ଓମିକ୍ରନ ଭୂତାଣୁ | ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ କ୍ଷୀପ୍ର ଗତିରେ ବ୍ୟାପୁଛି ଓମିକ୍ରନ

ଜେନେଭା: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନ ଭୂତାଣୁ କୁ ନେଇ ଚିନ୍ତାଜନକ ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଓମିକ୍ରନ ଭାରିଏଣ୍ଟ ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେଇ ପାରୁଛି। ସେହିପରି ଏହା ଡେଲ୍ଟା ଷ୍ଟ୍ରେନ ତୁଳନାରେ ଅଧିକ ବେଗରେ
Read More...

ବିଜେପି କର୍ମୀଙ୍କୁ ଉଠାଇନେଲା ପୁଲିସ

କଟକ: କଟକର ଯୋବ୍ରା ଓ ଆନନ୍ଦ ଭବନ ଛକରୁ ବିଜେପି କର୍ମୀଙ୍କୁ ଉଠାଇନେଲା ପୁଲିସ। ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ବକ୍ସିବଜାରରେ କଳାପତାକା ପ୍ରଦର୍ଶନ ସହ ବିକ୍ଷୋଭ କରାଯାଇଛି। ବିରୋଧ ପ୍ରଦର୍ଶନ କରୁଥିବା ପ୍ରାୟ ୨୦ ଯୁବ
Read More...

ହରନାଜ୍ କୌର ମିସ୍ ୟୁନିଭର୍ସ | ଭାରତର ଝିଅ ହରନାଜ୍ କୌର ହେଲେ ମିସ୍ ୟୁନିଭର୍ସ

ନୂଆଦିଲ୍ଲୀ : ହରନାଜ୍ କୌର ମିସ୍ ୟୁନିଭର୍ସ, ମିସ୍ ୟୁନିଭର୍ସ ୨୦୨୧ ତାଜ ପିନ୍ଧିଲେ ହରନାଜ୍ କୌର । ୨୧ ବର୍ଷ ପରେ ଭାରତକୁ ମିଳିଛି ଏହି ସଫଳତା । ଏହି ପ୍ରତିଯୋଗିତାରେ ଭାରତର ଝିଅ ହରନାଜ କୌର ସନ୍ଧୁ ୭୦ ତମ ମିସ୍ ୟୁନିଭର୍ସ ତାଜ୍ ହାସଲ କରିଛନ୍ତି । ଇସ୍ରାଏଲରେ ଆୟୋଜିତ ହୋଇଥିଲା ୭୦
Read More...

ଡକାୟତି ଉଦ୍ୟମ ପଣ୍ଡ, ଗୁଳି ମାଡରେ ଜଣେ ମୃତ !

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ବଦାଙ୍ଗୀ ଗ୍ରାମ ନିକଟରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି । ଯାହା ସୂଚନା ରହିଚି ବିଳମ୍ବିତ ରାତିରେ ଗୋଟିଏ ବ୍ରୟେଲର୍‌ ଗାଡ଼ି ଆସୁଥିବା ସମୟରେ ବନ୍ଦାଙ୍ଗୀର ମୁଖ୍ୟ ରାସ୍ତା ଜମ୍ବୁ ବଣିଆ ବ୍ରିଜ୍‌ ନିକଟରେ
Read More...

ରାଜସ୍ଥାନର ବିକାନେରରେ ଭୂକମ୍ପ

ବିକାନେର : ରାଜସ୍ଥାନର ବିକାନେରରେ ଭୂକମ୍ପ ର ଝଟକା ଅନୁଭୂତ ହୋଇଛି । ରବିବାର ସନ୍ଧ୍ୟା ୬ଟା ୫୬ ମିନିଟ ସମୟରେ ଭୂକମ୍ପ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା । ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ ।
Read More...

ବିସିସିଆଇ | ବିସିସିଆଇ ସେୟାର କଲା ରୋହିତଙ୍କ ଭିଡିଓ, ନିଜର ଭିଜନ ସଂପର୍କରେ କହିଲେ ହିଟମ୍ୟାନ୍‌

ମୁମ୍ବାଇ : ବିରାଟ କୋହଲିଙ୍କ ସ୍ଥାନରେ ଭାରତର ଓପନର୍‌ ରୋହିତ ଶର୍ମା ସୀମିତ ଓଭର ଅଧିନାୟକତ୍ୱ ହେବା ପରେ ଭାରତୀୟ କ୍ରିକେଟ୍‌ ରେ ଏକ ନୂତନ ଯୁଗ ଆରମ୍ଭ ହୋଇଛି । କୋହଲି ଟିମ୍‌ ଇଣ୍ଡିଆର ଟି -୨୦ ଦଳର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଥିଲେ । ଟି -୨୦ ବିଶ୍ୱକପ ପରେ ରୋହିତ ଶର୍ମାଙ୍କୁ
Read More...

