ଦମ୍ପତିଙ୍କ କଳିରେ ମଧ୍ୟସ୍ତି ସାଜିଥିଲେ ଭଉଣୀ, ହତ୍ୟାକଲା ଭାଇ

ବଣାଇଁ: ସୁନ୍ଦରଗଡ଼ ଜିଲା ମହୁଲପଦା ଥାନାର ଜିନକଳା ଗ୍ରାମରେ ଏକ ସାଧାରଣ ଘଟଣାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ଛି। ରବିବାର ରାତିରେ ସାନଭାଇ ବିଜୟ ମାହାନ୍ତ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲା।  ଏଥିରେ ବିଜୟଙ୍କ ବଡ଼ବାପା ଝିଅ ବଡ଼ ଭଉଣୀ ହେମଗିରି ମାହାନ୍ତ ମଧ୍ୟସ୍ତି କରୁଥିଲେ।
Read More...

କଟକ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

କଟକ : ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଦିନିକିଆ କଟକ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡିକର ସ୍ଥିତି ଓ କାର୍ଯ୍ୟକାରିତା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି
Read More...

ଡିଜିଟାଲ ହୁଣ୍ଡିରେ ଦାନ ଦେବେ ଭକ୍ତ

ପୁରୀ : ଡିଜିଟାଲ ହୁଣ୍ଡିରେ ଶ୍ରୀମନ୍ଦିରକୁ ଦାନ ଦେବାପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଆଉ ଏଥିପାଇଁ ଏକ କ୍ୟୁଆର କୋଡ଼ କରାଯାଇଛି। ପୁଣି ଏହାକୁ ସାଇବର ସୁରକ୍ଷା ନେଇ ocac କୁ ଦାୟିତ୍ୱ ଦିଆଯାଇଛି। ତେବେ ଏହାଦ୍ୱାରା ଦାତା ଶ୍ରୀମନ୍ଦିରକୁ ଦାନ ଅର୍ଥ ପଠାଇ ପରିବେ। ଏ
Read More...

ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଗଲେ ପର୍ଯ୍ୟଟକ

ପୁରୀ : ପୁଣି ପୁରୀ ସମୁଦ୍ରରେ ଘଟିଛି ବଡ଼ ଅଘଟଣ। ସମୁଦ୍ରରେ ଗାଧୋଉଥିବା ସମୟରେ ବୁଡିଗଲେ ପର୍ଯ୍ୟଟକ। ଲାଇଫଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଉଦ୍ଧାର ହେଲେ ପର୍ଯ୍ୟଟକ। ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ବର୍ଦ୍ଧମାନର ଦିଭାଶିଷ ଘୋଷ। ରିପ୍ କରେଣ୍ଟ ଯୋଗୁ ଗଭୀର ସମୁଦ୍ରରେ
Read More...

ସ୍ନାନ ପୂର୍ଣ୍ଣିମା ପାଇଁ AI କ୍ୟାମେରା ନଜରରେ ରହିବ ପୁରୀ ସହର

ପୁରୀ : ସ୍ନାନ ପୂର୍ଣ୍ଣିମା‌ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଏସ ପି ବିନୀତ ଅଗ୍ରୱାଲ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବ ଶ୍ରୀକ୍ଷେତ୍ର ବୋଲି ସେ ସୂଚନା ଦେଇଛନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି AI ମାଧ୍ୟମରେ ସମସ୍ତ
Read More...

ମହାନଦୀରେ ଭାସିଗଲେ ୪ ପିଲା

ବାଙ୍କୀ: ମହାନଦୀରେ ଗାଧୋଉଥିବା ବେଳେ ରବିବାର ୪ ଜଣ ପିଲା ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ବି ଜଣେ ନାବାଳିକା ନିଖୋଜ ଅଛନ୍ତି। ବଡ଼ବାପାଙ୍କ ସହ ୩ ପୁତୁରା ଏବଂ ଝିଆରୀ ଗାଧୋଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ତେବେ ଅଗ୍ନିଶମ ବାହିନୀ
Read More...

ଗେହଲଟଙ୍କୁ ଭେଟିଲେ ପାଇଲଟ

ଜୟପୁର: ରାଜସ୍ଥାନ କଂଗ୍ରେସ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ଆସିଛି। ଏଠାରେ ଦୁଇ ବଡ଼ ନେତାଙ୍କ ମଧ୍ୟରେ ବିବାଦ ଏବଂ ଭୁଲ୍ ବୁଝାମଣା ବହୁତ ଦିନ ଧରି ଚାଲିଥିଲା, କିନ୍ତୁ ଏବେ ଏହା ଶେଷ ହେବାକୁ ଯାଉଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଚିନ ପାଇଲଟ ଶନିବାର ଅଶୋକ ଗେହଲଟଙ୍କ ବାସଭବନକୁ ଯାଇ ତାଙ୍କ
Read More...

ଆଜି ୪୩ ଡିଗ୍ରି ପହଞ୍ଚିପାରେ ତାତି

ଭୁବନେଶ୍ବର: ଆଜି ରାଜଧାନୀରେ ଖରା ସାଙ୍ଗକୁ ମେଘୁଆ ପାଗ ପରିଲକ୍ଷିତ ହେଉଛି। ତେବେ ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଆଜି ୪୩ ଡିଗ୍ରି ପହଞ୍ଚିପାରେ ତାତି ବୋଲି ଅନୁମାନ କରାଯାଉଛି। ସୁନ୍ଦରଗଡ଼, ଦେବଗଡ଼, ନୟାଗଡ଼, ସୋନପୁର ଆଦି ଜିଲ୍ଲାରେ ଆଜି ୪୨ ଡିଗ୍ରି ପାରଦ ପହଞ୍ଚିବା
Read More...

 ଦୁଇ ଛୁଆକୁ ଜନ୍ମ ଦେଲା ଧଳା ବାଘୁଣୀ ମୌସୁମୀ

ବାରଙ୍ଗ: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ରାତିରେ ଦୁଇଟି ପର୍ଯ୍ୟାୟରେ ୨ଟି ଛୁଆକୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ। ପ୍ରଥମ ଛୁଆ ଶନିବାର ରାତି ୯:୧୫ ଏବଂ ଦ୍ବିତୀୟ ଛୁଆ ରାତି ୧୧:୦୩ ସମୟରେ ଏନ୍‌କ୍ଲୋଜର ୨୮-ବି’ରେ ଜନ୍ମ ଦେଇଛି। ଜନ୍ମିତ ଛୁଆ ମଧ୍ୟରୁ ଗୋଟିଏ ଛୁଆ ସାଧାରଣ ରଙ୍ଗର
Read More...

ସୁନା ହେବ ସୁବର୍ଣ୍ଣପୁର ଜିଲ୍ଲା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାରେ ୩୨୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୮୦
Read More...