ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ସଚେତନତା କାର୍ଯ୍ୟକ୍ରମ

ଗଜପତି,୧/୧୦- ଆଜି ନିୟତି ଭିନ୍ନକ୍ଷମ ସେବା ଅନୁଷ୍ଠାନ ଆନୁକୁଲ୍ୟରେ ଭିନ୍ନକ୍ଷମ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଶିଶୁଙ୍କର ସୁସ୍ଥ ଶରୀର ସେବାପାଇଁ ଭୌତିକ ଚିକିତ୍ସାର ପ୍ରୟୋଗ ବିଧି ବରିଷ୍ଠ ନାଗରିକ ମଞ୍ଚ ରେ ଏକ କର୍ମଶାଳା ଅନୁଷ୍ଠିତ ହୋଇସାରିଛି । ନିୟତିର ପ୍ରତିଷ୍ଠାତା ତଥା ସମ୍ପାଦକ
Read More...

ଉପାନ୍ତ ଅଭିଶପ୍ତ ଆଦିବାସୀ ଗାଁ ଜୁନିଆନ

ସୁନ୍ଦରଗଡ,୧/୧୦: ସୁନ୍ଦରଗଡ ଜିଲ୍ଲାର ଉପାନ୍ତ ଅଂଚଳ ଭାବେ ପରିଚିତ ରାଜବାହାଲ ପଞ୍ଚାୟତ ଆଜି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବାବେଳେ ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ପଞ୍ଚାୟତବାସୀ ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ଏହି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଘାଟୀ
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଅନୁସୂଚୀତ ଜନଜାତି ଛାତ୍ରାବାସ ଉଦଘାଟିତ

ବୌଦ୍ଧ,୧/୧୦: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ୨୦୦ ଶଯ୍ୟାବିଶିଷ୍ଟ ଅନୁସୂଚୀତ ଜନଜାତି ଛାତ୍ରାବାସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏଥିରେ ଆଜି ୧୨ ଜଣ ଛାତ୍ର ରହିଛନ୍ତି । ପ୍ରକାଶଯୋଗ୍ୟ ଯେ ବୌଦ୍ଧ ସଦରମହକୁମାରେ ଅବସ୍ଥିତ ବୌଦ୍ଧ
Read More...

ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପିପିଲି ଉପନିର୍ବାଚନର ମତଦାନ

ପୁରୀ,୧/୧୦- କୋଭିଡ କଟକଣା ସତ୍ୱେ ୭୮.୨୪% ମତଦାନ ହୋଇଥିବା ବେଳେ ପ୍ରାର୍ଥିଙ୍କ ଭାଗ୍ୟ ସିଲ୍‌ ହୋଇଛି ଏବେ ଇଭିଏମରେ । ପୁରୀ ପେଣ୍ଠକଟାସ୍ଥିତ ୱେର ହାଉସରେ ତ୍ରିସ୍ତରୀୟ କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟ ବାକ୍ସକୁ ୨୪ ଘଣ୍ଟିଆ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ଆସନ୍ତା ୩ ତାରିଖ
Read More...

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଗାନ୍ଧୀ ଜୟନ୍ତୀ ବାର୍ତ୍ତା

ପୁରୀ,୧/୧୦- ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ବାଲୁକା ସ୍ଥାପତ୍ତ୍ୟ କୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏହା ୧୫ ଫୁଟ ଓସାର ବିଶିଷ୍ଟ,
Read More...

ପୁଣି ଜବତ୍‌ ହେଲା ଧଳାଜହର

ଦଶପଲ୍ଲା,୧/୧୦- ନୟାଗଡ଼ ଜିଲ୍ଲାର ପୁରପଲ୍ଲୀରେ ଧଳାଜହର ତାର ଉପସ୍ଥିତି ଜାହିର କରିଛି । ପାନ ଦୋକାନ ଠାରୁ ଆରମ୍ଭକରି ଗଳିକନ୍ଦିରେ ମିଳୁଛି ଧଳାଜହର । ଆଜି ନୟାଗଡ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ପୁଲିସ ୨୭ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ
Read More...

ଜିଓ ସେବାରୁ ବଂଚିତ ଆଦିବାସୀ ଗ୍ରାମ

ଦଶପଲ୍ଲା,୧/୧୦ - ସରକାର ଡିଜିଟାଲ୍‌ ଇଣ୍ଡିଆର ନାରା ଦେଉଥିବାବେଳେ ବଣ ପାହାଡ ଘେରା ଦଶପଲ୍ଲା ଓ ଗଣିଆ ବ୍ଲକ୍‌ର ଅନେକ ଆଦିବାସୀ ଗ୍ରାମକୁ ଆଜିପର୍ଯ୍ୟନ୍ତ ଜିଓ ସେବା ପହଞ୍ଚି ପାରିନାହିଁ । ଦଶପଲ୍ଲା ବ୍ଲକ୍‌ ଘୁଗୁଡିପଡା ଗ୍ରାମପାୟତର ମକରପ୍ରସାଦ ଓ ନେକର ଗଣ୍ଡା ସମେତ ଗଣିଆଁ ବ୍ଲକ୍‌
Read More...

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ବୌଦ୍ଧ,୧/୧୦: ଗତକାଲି ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ଆଜି ସକାଳେ ମୁର୍ଷୁଣ୍ଢି ପଞ୍ଚାୟତ ତେତେଲେଙ୍ଗା ଗ୍ରାମ ମଠ ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତ ଦେହ ନିକଟରେ ଏକ
Read More...

ବୌଦ୍ଧ: ଜିଲ୍ଲାସ୍ତରୀୟ ଲୋକକଳା ଟ୍ରଫି ପ୍ରତିଯୋଗିତା ଅନୁଷ୍ଠିତ

ବୌଦ୍ଧ,୩୦/୯- ଆଜି ଦିନ ୧୧ଟା ସମୟରେ ବୌଦ୍ଧ ଜିଲ୍ଲାସ୍ତରୀୟ ଲୋକକଳା ଟ୍ରଫି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ବବିତାରାଣୀ ଦଳବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ
Read More...

ପିପିଲି ଉପ ନିର୍ବାଚନ ପାଇଁ ଚାଲିଛି ମତଦାନ

ପିପିଲି : ପିପିଲି ରେ ଉପନିର୍ବାଚନ ନେଇ ମତଦାନ ଚାଲୁ ରହିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ , ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱ କେସନ ହରିଚନ୍ଦନ ମହାପାତ୍ର ନିଜ ମତ ସାବ୍ୟସ୍ତ କରିଛନ୍ତି । ଅନ୍ୟପଟେ ଦିବ୍ୟଙ୍ଗ ଭୋଟର ମାନଙ୍କ ପାଇଁ
Read More...