ପିପିଲି ବିଧାନସଭା ଉପ ନିର୍ବାଚନ ପ୍ରସ୍ତୁତି

ପୁରୀ,୨୭/୯- ପିପିଲି ବିଧାନସଭା ଉପ-ନିର୍ବାଚନର ମତଦାନ ନିମନ୍ତେ ପୋଲିଂ ପାର୍ଟି ବୁଥ ଅଭିମୁଖେ ଆସନ୍ତାକାଲି ଯାତ୍ରା କରିବେ । ମୋଟ ତିନୋଟି ପର୍ଯ୍ୟାୟରେ ସକାଳ ୬ ଘଟିକାରୁ ୧୦ ଘଟିକା, ୧୦ ରୁ ଅପରାହ୍ନ ୧ ଘଟିକା ଏବଂ ଅପରାହ୍ନ ୧ ରୁ ୪ ଘଟିକା ମଧ୍ୟରେ ପୋଲିଂ ପାର୍ଟିଙ୍କୁ ପଠାଯିବ । ୧୦ଟି
Read More...

ଆଠମଲ୍ଲିକରେ ବନ୍ଦ୍‌ ପାଳନ ସଫଳ

ଆଠମଲ୍ଲିକ,୨୭/୯- କେନ୍ଦ୍ର ସରକାରଙ୍କ ତିନୋଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ସହିତ ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧିର ପ୍ରତିବାଦରେ କୃଷକ ମୋର୍ଚ୍ଚା ଦେଇଥିବା ବନ୍ଦ୍‌ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥନ କରି ଉକ୍ତ ବନ୍ଦ ଡ଼ାକରାରେ ସାମିଲ ହୋଇଛି ।
Read More...

ସମ୍ବଲପୁରରେ ଭାରତ ବନ୍ଦ୍‌ର ଆଂଶିକ ପ୍ରଭାବ

ସମ୍ବଲପୁର,୨୭/୯- ଆଜି ସର୍ବଭାରତୀୟ ସ୍ତରରେ ଆହୁତ ଭାରତ ବନ୍ଦ୍‌ର ଏଠାରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ଆଜିକାର ବନ୍ଦ ଡାକରା ପରିପ୍ରେକ୍ଷୀରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଛି, କିନ୍ତୁ ରାସ୍ତା କଡ଼ରେ ପନିପରିବା ବେପାର ଓ ଛୋଟଛୋଟ
Read More...

ବୌଦ୍ଧରେ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଭାରତବନ୍ଦ୍‌ ଶାନ୍ତିପୂର୍ଣ୍ଣ

ବୌଦ୍ଧ,୨୭/୯: କେନ୍ଦ୍ର ସରକାର ସଂସଦରେ ପାରିତ କରିଥିବା ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ସହିତ ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧିର ପ୍ରତିବାଦରେ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ବୌଦ୍ଧଜିଲ୍ଲାରେ ସଂଯୁକ୍ତ କିଷାନ
Read More...

ପାଣିରେ ପଡିଲା ସାଢେ ତିନିକୋଟି ଟଙ୍କା: ପ୍ରଶାସନିକ ଅବହେଳା ଯୋଗୁଁ କାମରେ ଆସୁନି ସନ୍ତରଣାଗାର

ସୁବର୍ଣ୍ଣପୁର,୨୭/୯- ସହରରେ ଏକମାତ୍ର ନିର୍ମାଣାଧୀନ ସନ୍ତରଣାଗାର ବିଗତ ୪ ବର୍ଷ ହେଲାଣି କାମ ଆରମ୍ଭ ହୋଇଥିଲେହେଁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଉକ୍ତ କାମ ସରିନଥିବାବେଳେ ନିମ୍ନମାନର କାମ ଯୋଗୁଁ ଖରାପ ହୋଇ ବସିଲାଣି । ଫଳରେ କ୍ରୀଡାବିତମାନଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ରାଜ୍ୟ
Read More...

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

ଗଜପତି,୨୭/୯- ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁନାଥ ଆୟାର ଗଜପତି ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ବିଦ୍ୟାଳୟରେ ଚାଲୁ ରହିଥିବା ୫ ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟଗୁଡିକ ବୁଲି ଦେଖିଥିଲେ । ତିନି ଗୋଟି
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ଗଜପତି,୨୭/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ରୋଟାରୀ ହଲ ଠାରେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜିକା ଇନ୍ଦିରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଭାରତ ବନ୍ଦ୍‌ର ଜବରଦସ୍ତ ପ୍ରଭାବ ଅନୁଭୂତ

ସୁବର୍ଣ୍ଣପୁର,୨୭/୯- ସୁବର୍ଣ୍ଣପୁର ଜିଲ୍ଲା କୃଷକ ସମନ୍ୱୟ ସମିତି ପକ୍ଷରୁ ଆଜି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଦିଆଯାଇଥିବା ଡାକରା ଯୋଗୁଁ ସମଗ୍ର ଜିଲ୍ଲାରେ ଏହାର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ
Read More...

ସ୍ୱତନ୍ତ୍ର କୀ’ବୋର୍ଡ ଉନ୍ମୋଚନ ସହିତ ସମ୍ବଲପୁରୀ ଲିପି ଦିନ ପାଳିତ

ସମ୍ବଲପୁର :ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈଙ୍କ ଠାରେ ବିଶେଷ ପୂଜାର୍ଚ୍ଚନା ସହିତ ଆଜିକାର ଦିନରେ ସମ୍ବଲପୁରୀ ଲିପି ଦିନ ପାଳିତ ହୋଇ ଯାଇଛି । ଏହି ଅବସରରେ ଏହି ଲିପି ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ଏକ କୀବୋର୍ଡର ମଧ୍ୟ ଉନ୍ମୋଚନ ହୋଇଥିଲା । ଯାହାକି ଉନ୍ମୋଚନ ପୂର୍ବରୁ
Read More...

ବିଷାକ୍ତ ସର୍ପ ଦଂଶନରେ ଯୁବକ ମୃତ

ଗଞ୍ଜାମ,୨୭/୯: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା କଇଠଡା ଗ୍ରାମରେ କିଛି ଦିନ ତଳେ ଜଣେ ଯୁବକ ସିଦ୍ଧାନ୍ତ ପ୍ରଧାନ (୨୮)ବର୍ଷ ନିଜ ଜମିକୁ ସନ୍ଧ୍ୟା ସମୟରେ ଯାଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ସଙ୍ଗେ ସଙ୍ଗେ ତାକୁ ବ୍ରହ୍ମପୁର ଏମ କେ ସିଜି ମେଡିକାଲକୁ ନେଇଥିଲେ ସେଇଠାରେ
Read More...