ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର:ଦିନକୁ ଦିନ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ୧୦ହଜାର ୪୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ
Read More...

କରୋନା କାଳରେ ପିତାମାତାଙ୍କୁ ହରାଇଛନ୍ତି ୧.୪୭ ଲକ୍ଷ ଶିଶୁ

ନୂଆଦିଲ୍ଲୀ : ଏପ୍ରିଲ୍‌ ୨୦୨୦ ପରଠାରୁ ଦେଶରେ ୧ ଲକ୍ଷ ୪୭ ହଜାର ୪୯୨ ପିଲା କରୋନା ଏବଂ ଅନ୍ୟାନ୍ୟ କାରଣରୁ ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି । ଏଥିରେ ୭୬,୫୦୮ ପୁଅ, ୭୦,୯୮୦ ବାଳିକା ଏବଂ ୪ ଟ୍ରାନ୍ସଜେଣ୍ଡର ଶିଶୁ ଅନ୍ତର୍ଭୁକ୍ତ । ଏନସିପିସିଆର କହିଛି ଯେ ବାଲ ସ୍ୱରାଜ ପୋର୍ଟାଲ-କୋଭିଡ
Read More...

ଆସନ୍ତାକାଲିଠୁ ଡାଭୋସ ସମ୍ମିଳନୀ

ନୂଆଦିଲ୍ଲୀ,୧୬/୧ : ଭର୍ଚୁଆଲ ମାଧ୍ୟମରେ ଆସନ୍ତାକାଲିଠୁ ଆରମ୍ଭ ହେବ ଡାଭୋସ ଶିଖର ସମ୍ମିଳନୀ । ଏହି ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫ ଦିନ ଧରି ଚାଲିବ ଏହି ଶିଖର ସମ୍ମିଳନୀ । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ‘ବୈଶ୍ୱିକ ସ୍ଥିତି’ ବିଷୟ ଉପରେ
Read More...

ଇତିହାସ ରଚିଲେ ଲକ୍ଷ୍ୟ ସେନ୍‌

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରୀଡ଼ାପ୍ରେମୀମାନେ ଖୁସି ହେଲାଭଳି ଦିନଟିଏ । ଭାରତକୁ ଗର୍ବିତ କଲାଭଳି ଉପଲବ୍ଧି ହାସଲ କରିଛନ୍ତି ଆଗଧାଡ଼ି ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ । ଆଜି ଅନୁଷ୍ଠିତ ଫାଇନାଲରେ ଲକ୍ଷ୍ୟ ସେନ୍‌ ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ୍‌ ଲୋ କିନ୍‌ ୟୁଙ୍କୁ ହରାଇ ଇଣ୍ଡିଆ
Read More...

ହରିଣର ଡିଆଁ ଦେଖି ତାଜୁବ ହେଲେ ପର୍ଯ୍ୟଟକ

ଛିନ୍ଦୱାଡ଼ା : ପଶୁପକ୍ଷୀମାନେ କଥା କହିପାରନ୍ତି ନାହିଁ । କିନ୍ତୁ ସେମାନଙ୍କ ପାଖରେ ଏଭଳି କିଛି ଐଶ୍ୱରିକ ଶକ୍ତି ରହିଛି,ଯାହା ବଳରେ ଅସମ୍ଭବକୁ ସମ୍ଭବ କରିପାରିଥାନ୍ତି । ସେମାନଙ୍କୁ ଭଗବାନ ଦେଇଥିବା ଏହି ଶକ୍ତିର ଝଲକ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବେ । ନିକଟରେ ସେହିଭଳି ଏକ ଦୃଶ୍ୟ
Read More...

ବିଜେପି ସମସ୍ତ ନିଲମ୍ବିତ କାର୍ଯ୍ୟକର୍ତ୍ତାଙ୍କ ନିଲମ୍ବନ ପ୍ରତ୍ୟାହାର

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ବିଗତ ନିର୍ବାଚନ ମାନଙ୍କରେ ନିଲମ୍ବିତ କରାଯାଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କର ନିଲମ୍ବନ ପ୍ରତ୍ୟାହାର କରିଛି । ପାର୍ଟୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରୀ କରି ଏହି ସୂଚନା ଦିଆଯାଇଛି ।
Read More...

ଆତ୍ମଘୋଷିତ ବାବାଙ୍କ ରହସ୍ୟମୟ ଜୀବନ : ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲିଂ କରୁଥିଲେ ଶିଷ୍ୟା, ତାପରେ…

ନୂଆଦିଲ୍ଲୀ : ଭାରତ ଏକ ବିଚିତ୍ର ଦେଶ । ଏଠାରେ ବିଭିନ୍ନ ପ୍ରକାରର ବିଚିତ୍ର ତଥା ଅତି ଅଦ୍ଭୁତ ଧରଣର ଲୋକଙ୍କୁ ଦେଖିବାକୁ ମିଳିଥାଏ । ତା ଭିତରୁ ଗୋଟିଏ ହେଲା ବାବା ବା ଧର୍ମଗୁରୁ । ଦେଶରେ ଭଣ୍ଡ ତଥା ଆତ୍ମଘୋଷିତ ବାବାଙ୍କ ସଂଖ୍ୟା କେତେ,ସେ ହିସାବ କାହା ପାଖରେ ନାହିଁ । ଏହି ଆତ୍ମଘୋଷିତ
Read More...

ଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ପରେ ତେଜିଲା ଅସନ୍ତୋଷ

ଘୁ ଉଦୟଗିରି : ଗତକାଲି ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ସାରା ଓଡ଼ିଶାର ୧୦୭ପୌରାଞ୍ଚଳର ଅଧ୍ୟକ୍ଷ ପଦ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସ୍ଥାନୀୟ ଘୁ.ଉଦୟଗିରି ଏନଏସିରେ ରାଜନୈତିକ ବାତାବରଣ ସରଗରମ ହୋଇଛି । ସ୍ଥାନୀୟ ଏନଏସିର ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷଣ ବାହାରିବା ପରେ
Read More...

ସୁବର୍ଣ୍ଣପୁର ଜିଲ୍ଲା କୁକୁଡ଼ା ଫାର୍ମ ମାଲିକ ସଂଘ ଗଠିତ

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା କୁକୁଡ଼ା ଫାର୍ମ ମାଲିକ ସଂଘର ପ୍ରଥମ ସାଧାରଣ ବୈଠକ ଅଇଁଳାପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀପ କୁମାର ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ କୁକୁଡ଼ା ଚାଷୀଙ୍କ ସର୍ବ ସମ୍ମତି କ୍ରମେ ଏକ ସଂଘ ଗଠନ କରାଯାଇଥିଲା
Read More...

କୋଭିଡ ନିୟମ ଉଲ୍ଲଂଘନ, ଦୁଇଟି ହୋଟେଲରୁ ୫ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କଲା ପୋଲିସ

ଘୁ ଉଦୟଗିରି : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କରୋନା କଟକଣା ସେଇ ଅନୁସାରେ ଶକ୍ତ ହେବାରେ ଲାଗିଛି । କୌଣସି ପରିସ୍ଥିତିରେ ଅମାନିଆଙ୍କୁ ଛଡ଼ାଯିବ ନାହିଁ ବୋଲି ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ କହୁଥିବା ବେଳେ ଏବେ ବି କିଛି ଅମାନିଆ ରହିଯାଇଥିବା ଦେଖୁବାକୁ
Read More...