ସରକାରୀ ସହାୟତା ଅପେକ୍ଷାରେ ନାରାୟଣ

କୁକୁଡାଖଣ୍ଡି : ସରକାରୀ ସହାୟତା ଅପେକ୍ଷାରେ ନାରାୟଣ । ନାରାୟଣ ବେହେରା ବୟସ-୨୧ବର୍ଷ, ପିତା -ଦଣ୍ଡପାଣି ବେହେରା, ବ୍ଲକ-କୁକୁଡ଼ା ଖଣ୍ଡି , ଗ୍ରାମପଞ୍ଚାୟତ - ଲୋଚାପଡା ,ବ୍ରଜନଗର ନିକଟ ଖାରବେଳ ନଗର ।ଦୀର୍ଘ ୩ ବର୍ଷ ଧରି ମେରୁଦଣ୍ଡ ଯନ୍ତ୍ରଣା ଓ ସ୍ନାୟୁ କଟି ଯାଇ ଘା ହୋଇ ପୀଡ଼ି
Read More...

ବାଳ ମୁକୁନ୍ଦ କେନ୍ଦ୍ରର ଦକ୍ଷତା ପ୍ରମାଣ ପତ୍ର ଓ ପୁରସ୍କାର ବଣ୍ଟନ ଅଭିଯାନ

ପାରଳାଖେମୁଣ୍ଡି : ବାଳ ମୁକୁନ୍ଦ କେନ୍ଦ୍ର ର ଦକ୍ଷତା ପ୍ରମାଣ ପତ୍ର ଓ ପୁରସ୍କାର ବଣ୍ଟନ ଅଭିଯାନ ଚତୁର୍ଥ ପର୍ଯ୍ୟାୟରେ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ୱର୍ଣ୍ଣ ଉତ୍ସବ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ରର ଦଶ ଜଣ ଶିଶୁଙ୍କୁ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ଦକ୍ଷତା
Read More...

ଶିଶିର ବିନ୍ଦୁ ସମ୍ମାନ | କବି ନୃସିଂହାନନ୍ଦ ମହାପାତ୍ର ଙ୍କୁ ଝାଡ଼ଖଣ୍ଡର ଶିଶିର ବିନ୍ଦୁ ସମ୍ମାନ

ଫୁଲବାଣୀ: ନିଷ୍ଠା ଓ ଚେଷ୍ଟା ଥିଲେ ସବୁ କାର୍ଯ୍ୟ ସମ୍ଭବ । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କନ୍ଧମାଳର ସୁନାମଧନ୍ୟ ସାହିତ୍ୟିକ ସଂଗଠକ, ସମାଜସେବୀ, ଶିକ୍ଷାବିତ ନୃସିଂହାନନ୍ଦ ମହାପାତ୍ର । ନିଜର ପ୍ରଗାଢ଼ ଅଧ୍ୟବସାୟ ଯୋଗୁଁ ସେ ଗୋଟେ ପରେ ଗୋଟେ ପୁସ୍ତକ ଲେଖିବା ସହ ସମ୍ମାନ ଓ
Read More...

ଜୀବିକା ଚିନ୍ତାରେ ବାଉଁଶ କାରିଗର | ହଜିହଜି ଯାଉଛି ଟୁପଲି,ଭୁଗଲିର ବ୍ୟବହାର

ସୁବର୍ଣ୍ଣପୁର : ଜୀବିକା ଚିନ୍ତାରେ ବାଉଁଶ କାରିଗର । ପୂର୍ବ ପୁରୁଷଙ୍କ କୌଳିକ ଜୀବିକାକୁ ଧରି ଚଳି ଆସୁଥିବା ପରିବାର ଆଧୁନିକତାର ଚାପରେ ଜୀବିକା ହରାଇବା ନେଇ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସମୟ ଥିଲା କୃଷି କାର୍ଯ୍ୟ ଠାରୁ ଆରମ୍ଭ କରି ସାମାଜିକ ଚଲଣିରେ ପାତିକାର
Read More...