ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା : ଟିକାକରଣକୁ ଜୋରଦାର କରିବା ଉପରେ ଗୁରୁତ୍ବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର ଖୁବ ଜୋରରେ ବ୍ୟାପି ଚାଲିଛି । ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି
Read More...

ମିହିର ଦାସଙ୍କ ପରଲୋକ

ଭୁବନେଶ୍ୱର : ଓଡିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ସୁନାମଧନ୍ୟ ଓ ଲୋକପ୍ରିୟ ଅଭିନେତା ମିହିର ଦାସ ଆଉ ନାହାନ୍ତି । ଦୀର୍ଘଦିନ ଧରି ଚିକିତ୍ସାଧୀନ ରହିବା ପରେ ଆଜି ତାଙ୍କର ପରଲୋକ ଘଟିଛି । ସେ ବିବିଧ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି
Read More...

ଗଜପତିରେ ଏକଲବ୍ୟ ବିଦ୍ୟାଳୟ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ପାରଳାଖେମୁଣ୍ଡି : କେନ୍ଦ୍ର ଜଳ ଶକ୍ତି ଏବଂ ଆଦିବାସୀ ଉନ୍ନୟନ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେ୍ୱଶ୍ୱର ଟୁଡୁ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାର ଗୁମ୍ମା ବ୍ଳକରେ ନୂତନ ଭାବେ ହୋଇଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ଆଦିବାସୀ ପିଲାଙ୍କ
Read More...

ଧାନ ମଣ୍ଡି ପରିଚାଳନା ଦାୟିତ୍ୱ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନେ ଧାନ ମଣ୍ଡି ପରିଚାଳନା ଦାୟିତ୍ୱ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ କରିବାର ଦେଖିବାକୁ ମିଳିଛି । ୨୧ ତାରିଖରେ ଆମ୍ଭମାନଙ୍କୁ ଫୋନ ଯୋଗେ କୁହାଯାଇଥିଲା ଯେ
Read More...

ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାର ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ଲାଗି କଟକଣା ଜାରି କରିଛନ୍ତି । ସାଧାରଣତଃ ଏହି ଅବସରରେ ଶ୍ରଦ୍ଧାଳୁମାନେ ନଦୀ, ପୁଷ୍କରିଣୀ ଆଦି ନିକଟରେ ଭିଡ଼ ଜମାଇଥାନ୍ତି । ସେମାନେ ବୁଡ଼ ପକାଇଥାନ୍ତି । ହେଲେ ଏଥର ଏସବୁକୁ ବାରଣ କରାଯାଇଛି ।
Read More...

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପୁରୀ ଲିଜେଣ୍ଡ ଜିମକୁ ସଫଳତା

ପୁରୀ : କଳିଙ୍ଗ ବଡିବିଲଡିଙ୍ଗ ଫିଟନେସ ଆସୋସିଏସନ ଓ ୱାର୍ଲଡ ଫିଟନେସ ଫେଡେରେସନର ମିଳିତ ସହଯୋଗୀତାରେ ବଲାଙ୍ଗୀରରେ ଅନୁଷ୍ଠିତ ହେଉଥିବା ଇମ୍ପରିଆଲ କ୍ଲାସିକ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ପୁରୀ ଲିଜେଣ୍ଡ ଜିମ ହାତେଇଛି ୩ ଟି ମେଡାଲ । ପୁରୁଷ ବେଷ୍ଟ ଫିଟନେସରେ ଏସକେ
Read More...

ଆହତ ହରିଣକୁ ଉଦ୍ଧାର କଲା ବନ ବିଭାଗ

ନୟାଗଡ଼ : ଗଣିଆ ବନାଞ୍ଚଳ ଅଧିନସ୍ଥ ବିଞ୍ଝାଗିରୀ ଜଙ୍ଗଲରୁ ୨ ବର୍ଷର ଏକ ମାଈ ହରିଣକୁ ଉଦ୍ଧାର କରିଛି ବନବିଭାଗ । ବନବିଭାଗ ସୂତ୍ରରୁ ପ୍ରକାଶ ଯେ,ଗଣିଆ ବନାଞ୍ଚଳ ବିନ୍ଧ୍ୟଗିରି ନିକଟରେ ଏକ ମାଈ ହରିଣକୁ ଆହତ ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବସୀ ବନ ବିଭାଗକୁ ଖବର
Read More...

ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଦଳକୁ ଫେରିଲେ ବିରାଟ

କପଟାଉନ : ଆଜିଠାରୁ କେପଟାଉନର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ ଟସ୍‌ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଅଧିନାୟକ ବିରାଟ କୋହଲି ଅନ୍ତିମ ଟେଷ୍ଟରେ ଫେରିଛନ୍ତି ।
Read More...

ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆହୁରି ସଶକ୍ତ ହେଲା ବିଜେଡି

ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଅନ୍ୟ କୌଣସି ରାଜନୈତିକ ଦଳର ଦବଦବା ନ ଥିବାବେଳେ ଦଶପଲ୍ଲାରେ ଦିନକୁ ଦିନ ଅଧିକ ବଳବାନ୍‌ ହେଉଛି ବିଜୁଜନତାଦଳ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ଜନହିତକର ଯୋଜନାର ସୁଫଳ ଏବଂ ସ୍ଥାନୀୟ ନେତାମାନଙ୍କ ପ୍ରଚେଷ୍ଟା ବଳରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର
Read More...

ନୟାଗଡ଼ରେ ଶତକ ମାରିଲା କରୋନା

ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ମାତ୍ର ୩ ଦିନରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ୧୦୨ରେ ପହଞ୍ଚିଛି । ଜିଲ୍ଲାରୁ ଆଜି ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ରଣପୁର ଥାନାରୁ ନୂଆ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୂର୍ବ ଆକ୍ରାନ୍ତକୁ ମିଶାଇ ସଂଖ୍ୟା ୧୦୦
Read More...