ବେଘର ହେବେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

ଲଣ୍ଡନ: ଅଡୁଆରେ ଫସି ଫସି ଯାଉଛନ୍ତି ବିଜୟ ମାଲ୍ୟା । ଲଣ୍ଡନସ୍ଥିତ ନିଜ ବିଳାସପୂର୍ଣ୍ଣ ବଙ୍ଗଳାରୁ ବେଘର ହେବେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା । ଏ ନେଇ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟ ପୂର୍ବରୁ ଦେବାଳିଆ ଘୋଷଣା କରିଥିବାବେଳେ ଏବେ ବେଘର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁଇସ୍‌
Read More...

ଏହି ୪ ସହରରେ ବ୍ୟବହାର ହେବେ ଓମିସିୟୋର କିଟ୍‌, ସଙ୍ଗେ ସଙ୍ଗେ ଚିହ୍ନଟ ହେବ ଓମିକ୍ରନ

ଭୁବନେଶ୍ୱର: ଓମିକ୍ରନ ଟେଷ୍ଟିଂ ପାଇଁ ଓଡିଶାରେ ପହଞ୍ଚିଲା ଓମିସିୟୋର କିଟ୍‌ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣର କିଟ୍‌ ରାଜ୍ୟକୁ ଆସିଛି । ମେଡିକାଲ ଆଣ୍ଡ ଡାଇଗ୍‌ନୋଷ୍ଟିକ୍‌ ଲିମିଟେଡ ଟାଟା ଏମ୍‌ଡି ପକ୍ଷରୁ ଓଡିଶାକୁ ଏହି କିଟ୍‌ ପଠାଯାଇଛି । ଓଡିଶରେ ୩୦,୦୦୦ ଓମିସିୟୋର କିଟ୍‌
Read More...

ବେଆଇନ ଧାନ ଚାଲାଣ କରୁଥିବା ଟ୍ରକକୁ ଜବତ କଲା ଜିଲ୍ଲା ପ୍ରଶାସନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କଳାବଜାରୀ ଏବଂ ବେଆଇନ ଚାଲାଣ କୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ନେଉଛି । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ବ୍ଲକ ଏବଂ ତହସିଲ ଅଂଚଳରେ ସ୍ୱତନ୍ତ୍ର ସ୍କ୍ୱାଡମାନ ଗଠିତ ହୋଇଛି । ଏହି କ୍ରମରେ
Read More...

ପାଇଖାନା ନ ଥାଇ ବାହ୍ୟ ମଳମୁକ୍ତ ଗାଁ

ଦଶପଲ୍ଲା : ଗ୍ରାମଠାରୁ ୫ କିଲୋମିଟର ଦୂରରେ ଲାଗିଛି ସ୍ୱଚ୍ଛ ମଳମୁକ୍ତ ଗ୍ରାମର ଫଳକ । ହେଲେ ଗାଁ ରେ ନାହିଁ, ଗୋଟିଏ ହେଲେ ପାଇଖାନା । ଏହି ଯୋଜନା ବିଷୟରେ ଗ୍ରାମବାସୀ ମଧ୍ୟ ଅବଗତ ନାହାନ୍ତି । ଏହି ଗାଁ ଗୁଡିକ ହେଉଛି, ଦଶପଲ୍ଲା ବ୍ଲକ୍‌ର ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାହାଡି ଗ୍ରାମ
Read More...

ଆଉ ନାହାନ୍ତି ଆଦର୍ଶ ଶିକ୍ଷକ ସାଥୁଆ ସାର୍‌

ଦଶପଲ୍ଲା : ଦଶପଲ୍ଲାର ଜଣେ ଆଦର୍ଶ ଶିକ୍ଷକ ଆନନ୍ଦ ଚନ୍ଦ୍ର ସାଥୁଆଙ୍କର ଗତକାଲି ପରଲୋକ ହୋଇଛି । ସେ ୩ ବର୍ଷତଳେ ଶିକ୍ଷକତାରୁ ଅବସର ନେଇ ସାତପାଟଣା ନିଜ ଘରେ ରହୁଥିଲେ । ଗତକାଲି ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ସେ ଜଣେ ଅତ୍ୟନ୍ତ ଛାତ୍ର ବତ୍ସଳ
Read More...

ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର ୧୯।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୧୧୬୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୬୭୦୯୪ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ଆଇଏନଏସ ରଣବୀରରେ ବିସ୍ଫୋରଣ : ୩ ମୃତ

ମୁମ୍ବାଇ: ଭାରତୀୟ ନୌସନାର ମୁମ୍ବାଇ ଡକୟାର୍ଡରେ ଥିବା ଆଇଏନଏସ୍‌ ରଣବୀର ତୋପରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୩ ଜଣ ନୌସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ଯୁଦ୍ଧ ତୋପର ଆଭ୍ୟନ୍ତରୀଣ କମ୍ପାର୍ଟମେଣ୍ଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ତୋପରେ ନିଆଁ ଲାଗି
Read More...

ସ୍ଥଳସେନାର ଉପମୁଖ୍ୟ ହେଲେ ଓଡ଼ିଆ ପୁଅ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଏକ ଖୁସିର ଖବର । ଦେଶର ସ୍ଥଳସେନା ଉପମୁଖ୍ୟ ପଦରେ ନିଯୁକ୍ତି ପାଇଛନ୍ତି ଜଣେ ଓଡ଼ିଆ ପୁଅ । ସେ ହେଉଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ସେ ବର୍ତ୍ତମାନ ସ୍ଥଳସେନା ଉପ-ମୁଖ୍ୟଭାବେ କାର୍ଯ୍ୟ କରୁଥିବା ଓଡିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ
Read More...

ଜାଣନ୍ତୁ,ୟୁପିର ନିଶ ଥିବା ଏହି ମୁଖ୍ୟମନ୍ତ୍ରୀମାନଙ୍କ ସଂପର୍କରେ

ନୂଆଦିଲ୍ଲୀ : ରାଜନୀତିରେ ଉତ୍ତର ପ୍ରଦେଶ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏବେ ରାଜ୍ୟରେ ନିର୍ବାଚନ ଋତୁ ଚାଲିଥିବା ବେଳେ ଏକ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଉ ତାହା ମୁଖ୍ୟମନ୍ତ୍ରୀ ଓ ନିଶକୁ ନେଇ । ୧୯୮୪ରେ ଏକ ହିନ୍ଦୀ ଫିଲ୍ମ ରିଲିଜ ହୋଇଥିଲା, ନାଁ ଥିଲା ଶରାବୀ । ଏଥିରେ
Read More...