘୋଷଣା
Read More...

କ୍ରୀଡ଼ାରେ କରୋନା ବିସ୍ଫୋରଣ : ଏସିଆନ କପରୁ ବାଦ୍‌ପଡ଼ିଲା ଭାରତ

ମୁମ୍ବାଇ : ଅନ୍ୟ କ୍ଷେତ୍ର ଭଳି କ୍ରୀଡ଼ାରେ ମଧ୍ୟ କରୋନା ମାଡ଼ିଚାଲିଛି । ଏହି କାରଣରୁ କେତେକ ମ୍ୟାଚ ସ୍ଥଗିତ ରହିଛି । ବହୁ ଖେଳାଳି ସଂକ୍ରମିତ ହୋଇଛନ୍ତି । ଏବେ ଫୁଟବଲ କ୍ରୀଡ଼ାରେ ହୋଇଛି କରୋନା ବିସ୍ଫୋରଣ । ବର୍ତ୍ତମାନ ଏଠାରେ ଏସିଆନ କପ ଚାଲିଛି । ଏଥିରେ ଭାରତ ଭାଗ ନେଇଛି । ତେବେ
Read More...

ପୁଣି ସ୍ପଟ ଫିକ୍ସିଂ ଝଡ଼ : ଏଥର ଫସିଲେ ଏହି କ୍ରିକେଟର

ନୂଆଦିଲ୍ଲୀ : କ୍ରିକେଟ ଜଗତରେ ସ୍ପଟ ଫିକ୍ସିଂ କିଛି ନୂଆ କଥା ନୁହେଁ । ବାରମ୍ବାର ଏଭଳି କଳଙ୍କ ଲାଗିଛି କ୍ରିକେଟ ଦେହରେ । ଏବଂ ଏହି କେଳେଙ୍କାରୀ ପାଇଁ ବହୁ ନାମିଦାମୀ କ୍ରିକେଟର ଦଣ୍ଡିତ ହୋଇଛନ୍ତି । ତେବେ ବେଳେ ବେଳେ କିଛି ନିରୀହ କ୍ରିକେଟର ଏଥିପାଇଁ ଫସିଥିବାର ନଜିର ମଧ୍ୟ ରହିଛି ।
Read More...

ସୋନପୁରରେ ବଳରାମ ସିଂହ ଯାଦବ ; ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ,ଏକାଠି ହେଲେ ସାଂସଦଙ୍କ ବିରୋଧୀ ଗୋଷ୍ଠୀ

ସୁବର୍ଣ୍ଣପୁର: ଠିକ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୋନପୁରରେ ଓଡିଶା ଯାଦବ ମହାସଂଘର ସଂପାଦକ ବଳରାମ ସିଂହ ଯାଦବଙ୍କ ଉପସ୍ଥିତି ରାଜନୈତିକ ମହଲରେ ଖୁବ୍‌ ଆଲୋଡନ ସୃଷ୍ଟି କରିଛି । ବଳରାମଙ୍କ ସହ ସଂଘର ବରିଷ୍ଠ କର୍ମକର୍ତ୍ତା ମାନେ ରୁଦ୍ଧ ଦ୍ୱାର ବୈଠକ କରି ଜିଲ୍ଲାର ରାଜନୈତିକ ପରିସ୍ଥିତି ନେଇ
Read More...

ବାଇକ ଉପରେ ଚଢିଗଲା ଟ୍ରକ : ଘଟଣାସ୍ଥଳରେ ଆରୋହୀଙ୍କ ମୃତ୍ୟୁ

କଟକ : ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ବାଇକ ଉପରେ ଟ୍ରକ ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ଦୁର୍ଘଟଣାସ୍ଥଳ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା
Read More...

ଅଧିକ ସନ୍ତାନ ଥିବା ପିତାମାତାକୁ ନିର୍ବାଚନରୁ ବାଦ ଦିଆଯାଉ, ଧାରଣା ଦେଲେ ଆଶାୟୀ ପ୍ରାର୍ଥୀ

ପାଟଣାଗଡ଼: ଚଳିତ ପଞ୍ଚାୟତ ନିର୍ବାଚନରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା, ତମିଆ, ଖୁଣ୍ଟସମଲେଇ ଆଦି ୩ ଟି ପଞ୍ଚାୟତରେ ୩ ରୁ ଅଧିକ ପୁଅଝିଅ ଥିବାର ବାପା ମା ନିର୍ବାଚନ ଲଢ଼ୁଥୁବାରୁ ସେମାନଙ୍କ ନିର୍ବାଚନ ପାର୍ଥୀପତ୍ର ନାକଚ କରିବା ଦାବିରେ ପାଟଣାଗଡ଼ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା
Read More...