କରୋନାର ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ସାମ୍ବାଦିକ ଯୁଧିଷ୍ଠିର ସାହୁ

ସୁବର୍ଣ୍ଣପୁର : କରୋନାକୁ ନଡରି ତାର ମୁକାବିଲା କରନ୍ତୁ । ଟିକା ନିଅନ୍ତୁ । ସର୍ବଦା ମାସ୍କ ପରିଧାନକରି ସାମାଜିକ ଦୂରତା ରକ୍ଷା କରନ୍ତୁ । ଅଯଥା ଜନଗହଳିକୁ ଯାଆନ୍ତୁ ନାହିଁ । ଅସୁସ୍ଥତା ଅନୁଭବ କଲେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏପରି କିଛି ଜନହିତର ବାର୍ତ୍ତା ନେଇ ପ୍ରତିଦିନ ସକାଳ
Read More...

ଅଣ୍ଡର-୧୯ ବିଶ୍ୱକପ, ସୁପରଲିଗ୍‌ କ୍ୱାର୍ଟର ଫାଇନାଲରେ ଭାରତ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜରେ ଚାଲିଥିବା ଆଇସିସି ଅଣ୍ଡର -୧୯ ବିଶ୍ୱକପ ୨୦୨୨ ଗ୍ରୁପ ବି ମ୍ୟାଚରେ ଆୟର୍ଲାଣ୍ଡକୁ ୧୭୪ ରନରେ ପରାସ୍ତ କରିଛି । ଏହା ସହ ଭାରତ ସୁପରଲିଗ୍‌ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବୁଧବାର ରାତିରେ ବ୍ରିଆନ୍‌ ଲାରା ଷ୍ଟାଡିୟମରେ ଖେଳାଯାଇଥିବା ଏହି
Read More...

ବଦଳିବ ୱେଷ୍ଟଇଣ୍ଡିଜର ଭାରତ ଗସ୍ତ କାର୍ଯ୍ୟସୂଚୀ !, ଏହି ଦୁଇ ସହରରେ ହୋଇପାରେ ସବୁ ମ୍ୟାଚ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ସମାପ୍ତ ହେବା ପରେ ଭାରତୀୟ ଦଳକୁ ଫେବୃଆରୀ ୬ ରୁ ୱେଷ୍ଟଇଣ୍ଡିଜ୍‌ ସହିତ ଏକ ଧଳା ବଲ୍‌ ସିରିଜ୍‌ ଖେଳିବାକୁ ପଡିବ । ୱେଷ୍ଟଇଣ୍ଡିଜକୁ ଭାରତ ଗସ୍ତରେ ତିନିଟି ଦିନିକିଆ ଏବଂ ଟି୨୦ ସିରିଜ୍‌ ଖେଳିବାକୁ ପଡିବ । ସିରିଜର ମ୍ୟାଚ୍‌
Read More...

ପୁଣି ରାଜ୍ୟରେ ୧୦୩୬୮ କରୋନା ପଜିଟିଭ ଚିହ୍ନଟ, ୭ ମୃତ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୬୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୭୭୪୬୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ନୟାଗଡ଼ ବାଇପାସ୍‌ ପାଇଁ ୩୦୦.୩୩ କୋଟିର ବଜେଟ

ଦଶପଲ୍ଲା : ନୟାଗଡ଼ ସହରର ବର୍ଦ୍ଧିତ ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟା ସୁପରିଚାଳନା ନିମନ୍ତେ ନୟାଗଡ଼ ସହରକୁ ବାଇପାସ୍‌ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ବୁଧବାର ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ
Read More...

ପ୍ରଥମ ଦିନିକିଆରେ ହାରିଲା ଭାରତ

ପାର୍ଲ: ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଆଜିଠୁ ଆରମ୍ଭ ହୋଇଛି ଏବଂ ଆରମ୍ଭରୁ ହିଁ ପ୍ରଶଂସକଙ୍କୁ ନିରାଶ କରିଛି ଟିମ୍‌ ଇଣ୍ଡିଆ । ବୋଲରଙ୍କ ଦମରେ ଦକ୍ଷିଣ ଆଫ୍ରିକା ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୩୧ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନି
Read More...

