ଅହମ୍ମଦାବାଦ ଆଇପିଏଲ ଦଳର ନାଁ ଘୋଷଣା

ଅହମ୍ମଦାବାଦ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ୧୫ତମ ସିଜିନରେ ୧୦ଟି ଦଳ ଅଂଶ ଗ୍ରହଣ କରିବେ। ଦୁଇଟି ନୂତନ ଦଳ ହେଉଛନ୍ତି ଲକ୍ଷ୍ନୌ ଏବଂ ଅହମ୍ମଦାବାଦ। ଲକ୍ଷ୍ନୌ ଫ୍ରାଞ୍ଚାଇଜି ନିଜ ଦଳର ନାମ ଆନୁଷ୍ଠାନିକ ଭାବେ ଘୋଷଣା କରି ସାରିଛି। ଏହି କ୍ରମରେ ସୋମବାର ଅହମ୍ମଦାବାଦ ଦଳର ନାମ
Read More...

ଅକ୍ଷୟ କୁମାର ହେବେ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡ଼ର

ଡେରାଡୁନ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ହେବେ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡ଼ର। ସୋମବାର ଡେରାଡୁନରେ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟିଛନ୍ତି। ଧାମୀ ଅକ୍ଷୟଙ୍କୁ ପାହାଡ଼ି ଟୋପି ପିନ୍ଧାଇ ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି। ଏହି ଅବସରରେ
Read More...

ବିରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ଅହମ୍ମଦାବାଦ : ଟିମ୍‌ ଇଣ୍ଡିଆର ଦିନିକିଆ ଏବଂ ଟି -୨୦ ଅଧିନାୟକ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୬୦ ରନ୍‌ କରିବା ସହ ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହୱାଗଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି । ୱାନ ଡେ ଇଣ୍ଟରନ୍ୟାସନାଲରେ ଓପନର୍‌ ଭାବରେ ଟିମ୍‌ ଇଣ୍ଡିଆ ପାଇଁ ସର୍ବାଧିକ ରନ୍‌
Read More...

ରାୟଗଡାରୁ ଦାଦନ ଖଟିବାକୁ ଯାଇଥିବା ଯୁବତୀ ନିଆଁରେ ଜଳିଗଲେ,ଶବ ଆଣିବାକୁ ବାପା’ମା ସୁନା ବନ୍ଧା କରି ପଠେଇଲେ ୩୦ହଜାର…

ରାୟଗଡା : ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବତୀ ନିଆଁରେ ଜଳିଯିବା ପରେ ମୃତ୍ୟୁବରଣ କରିଛନ୍ତି । ତେବେ ଶବ ପଠାଇବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ କୈାଣସି ବ୍ୟବସ୍ଥା ନ କରିବାରୁ ବାପା’ମା ନିଜ ସୁନା ବନ୍ଧା ରଖି ୩୦ହଜାର ଟଙ୍କା ସଂଗ୍ରହ କରି ପଠେଇବା ପରେ ସୁଦୂର ତାମିଲନାଡୁରୁ ଫେରୁଛି ଯୁବତୀର
Read More...

ବିଜେଡିରେ ମିଶିଲେ ୧୦୦ରୁ ଅଧିକ ବିଜେପି କର୍ମୀ

ପାରଳାଖେମୁଣ୍ଡି : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କାଶୀନଗର,ବ୍ଲକ, କେ. ସିତାପୁର ଗ୍ରାମ ପଞ୍ଚାୟତ ସିଙ୍ଗିପୁର ଗ୍ରାମରେ ବିଜେଡ଼ି ଦଳର ମିଶ୍ରଣ ପର୍ବ ଓ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୦୦ ରୁ ଅଧିକ ଆଗଧାଡିର ବିଜେପି କର୍ମୀ ଡ଼ଃ ତିରୁପତି ପାଣିଗ୍ରାହୀଙ୍କ
Read More...

