ଧୁମଧାମରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଯାତ୍ରା ସଂପନ୍ନ
ଫୁଲବାଣୀ : ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ଯାତ୍ରା ମହା ଆଡ଼ମ୍ବରରେ ଆୟୋଜିତ ହୋଇ ସଂପନ୍ନ ହୋଇଥିଲା । ଶୀତଳଷଷ୍ଠୀ ଯାତ୍ରା ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ପିଅନପଡ଼ା ସ୍ଥିତ ମୁକ୍ତେଶ୍ଵର ମହାଦେବ ମନ୍ଦିର ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଦେବ!-->…
Read More...
Read More...