୬ କୋଟି ୩୪ ଲକ୍ଷର ପ୍ରକଳ୍ପ ଉଦଘାଟନ କଲେ ମନ୍ତ୍ରୀ ଟୁକୁନି ସାହୁ
କଣ୍ଟାବାଞ୍ଜି : କ୍ରୀଡାବିତଙ୍କ ବହୁମୁଖୀ ବିକାଶ ଓ ମହାବାତ୍ୟା ନିରୋଧୀ ଇଣ୍ଡୋର ଷ୍ଟାଡ଼ିଉମ ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧରଣ ସମ୍ପାଦକ ଫିରୋଜ ଖାନଙ୍କ ନେତୃତ୍ୱ ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ!-->…
Read More...
Read More...