ଅପରାହ୍ନରେ ହୀରାକୁଦର ୬ଟି ଗେଟ୍ ଖୋଲିବ

ସମ୍ବଲପୁର : ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି । ଜଳଭଣ୍ଡାର ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଆଜି ଅପରାହ୍ନ ୫ଟାରେ ୬ଟି ଗେଟ୍ ଖୋଲା ଯିବ ବୋଲି ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ଅନ୍ୟ ପକ୍ଷରେ
Read More...

ଧୋନୀ ହେବେ କି ଭାରତୀୟ ଦଳର ମୁଖ୍ୟ କୋଚ୍‌ ?

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଏଥିସହିତ ଭାରତର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମେଣ୍ଟର ଭାବେ ନିଯୁକ୍ତି କରିଛି ବିସିସିଆଇ । ଏହାକୁ ନେଇ ବହୁ ପୂର୍ବତନ କ୍ରିକେଟର ପ୍ରଶ୍ନ ଉଠାଇଥିବା ବେଳେ ଆଉ କେତେକ ଏହା ଦଳ ପାଇଁ ଫାଇଦା ଦେବ ବୋଲି
Read More...

୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରୀୟ ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୪୮ ଘଣ୍ଟାରେ ଛତିଶଗଡ଼, ମଧ୍ୟପ୍ରଦେଶ ମୁହାଁ ହେବ ।
Read More...

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌: ୧୨ ଟ୍ରେନ ବାତିଲ

ଅନୁଗୋଳ: ତାଳଚେର ରୋଡରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍‌ ଗତ ରାତିରେ ଲାଇନଚ୍ୟୁତ୍‌ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ଅନୁଗୋଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ହେଲେ ଏଥିରେ କେହି ମୃତାହତ ହୋଇ
Read More...

ରୋଟାରୀ କ୍ଲବ ପୁରୀ ସାଗରର ଅଧିଷ୍ଠାନ ଦିବସ

ପୁରୀ : ରୋଟାରୀ କ୍ଲବ୍‌ ଅଫ୍‌ ପୁରୀର ସାଗରର ତୃତୀୟ ଅଧିଷ୍ଠାନ ଦିବସ ସ୍ଥାନୀୟ ହଲିଡେ ରିସୋର୍ଟ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରକୁ ମୁଖ୍ୟ ଅତିଥି ଭାବେ ରୋଟାରୀର ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଦିଲ୍ଲୀପ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ
Read More...

ଡିଜିପି ଆୱାର୍ଡ ପାଇଲେ ଥାନା ଅଧିକାରୀ ଓ ଏସଆଇ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କାର୍ଯ୍ୟରତ ଥିବା ପୁଲିସ କର୍ମଚାରୀମାନେ ନିଜର କାର୍ଯ୍ୟ ଓ ଜନସାଧାରଣଙ୍କୁ ଠିକ୍‌ ସମୟରେ ନ୍ୟାୟ ପ୍ରଦାନ କରିବା ଏବଂ ଲୋକଙ୍କ ସହ ସୁସମ୍ପର୍କ ରଖିବା ସହ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇ ପାରିଛନ୍ତି । ଅନେକ ସମୟରେ ନିଜ ପରିବାରକୁ ପଛରେ ପକାଇ
Read More...

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି

ଭୁବନେଶ୍ୱର : ଅଙ୍ଗନବାଡ଼ି ଦିଦି । ସମସ୍ତେ ଜାଣନ୍ତି ଅଙ୍ଗନବାଡ଼ି ଦିଦିଙ୍କର ଦରମା କେତେ ? ଦରମା ବୃଦ୍ଧି ପାଇଁ ଆନ୍ଦୋଳନ ବି ଆମେ ଦେଖୁଛେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ଅଙ୍ଗନବାଡ଼ି ଦିଦି କୋଟି କୋଟି ଟଙ୍କାର ମାଲିକ । ଭିଜିଲାନ୍ସ ଏମିତି ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ
Read More...

ଏହି ଜିଲ୍ଲାରେ ଆଜି ସ୍କୁଲ ଛୁଟି

ବଲାଙ୍ଗୀର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲାର ସ୍ଥିତି ବେହାଲ ହୋଇଛି । ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ବଲାଙ୍ଗିର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ।
Read More...

ଲଗାଣ ବର୍ଷା ପ୍ରଭାବରେ ଅସ୍ତବ୍ୟସ୍ତ ଦାରିଙ୍ଗବାଡ଼ି,୨୪ ଘଣ୍ଟା ହେଲା ଅନ୍ଧାରରେ ୮ପଞ୍ଚାୟତ

ଲଗାଣ ବର୍ଷା ପ୍ରଭାବରେ ଅସ୍ତବ୍ୟସ୍ତ ଦାରିଙ୍ଗବାଡ଼ି,୨୪ ଘଣ୍ଟା ହେଲା ଅନ୍ଧାରରେ ୮ପଞ୍ଚାୟତଦାରିଙ୍ଗବାଡି:ଲଘୁଚାପ ପ୍ରଭାବରେ ଦାରିଙ୍ଗବାଡି ବ୍ଲକରେ ୨ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଫଳରେ ଅନେକ ସ୍ଥାନକୁ ଯାତାୟାତ କରିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ବ୍ଲକର ୮ଟି
Read More...

୩ କେଜି ସୁନାରେ ଲେହେଙ୍ଗା

ସୁରତ : ଭିନ୍ନ ଭିନ୍ନ ପୋଷାକର ଡିଭାଇନ ମଧ୍ୟ ବିଭିନ୍ନ। ସଭିଏଁ ନିଜର ଚାହିଦା ଓ ପସନ୍ଦ ଅନୁଯାୟୀ ପୋଷାକ କିଣିଥାଆନ୍ତି। ତେବେ ସାଧାରଣତଃ ଲେହେଙ୍ଗା ବିବାହ, ସ୍ୱତନ୍ତ୍ର ପୂଜାପର୍ବାଣି ସମୟରେ ପିନ୍ଧିଥାଆନ୍ତି। ତେବେ ଜାଣନ୍ତୁ ଏକ ସ୍ୱତନ୍ତ୍ର ଲେହେଙ୍ଗା ବିଷୟରେ। ୩ କେଜି ସୁନାରେ ତିଆରି
Read More...