ବିବାହ ପ୍ରସ୍ତୁତିରେ ଲାଗିପଡିଲେଣି ଆଲିଆ ଓ ରଣବୀରଙ୍କ ପରିବାର, ତାରିଖକୁ ନେଇ ଆସିଲା ବଡ ଖବର

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଛନ୍ତି । ୨୦୨୨ ମସିହାରେ ଏହି ପ୍ରେମ ଯୋଡି ହାତକୁ ଦି ହାତ ହେବେ ବୋଲି କୁହାଯାଉଛି । ସୂଚନାନୁସାରେ, ବିବାହ ପାଇଁ ପ୍ରସ୍ତୁତି କ୍ରମାଗତ ଭାବେ ଚାଲିଛି ଏବଂ ଏହି ବର୍ଷ ଏହି ଯୋଡି ସାତଫେରି ନେଇ ସାତ ଜନ୍ମର
Read More...

କିଆକଟା ପଞ୍ଚାୟତରେ ତ୍ରିମୁଖୀ ଲଢେଇ ; ଗାୟତ୍ରୀଙ୍କ ପଥରେ ସଂଯୁକ୍ତା କଣ୍ଟା, ଖେଳ ବିଗାଡିପାରନ୍ତି ଡଲି

କିଆକଟା : ଅନୁଗୋଳ ଜିଲ୍ଲାର ସୀମାନ୍ତ ପଞ୍ଚାୟତ ଭାବେ ପରିଗଣିତ କିଆକଟା ଗ୍ରାମ ପଞ୍ଚାୟତରେ ନିର୍ବାଚନୀ ତାରିଖ ଘୋଷଣା ପରଠାରୁ ରାଜନୀତି ଉଷ୍ଣ ହେବାରେ ଲାଗିଛି । କଂଗ୍ରେସର ଗଡ ଭାବେ ପରିଚିତ ଏହି ପଞ୍ଚାୟତରେ ଚଳିତ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି । ପ୍ରତି ପଞ୍ଚାୟତ
Read More...

ରାଜ୍ୟରେ କୋହଳ ହେଲା ନିର୍ବାଚନୀ କଟକଣା

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି । ଏନେଇ ପୂର୍ବରୁ ଜାରି କରାଯାଇଥିବା ନିର୍ବାଚନୀ ଗାଇଡଲାଇନ ବା କଟକଣାକୁ ଆଜି କୋହଳ କରାଯାଇଛି । ଏବେ ସଂକ୍ରମିତଙ୍କ ସଂଖ୍ୟା ଖସୁଥିବା ବେଳେ ୨ ହଜାର ତଳେ ରହିଛି ଟ୍ରେଣ୍ଡ। ତେଣୁ ନିର୍ବାଚନ ପ୍ରଚାର
Read More...

ରଣଜୀ ଖେଳିବେ ନାହିଁ ହାର୍ଦ୍ଦିକ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧଳା ବଲ୍‌ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ ଉପରେ ଦୃଷ୍ଟି ରଖିଛନ୍ତି ଏବଂ ସେଥିପାଇଁ ସେ ରଣଜୀ ଟ୍ରଫି ୨୦୨୨ ରେ ଅଂଶଗ୍ରହଣ କରୁନାହାଁନ୍ତି । ସୋମବାର ଦିନ ବରୋଦା କ୍ରିକେଟ୍‌ ରଣଜୀ ପାଇଁ ଦଳ ଘୋଷଣା କରିଛି । ଯେଉଁଥିରେ କେଦାର
Read More...

ଗଜପତିରେ କୋଭିଡ ଟିକାକରଣ ପାଇଁ ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କୋଭିଡ ଟିକାକରଣ ପାଇଁ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରଶାସନ ଗଜପତି ଓ ଏକ୍ସନଏଡ଼ ଭୁବନେଶ୍ୱରର ମିଳିତ ଉଦ୍ୟମରେ ଜିଲ୍ଲାରେ ଆରମ୍ଭ କରାଯାଇଛି । ତ୍ରିସ୍ତରୀୟ
Read More...