କାର ସହ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା
ପାଟଣାଗଡ଼ : ପାଟଣାଗଡ଼ ଥାନା ପାଢେଲ ଗ୍ରାମର ଡୁମେରପଦର ଯିବା ଚଳା ରାସ୍ତା ପାଖରେ ଏକ କାର ସହ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁଇ ବାଇକ୍ ଚାଳକ ହେଲେ ଧଉଁରା ଦାଦରର ଟିକେଶ୍ୱର ବରିହା (୫୪) ଓ ଡୁମେରପଦର ଅର୍ଜୁନ ସାହୁ (୪୫) ବୋଲି ଜଣାପଡିଛି । ଦୁର୍ଘଟଣା ପରେ କାର ଚାଳକ ଫେରାର!-->…
Read More...
Read More...