ମାର୍ଚ୍ଚ ୨୭ରେ ଓଜେଏସ୍ ପରୀକ୍ଷା
ଭୁବନେଶ୍ୱର : ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡିଶା ନ୍ୟାୟିକ ସେବା (ଓଜେଏସ) ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୭ତାରିଖରେ ଅନୁଷ୍ଠିତ ହେବ । ୫୩ଟି ସିଭିଲ ଜଜ୍ ପଦବୀ ନିମନ୍ତେ ଏହି ପରୀକ୍ଷା ହେବ । ଏନେଇ ଆଜି ଓଡିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ!-->…
Read More...
Read More...