ଆଇସୋଲେସନରେ ଅଣ୍ଡର-୧୯ କ୍ୟାପଟେନଙ୍କ ସମେତ ୬ ଖେଳାଳି

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜରେ ୧୯ ବର୍ଷରୁ କମ ବିଶ୍ୱ କପ ଖେଳୁଥିବା ଭାରତୀୟ ଦଳ ଅଧିନାୟକ ୟଶ ଢୁଲ ଏବଂ ଉପ ଅଧିନାୟକ ଏସକେ ରଶିଦଙ୍କ ସହିତ ଛଅ ଖେଳାଳି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି । ଅଧିନାୟକ ଢୁଲ କରୋନା ସଂକ୍ରମିତ ହେବାରୁ ଭାରତୀୟ
Read More...

କରୋନା ସହାୟତା ମାମଲାରେ ରାଜ୍ୟମାନଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ସଂପର୍କିତ ଏକ ମାମଲାର ଶୁଣାଣି ସମୟରେ ଆଜି ସୁପ୍ରିମକୋର୍ଟ ରାଜ୍ୟମାନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ,ତାଗିଦ ଓ ଗାଇଡଲାଇନକୁ ରାଜ୍ୟମାନେ ଉଲ୍ଲଂଘନ କରୁଛନ୍ତି । ଗାଇଡଲାଇନ ଓ ନିର୍ଦ୍ଦେଶ ଥିଲେ ମଧ୍ୟ କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିମାନଙ୍କ
Read More...

ଜାଣନ୍ତୁ, ଟେଲିପ୍ରମ୍ପଟର କ’ଣ ଓ ଏହାର ମୂଲ୍ୟ କେତେ : ଏହା ସାହାଯ୍ୟରେ ମୋଦି ଭାଷଣ ଦେଇଥାନ୍ତି

ନୂଆଦିଲ୍ଲୀ : ଆପଣ ପ୍ରାୟତଃ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି କିମ୍ବା ବିଶିଷ୍ଟ ନେତାଙ୍କ ଚାରିପାଖରେ ଏକ ଗ୍ଲାସ୍‌ ସର୍କଲ୍‌ ଦେଖିଥିବେ । ଏହି ସର୍କଲ୍‌ ବା ଘେରା ଦେଖି ଆପଣ ଭାବିବେ ଯେ ଏହା ସେମାନଙ୍କ ସୁରକ୍ଷା ପାଇଁ, କିନ୍ତୁ ତାହା ନୁହେଁ । ବାସ୍ତବରେ ଏହି ଗ୍ଲାସ୍‌ ସର୍କଲ୍‌ ହେଉଛି ଏକ
Read More...

ଭୋଟ ପାଇଁ ଏହି ଦଳ ଦେଲା ଏଭଳି ପ୍ରତିଶ୍ରୁତି : ଜିତିଲେ ପ୍ରତି ପରିବାରକୁ ବର୍ଷକୁ ୧୮ ହଜାରର ପେନସନ

ଆଜମଗଡ଼ : ଏବେ ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ନିର୍ବାଚନ ଋତୁ ଚାଲିଛି । ଭୋଟରମାନଙ୍କୁ ହାତେଇବା ପାଇଁ ଦଳଗୁଡ଼ିକ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ସେମାନଙ୍କ ଆଗରେ ଅତି ଲୋଭନୀୟ ଅଫର ତଥା ପ୍ରତିଶ୍ରୁତି ରଖୁଛନ୍ତି । ଆମକୁ କ୍ଷମତାକୁ ପଠାଇଲେ ଅମୁକ ଦେବୁ,ସମୁକ ଦେବୁ ବୋଲି
Read More...