ଗୁରୁ ଧୋନିଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ, ଏହି ମାମଲାରେ ଭାରତର ନମ୍ବରୱାନ ୱିକେଟକିପର ହେଲେ
କୋଲକତା : ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ତାଙ୍କ ଗୁରୁ ଭାବେ ବିବେଚନା କରିଥାନ୍ତି । ଧୋନିଙ୍କ ସହ ତାଙ୍କୁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ସୁଯୋଗ ମଧ୍ୟ ମିଳିଥିଲା । ଯଦିଓ, ବର୍ତ୍ତମାନ ଏମଏସ ଧୋନି!-->…
Read More...
Read More...