ପ୍ରଥମ ଦିନରେ ୭ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀପତ୍ର

ଘୁ ଉଦୟଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନରେ ଘୁ.ଉଦୟଗିରି ବ୍ଲକର ୮ଗୋଟି ପଞ୍ଚାୟତରୁ କେବଳ ୪ଗୋଟି ପଞ୍ଚାୟତରେ ମାତ୍ର ୭ଜଣ ୱାର୍ଡ ମେମ୍ବର ପାଇଁ ନିଜ ନିଜ ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ବିଡିଓ ଆଶିଶ ତ୍ରିପାଠୀଙ୍କ
Read More...

ପ୍ରଥମ ଦିନରେ ୨୧୯ ଜଣ ୱାର୍ଡ଼ସଭ୍ୟ, ୧୯ ଜଣ ସରପଞ୍ଚ, ୭ ଜଣ ସମିତି ସଭ୍ୟ ଏବଂ ୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଦାଖଲ କଲେ…

ଦଶପଲ୍ଲା,୧୭/୧ : - ନୟାଗଡ଼ ଜିଲ୍ଲାରେ ଆଜି ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୧୯ ଜଣ ୱାର୍ଡ଼ ସଭ୍ୟ, ୧୯ ଜଣ ସରପଞ୍ଚ, ୭ ଜଣ ସମିତି ସଭ୍ୟ ଏବଂ ୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକରେ ସର୍ବାଧିକ
Read More...

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ : ଟଙ୍କା ସହ ୩ ବାଇକ ଜବତ, ୩ ଗିରଫ

ଘୁ ଉଦୟଗିରି : ଆକ୍ସନ ମୋଡରେ ଘୁ ଉଦୟଗିରି ପୋଲିସ । ଗତ ୩ ଦିନ ହେବ ସ୍ଥାନୀୟ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଦଭାଟି ଭାଙ୍ଗିବା ସହ ପୋଚ ନଷ୍ଟ କରିବା ଓ ଗିରଫ କରିବା ଜାରି ରହିଥିବା ବେଳେ ଆଜି ସ୍ଥାନୀୟ ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ମହିଳା ଏସଆଇ ସ୍ୱାଗତିକା
Read More...

ଶନି ମନ୍ଦିରରୁ ଚୋରି

ଫୁଲବାଣୀ: ଫୁଲବାଣୀରେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାକୁ ଲାଗିଛି । ଫୁଲବାଣୀର ମାଷ୍ଟ୍ରପଡ଼ା ନିକଟରେ ଥିବା ଶନି ମନ୍ଦିରରେ ହୁଣ୍ଡି ବାକ୍ସ ଚୋରି ହୋଇଥିବା ଅଭିଯୋଗ ଆସିଛି । ଯାହା ସୂଚନା ରହିଛି ଗତ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଫୁଲବାଣୀ ସଦର ମହକୁମା ମାଷ୍ଟ୍ରପଡ଼ା ନିକଟରେ ଥିବା
Read More...

ପେଟ୍ରୋଲ ଲିଟର ୧୫୦ ଟଙ୍କା!

ଇସଲାମାବାଦ : ପାକିସ୍ତାନର ଅବସ୍ଥା ଏବେ ଅତି ସାଂଘାତିକ । ଦେଶର ଆର୍ଥିକ ସ୍ଥିତି ଦେବାଳିଆ ଭଳି । ରାଜନୈତିକ ଅସ୍ଥିରତା ସାଙ୍ଗକୁ ଦରଦାମ ବୃଦ୍ଧିନେଇ ଲୋକେ ତାତିଗଲେଣି । ଏସବୁ କାରଣରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଲୋକପ୍ରିୟତା ଯଥେଷ୍ଟ କମିଛି । ୧୭ ଅଗଷ୍ଟ ୨୦୧୮ ରେ ଇମ୍ରାନ ଖାନ
Read More...

ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ଦଳ ଆଗାମୀ ପୌର ପରିଷଦ ଓ ପଂଚାୟତ ନିର୍ବାଚନର ସୁପରିଚାଳନା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ ପୌର ପରିଷଦ ଓ ପଂଚାୟତ ନିର୍ବାଚନ ପରିଚାଳନା କମିଟି କରିଛନ୍ତି । ଏହି କମିଟି ନିର୍ବାଚନର ପରିଚାଳନା କରିବା ସହ
Read More...

ଅଭିଷେକଙ୍କ ପତ୍ନୀ ମୌସୁମୀଙ୍କ ମହାନତା,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଫେରାଇ ଦେଲେ ବଳକା ୩୦ ଲକ୍ଷ

ଭୁବନେଶ୍ୱର: ମହାମାରୀ କରୋନାରେ ସ୍ୱାମୀକୁ ହରାଇଥିବା ମୌସୁମୀ ମହାନ୍ତି ଆଜି ମହାନତା ଦେଖାଇଛନ୍ତି । କରୋନାର ଦୀର୍ଘ ୪ ମାସର ଲଢେଇ ପରେ ମୌସୁମୀ ତାଙ୍କ ଇଂ. ସ୍ୱାମୀ ଅଭିଷେକ ମହାପାତ୍ରଙ୍କୁ ଗତବର୍ଷ ହରାଇଥିଲେ । ପାଠକଙ୍କ ମନେ ଥାଇପାରେ ବାହାଘରର ୮ ଦିନ ପରେ ଅଭିଷେକ କୋଭିଡ ପଜିଟିଭ ଚିହ୍ନଟ
Read More...

ବୌଦ୍ଧଜିଲ୍ଲା: ଆରମ୍ଭହେଲା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା, ପ୍ରଥମ ଦିନରେ ୬୩ ଜଣ ୱାର୍ଡମେମ୍ବରଙ୍କ ପ୍ରାର୍ଥୀପତ୍ର…

ବୌଦ୍ଧ,୧୭/୧ - ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରକ୍ରିୟା ପାଇଁ ଆଜି ବୌଦ୍ଧ ଜିଲ୍ଲାରେ ମଧ୍ୟ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଯାଇଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବାକୁଥିବାବେଳେ ଓ
Read More...

କାନ ଭିତରେ ତିନି ଦିନ ଧରି ଅସରପାର ରାଜୁତି

ନୂଆଦିଲ୍ଲୀ : ଆମର ଆଖି,କାନ କି ନାକ ଭିତରେ ପିମ୍ପୁଡ଼ିଟିଏ ପଶିଗଲେ କି ଧୂଳି ପଶିଗଲେ ଆମେ ଅସ୍ତବ୍ୟସ୍ତ ହୋଇପଡ଼ୁଛେ । ଛୋଟଠୁ ଆହୁରି ଛୋଟ ପୋକ ଅଖିରେ ପଶିଗଲେ ମଣିଷ ଛଟପଟ ହୋଇଯାଉଛି । ସେହି ଯନ୍ତ୍ରଣାର ତୀବ୍ରତା କେବଳ ଭୁକ୍ତଭୋଗୀ ହିଁ ଜାଣିପାରିବ । ତେଣୁ ଅସରପାଟିଏ ଯଦି କାନ ଭିତରକୁ
Read More...

ପଞ୍ଚାୟତ ନିର୍ବାଚନ : ପ୍ରଥମ ଦିନରେ ୮୭୭୨ ପ୍ରାର୍ଥୀ ନାମାଙ୍କନପତ୍ର କଲେ ଦାଖଲ

ଭୁବନେଶ୍ୱର:ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଦପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ନାମାଙ୍କନପତ୍ର ଦାଖଲର ଆଜି ପ୍ରଥମ ଦିନ ହୋଇଥିବା ବେଳେ ଗୋଟିଏ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନପତ୍ର
Read More...