ବୌଦ୍ଧ ଏନଏସି ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ
ବୌଦ୍ଧ,୨୪/୨:- ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି । ଏନଏସି କାର୍ଯ୍ୟାଳୟ ମିଟିଂ ହଲଠାରେ ବୌଦ୍ଧଗଡ ଏନଏସି ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ଏହି ତାଲିକାକୁ ଉନ୍ମୋଚିତ କରିଥିଲେ । ବୌଦ୍ଧ ଏନଏସିରେ ୧୭ଟି!-->…
Read More...
Read More...