ଜାରିହେଲା ସଂଶୋଧିତ ଭାରତ-ଶ୍ରୀଲଙ୍କା ଖେଳସୂଚୀ : ଆସନ୍ତା ୨୪ରୁ ଟି-୨୦ ଓ ମାର୍ଚ୍ଚ ୪ରୁ ଟେଷ୍ଟ
ନୂଆଦିଲ୍ଲୀ,୧୫/୨: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି-୨୦ ଓ ଟେଷ୍ଟ ସିରିଜ ଖେଳସୂଚୀରେ କେତେକ ପରିବର୍ତ୍ତନ କରିଛି ବିସିସିଆଇ । ଆଜି ବିସିସିଆଇ ପକ୍ଷରୁ ଏହି ସଂଶୋଧିତ ଖେଳସୂଚୀ ଜାରି କରାଯାଇଛି । ଏହି ଖେଳସୂଚୀ ଅନୁଯାୟୀ,ପ୍ରଥମେ ଟି୨୦ ଓ ପରେ ଟେଷ୍ଟ ସିରିଜ ଖେଳାଯିବ । ମୂଳ!-->…
Read More...
Read More...