ଆସୁଛି ବାତ୍ୟା ଜୱାଦ, ୩ରୁ ବଢିବ ପବନର ବେଗ

ଭୁବନେଶ୍ୱର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଜୱାଦ ସାଙ୍ଗରେ ନେଇ ଆସିବ ପ୍ରବଳ ବର୍ଷା ପବନ । ଉପକୂଳ ଆଡ଼କୁ ଅଗ୍ରସର ବେଳେ ଆରମ୍ଭ ହେବ ବର୍ଷା ପବନ । ଲଘୁଚାପ ଅବପାତ ରୂପ ନେବା ବେଳେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ
Read More...

ଅପହରଣକାରୀଙ୍କ କବଳରେ କଲେଜ ଛାତ୍ରୀ, ପ୍ରତିଶୃତି ପରେ ହଟିଲା ରାସ୍ତାରୋକ

ଗଣିଆ,୨/୧୨- ନୟାଗଡ ଜିଲ୍ଲା ଗଣିଆ ବ୍ଲକସ୍ଥିତ ରଘୁନାଥଜୀଉ ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରୁ ଜଣେ କଲେଜ ଛାତ୍ରୀକୁ ଅପହରଣ କରାଯାଇଥିବା ଗଣିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଛାତ୍ରୀଙ୍କ ମା ଗଣିଆ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ବୁଧବାର ପୂର୍ବାହ୍ନ ୧୦.୨୦ ମିନିଟରେ ଝିଅ ଘରୁ କଲେଜ
Read More...

ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବିରେ ଧାରଣାରେ ବସିଲେ ପ୍ରଥମ ସ୍ତ୍ରୀ

ଗଂଜାମ:ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବି ନେଇ ସ୍ୱାମୀ ଘରେ ଧାରଣ ଦେଇଥିବା ଗଂଜାମ ଜିଲ୍ଲାର ତପସ୍ୱୀନୀ ଘଟଣା ସାରା ଓଡ଼ିଶାରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ସେହିପରି ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବିରେ ସ୍ୱାମୀ ଘରେ ଧାରଣାରେ ବସିଛି ରାୟଗଡା ଝିଅ ସ୍ୱପ୍ନା । ଏହିଭଳି ଘଟଣା ଦେଖିବାକୁ
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ତରଫରୁ ମ୍ୟାନଜେମେଣ୍ଟକୁ ୫ଦଫା ଦାବି ପୂରଣ ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ଦାବୀ ପୂରଣ ନକରି ଆଲୋଚନା ମଧ୍ୟ କଲେ ନାହିଁ । ଏବଂ ଆକ୍ରୋଶ ମୂଳକ ଭାବରେ ୧୦୦ ଜଣକୁ ବଦଳି କଲେ । ତେଣୁ ବର୍ତ୍ତମାନ ୨୩ ଦଫା
Read More...

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏଡ଼ସ ସଚେତନତା ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ଅମ୍ବିକା ଦେବୀଙ୍କ ସଭାପତିତ୍ୱରେ ବିଶ୍ୱ ଏଡ଼ସ ଦିବସ ପାଳନ କରାଯାଇଛି । ଅଧକ୍ଷା ଶ୍ରୀମତି ଅମ୍ବିକା ଦେବୀ +୨ ଛାତ୍ରୀ ମାନଙ୍କୁ ଏଡ଼ସର ଲକ୍ଷଣ କାରଣ,ନିରାକରଣ, ଭୟବହତା ଏବଂ
Read More...

ବିଧାନସଭାରେ ହଙ୍ଗାମା, ଗୃହ ମୁଲତବି

ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ମମିତା ତାତି ଦେଖିବାକୁ ମିଳିଛି । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଏହି ପ୍ରସଂଗ ଉଠାଇ ଗୃହରେ ଜୋରଦାର ହଟ୍ଟଗୋଳ କରିଛନ୍ତି । ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଚଳାଇନପାରି ଅପରାହ୍ନ ୪ଟା
Read More...

ବିଶ୍ୱ ଏଡସ ଦିବସ ପାଳିତ

ସୁବର୍ଣ୍ଣପୁର : ମଙ୍ଗଳବାର ଦିନ ଗୋଷ୍ଠୀ ସ୍ୱାସ୍ଥ୍ୟ ସାଧନା କେନ୍ଦ୍ର ଖରଜୁରା ଅନ୍ତର୍ଗତ ମହଲେ ଗ୍ରାମଠାରେ ବିଶ୍ୱ ଏଡ଼ସ ଦିବସ ପାଳନ ହୋଇଯାଇଛି । ଏଥିରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡା ସଂଗୀତା ଚୌଧୁରୀ, ଅଶୋକ କୁମାର ମିଶ୍ର, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ
Read More...

ଆଜି ବାତ୍ୟାର ରୂପ ନେବ ଲଘୁଚାପ !

ଭୁବନେଶ୍ୱର: ଆଜି ଅବପାତରେ ପରିଣତ ହେବା ପରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ ଲଘୁଚାପ । ‘ଜୱାଦ’ ନାଁରେ ମାଡ଼ି ଆସିବ ସ୍ଥଳପଥକୁ । ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହାର ପ୍ରଭାବରେ ଆସନ୍ତାକାଲିଠୁ ଆରମ୍ଭ ହୋଇଯିବ ବର୍ଷା । ୪ ତାରିଖ ସକାଳେ ‘ଜୱାଦ’ ଉତ୍ତର
Read More...

ଯୋର୍ ଧରିଲା ପୋଲିସ୍ ଓ ଅବକାରୀ ବିଭାଗର ଅପରେସନ୍ ନୀଳ ଜହର, ପୁଣି ନଷ୍ଟ ହେଲା ୧୪କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍…

ବାଲିଗୁଡ଼ା: କନ୍ଧମାଳ ପୋଲିସକୁ ନାହିଁ ମାଓ ଭୟ । ଗତକାଲି ବାଲିଗୁଡ଼ା ଥାନାର ବିଭିନ୍ନ ଅଞ୍ଚଳରେ କେକେବିଏନ୍ ମାଓ ସଂଗଠନ ଧମକ ପୂର୍ଣ୍ଣ ପୋଷ୍ଟର ଜାରି କରିଥିଲା । ଜଙ୍ଗଲରେ ବମ୍ ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଥିବା ବେଳେ ଏକ ମାସ ପର୍ଯ୍ୟନ୍ତ ଅଞ୍ଚଳର ଜଙ୍ଗଲକୁ ନଯିବାକୁ କହିଛି ମାଓ
Read More...

ସାଇକେଲରୁ ପଡ଼ି ନାବାଳକ ମୃତ

ଫୁଲବାଣୀ: ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳକ ସାଇକଲ୍‌ରେ ଯାଉଥିବା ବେଳେ ଭାରସ୍ୟାମ ହରାଇ ତଳେ ପଡ଼ି ମୃତବରଣ କରିଛି । ନାବାଳକ ନାମ ହେଲା ଓମ୍‌ ପ୍ରକାଶ ମହାପାତ୍ର । ଖବର ଅନୁଯାୟୀ ନାବାଳକ ଜଣଙ୍କ ନିଜ ସାନଭାଇକୁ ନେଇ ସାଇକଲରେ ନାରାୟଣୀ ରୋଡ ଘାଟି ଗଡୁଥିବା ବେଳେ ସାଇକେଲର
Read More...