ନିମ୍ନମାନର ପିଚୁ ରାସ୍ତା କାମକୁ ବିରୋଧ କଲେ ଗ୍ରାମବାସୀ, ଠିକ୍‌ ଭାବେ ନକଲେ ଆନ୍ଦୋଳନ ଚେତାବନୀ

ଘୁ.ଉଦୟଗିରି,୧୪/୧୨- ନବନିର୍ମିତ ରାସ୍ତାରୁ ପିଚୁ ଖୋଳି ବାହାର କଲେ ଗ୍ରାମବାସୀ । ଠିକ କାମ କର ନଚେତ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ । ଗୋଟିଏ ରାସ୍ତା ପାଇଁ ବାରମ୍ବାର ନିମ୍ନମାନର କାର୍ଯ୍ୟ ଅଭିଯୋଗ । ତଥାପି ସୁଧୁରୁନି ରାସ୍ତା କାମ । ଠିକାଦାର ପ୍ରତି ବିଭାଗୀୟ ଅଧିକାରୀଙ୍କ
Read More...

ବ୍ଲକସ୍ତରୀୟ ମେଗା ଲୋନ ସମନ୍ୱୟ ମେଳା

ବୌଦ୍ଧ,୧୪/୧୨- ବୌଦ୍ଧ ବ୍ଲକରେ ଆଜି ବ୍ଲକସ୍ତରୀୟ ମେଗା ଲୋନ ସମନ୍ୱୟ ମେଳାର ଆୟୋଜନ କରାଯାଇଛି । ମିଶନ ଶକ୍ତି ଜରିଆରେ ଏସଏଚଜି ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଲୋନ ପ୍ରଦାନ କରାଇବା ଉଦ୍ଦେଶ୍ୟରେ ଏହି ଲୋନ ମେଳାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି
Read More...

ରାଜ୍ୟ ସ୍ତରୀୟ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ସନ୍ଧାନରେ ଅର୍ଣ୍ଣବ ସାହୁଙ୍କ ସଫଳତା

ସୁବର୍ଣ୍ଣପୁର : ଟାଟା ଷ୍ଟିଲ ଲିମିଟେଡ ସହଯୋଗରେ ପଠାଣି ସାମନ୍ତ ପ୍ଲାନୋଟୋରିୟମ ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ସନ୍ଧାନ (YATS) ର ୧୫ ତମ ସଂସ୍କରଣରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦୁଇଟି ବର୍ଗରେ ଯଥା ଜୁନିୟର ଗ୍ରୁପ (ଷଷ୍ଠରୁ ଅଷ୍ଟମ ଶ୍ରେଣୀ) ସିନିୟର ଗୃପ (ନବମରୁ
Read More...

ମିଳିତ ନାଗରିକ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଫୁଲବାଣୀ: ମିଳିତ ନାଗରିକ କମିଟି ପକ୍ଷରୁ କନ୍ଧମାଳର ଅବସର ପ୍ରାପ୍ତ ଭିଏସ ଡଃ ପୂର୍ଣ୍ଣଚନ୍ଦ୍ର ବେହେରା ଗତ ୯ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଦେହାନ୍ତ ହୋଇଥିବାରୁ ଅମର ଆତ୍ମାର ସଦଗତି ପାଇଁ ବନାନୀ କଳା ସଙ୍ଗମଠାରେ ଡ଼ଃ ଅରୁପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା
Read More...

ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର : ସାଇବର ଅପରାଧ ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ହେଇଛି । ଦେଶ ତଥା ଆମ ରାଜ୍ୟ ଓଡିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଅଛି ।ସାଇବର ଅପରାଧ, ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଭାବରେ ସଂପୃକ୍ତ । ତେଣୁ ଏସବୁ ଅପରାଧର ଯଥାର୍ଥ ଅନୁସଂଧାନ
Read More...

ସ୍ମାର୍ଟ ହେଲଥ କାର୍ଡ | ଗଣିଆରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ବିଧାୟକ

ନୟାଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାସହ ଗରିବରୋଗୀଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ବର୍ଷକୁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କୁ ୧୦ ଲକ୍ଷ ସମୁଦାୟ ୧୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ
Read More...

ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି ଜାଡେଜା, ଜାଣନ୍ତୁ କାରଣ

ମୁମ୍ବାଇ: ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି ଜାଡେଜା । ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେୟରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ଜଣାପଡିଛି । ଗତ କିଛି ବର୍ଷ ଧରି ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ୍‌ ର ତିନୋଟି ଫର୍ମାଟରେ ଜାଡେଜା ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି
Read More...

ରୋହିତ ଓ ବିରାଟ ମଧ୍ୟରେ କିଛି ଭୁଲ ବୁଝାମଣା ଅଛି କି

ମୁମ୍ବାଇ : ରୋହିତ ଶର୍ମାଙ୍କୁ ବିସିସାଇ ଦିନିକିଆ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିବା ପରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ଉଭୟ ମଧ୍ୟରେ ଯେମିତି ସବୁକିଛି ଠିକ୍‌ ନଥବା ଆଶଙ୍କା କରାଯାଉଛି । ଏହାର ମଧ୍ୟ ବହୁ କାରଣ ରହିଛି । ଦକ୍ଷିଣ
Read More...

ରାଜଧାନୀରେ ଆଉ ୪ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଉ ୪ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଦେଶରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି
Read More...

ରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବ ପ୍ରତିଯୋଗିତାରେ ଗଜପତି ଜିଲ୍ଲା ପ୍ରଥମ

ପାରଳାଖେମୁଣ୍ଡି : ଭୁବନେଶ୍ୱର ୟୁନିଟି ତିନି ସ୍ଥିତ ଭାରତ ସ୍କାଉଟ ଓ ଗାଇଡ଼ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ସ୍କାଉଟ ଭବନ ଠାରେ ଗତ ୮ ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ରାଜ୍ୟସ୍ତରୀୟ ସ୍କାଉଟ ଓ ଗାଇଡ଼ର ରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି
Read More...