ପ୍ରକାଶ ପାଇଲା ବୌଦ୍ଧଜିଲ୍ଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ଯାଞ୍ଚପରେ ୨୧୭୭ ରହିଲା କାଏମ
ବୌଦ୍ଧ,୨୩/୧ – ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ବିଭିନ୍ନ ପଦପଦବୀ ପାଇଁ ୨୨୫୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଯାଞ୍ଚ ପରେ ୨୧୭୭ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ଜଣାପଡିଛି ।!-->…
Read More...
Read More...