ସ୍ମୃତି ପାଲଟିଗଲେ ଓମ ପ୍ରକାଶ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ଅଷ୍ଟମ ଶ୍ରେଣୀର ଛାତ୍ର ଓମ ପ୍ରକାଶ ମହାପାତ୍ର ଗତକାଲି ସନ୍ଧ୍ୟାରେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଚାଲିଗଲେ । ୰ ଓମ ପ୍ରକାଶ ଗତକାଲି ସନ୍ଧ୍ୟାରେ ତାଙ୍କର ସାନଭାଇଙ୍କୁ ସାଇକେଲ ପଛରେ ବସାଇ ନାରାୟଣୀ ମନ୍ଦିର
Read More...

ସମର୍ପିତ ଓଡ଼ିଶା ଓ କମିଶନରେଟ ପୋଲିସ ର ରକ୍ତଦାନ ଶିବିର

ଭୁବନେଶ୍ୱର: ବିଶ୍ୱ ଏଡ୍ସ ଦିବସ ଅବସରରେ ନୂଆ ଜୀବନ ଫାଉଣ୍ଡେସନ, ଚେଷ୍ଟା ଡି ଆଡିକ୍ସନ ସେଣ୍ଟର ଜଟଣୀ, ପ୍ରଦୀପ୍ତ ଡି ଆଡିକ୍ସନ ସେଣ୍ଟର ପିପିଲି, ର ମିଳିତ ଆୟୋଜନ ରେ ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଓ ସମର୍ପିତ ଓଡ଼ିଶା ର ସହଯୋଗ ତଥା କମିଶନରେଟ ପୋଲିସ ଭୁବନେଶ୍ୱର କଟକ ର ସହଭାଗିତାରେ
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ବୌଦ୍ଧ,୨/୧୨- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଏଡ୍‌ସ ଦିବସ ପାଳନ ଉପଲକ୍ଷେ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ତରଫରୁ ଏନସିସି ଓ ଏନଏସଏସ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ
Read More...

ଭୁକ୍ତାପଡା ଗ୍ରାମରେ ଜିଆଖତ ତାଲିମ ଶିବିର

ବୌଦ୍ଧ,୨/୧୨- ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ –୨ ବୌଦ୍ଧ ବନବିଭାଗ ତରଫରୁ ଭୁକ୍ତାପଡା ଗ୍ରାମ ଠାରେ ଜିଆ ଖତ ପ୍ରସ୍ତୁତି ତାଲିମ ଶିବିର ଅନୁଷ୍ଠିତ ହେଇଥିଲା । ଉକ୍ତ ତାଲିମ୍‌ ଶିବିରକୁ କୃଷି ବିଭାଗର ଭିଏଡବ୍ଲୁ ଦିଲ୍ଲୀପ ବେହେରା ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ସହକାରୀ ବନ ସଂରକ୍ଷକ,
Read More...

ଆସନ୍ତାକାଲିଠାରୁ ଦ୍ୱିତୀୟ ଟେଷ୍ଟ, ରିଦ୍ଧାମାନ ସାହାଙ୍କ ସଂପର୍କରେ ଏମିତି କହିଲେ ବିରାଟ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଗୁରୁବାର ସୂଚନା ଦେଇଛନ୍ତି ଯେ ୱିକେଟ୍‌ କିପର ରିଦ୍ଧିମାନ ସାହା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବାକୁ ପୁରା ଫିଟ୍‌ ଅଛନ୍ତି । ସେ ନିଶ୍ଚିତ କରିଛନ୍ତି ଯେ ସାହା ତାଙ୍କ ବେକ ଆଘାତ ସଂପୂର୍ଣ୍ଣ ଭାବେ ମୁକୁଳିଛନ୍ତି । ଭାରତ
Read More...

୧୭ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଦାଦନ ଗଡ ହୋଇଥିବା ବେଳେ ସବୁ ସମୟରେ ବେଆଇନ ଦାଦନ ଚାଲାଣ ହେଉଥିବା ନଜରକୁ ଆସୁଛି । ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ସରକାର ରୋକ୍‌ ଲଗାଇବା ପାଇଁ ଚେଷ୍ଟା ଚଳାଇଥିଲେ ସୁଦ୍ଧା ରୋକିବାରେ ଅସମର୍ଥ
Read More...

ଭାରତରେ ‘ଓମିକ୍ରନ୍‌’ ଭୂତାଣୁ ଚିହ୍ନଟ, ଜାଣନ୍ତୁ କେଉଁ ରାଜ୍ୟରୁ

ନୂଆଦିଲ୍ଲୀ: ଭାରତରେ ଏଣ୍ଟ୍ରି କଲା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ । ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରୁ ଏହି୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି ।ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ରହିଛି । ଉଭୟଙ୍କୁ
Read More...

୩ ସରକାରୀ ବାବୁଙ୍କ ବାଧ୍ୟତାମୂଳକ ଅବସର, ଜଣକୁ ବହିଷ୍କୃତ କଲେ ରାଜ୍ୟ ସରକାର

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।
Read More...

ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସମ୍ଭାବ୍ୟ ବାତ୍ୟା ଜୱାଦର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ, କେତେ ପ୍ରଭାବ ପକାଇବ, କେଉଁ କେଉଁ ରାଜ୍ୟ ଏହା ଦ୍ୱାରା ପ୍ରଭାବିତ ହେବ ସେ ନେଇ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ
Read More...

୧୪ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ : ପୁରୀ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇ ୧୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି । ଏହି ଘଟଣାରେ ୨ ଜଣ ବ୍ରାଉନସୁଗାର ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ ଏସ୍‌ଟିଏଫ୍‌ । ଗିରଫ ଦୁଇ ବ୍ରାଉନ ସୁଗାର ବେପାରୀ ହେଲେ ଖୋର୍ଦ୍ଧା ଟାଉନ ଥାନାର ଗୁରୁଜଙ୍ଗର
Read More...