ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ନବରଙ୍ଗପୁର ,୯/୯ - ନବରଙ୍ଗପୁର ମାଟିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧ ଦିବସ ଆଜି ପାଳନ କରାଯାଇଅଛି । ଜିଲ୍ଲାପ୍ରଶାସନ, ପୌରପାଳିକା ନବରଙ୍ଗପୁର ଆନୁକୁଲ୍ୟରେ ସଦାଶିବ ତ୍ରିପାଠୀ ପାର୍କ ଠାରେ ଅନୁଷ୍ଠିତ ଏହି
Read More...

ଦିିଆସିଲି କାଠି ସାହାଯ୍ୟରେ ପ୍ରଭୁ ଗଣେଶ ପ୍ରତିମୂର୍ତ୍ତି

ପୁରୀ, ୯/୯- ଗଣେଶ ପୂଜା ଅବସରରେ ପୁରୀର ଯୁବ ଆର୍ଟିଷ୍ଟ ଶାଶ୍ୱତ ରଂଜନ ସାହୁ ଦିିଆସିଲି କାଠି ସାହାଯ୍ୟରେ ପ୍ରଭୁ ଗଣେଶ ପ୍ରତିମୂର୍ତ୍ତି ତିଆରି କରି ଗଣେଶ ପୂଜାର ଶୁଭେଚ୍ଛା ସମସ୍ତଙ୍କୁ ଦେଇଛନ୍ତି । ୫ ହଜାର ୬ ଶହ ୨୧ ଟି ଦିିଆସିଲି କାଠି ଏଥିରେ ତିଆରି ପାଇଁ ବ୍ୟବହାର ହୋଇଛି । ଦିିଆସିଲି
Read More...

ହିିନ୍ଦୁରାଷ୍ଟ୍ର ଘୋଷଣା ଦାବିରେ ସାଧୁସନ୍ଥ ଦେଲେ ଦାବିପତ୍ର

ଦଶପଲ୍ଲା,୯/୯- ସର୍ବଭାରତୀୟ ସାଧୁସନ୍ଥ ସମ୍ମିଳନୀ ପକ୍ଷରୁ ଭାରତକୁ ଏକ ହିନ୍ଦୁରାଷ୍ଟ୍ର ଘୋଷଣା କରିବା ଦାବିରେ ଆଜି ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଦଶପଲ୍ଲାର ପୁରାତନ କୈବଲ୍ୟଗିରି ମଠରେ ପୂର୍ବାହ୍ନରେ ଶତାଧିକ ସାଧୁସନ୍ଥ ଏକତ୍ର
Read More...

୧୦ ଦଫା ଦାବିନେଇ ଭାରତୀୟ ମଜଦୁର ସଂଘର ଦାବିପତ୍ର ପ୍ରଦାନ

ବୌଦ୍ଧ,୯/୯- ମୂଲ୍ୟବୃଦ୍ଧି ଉପରେ ରୋକ୍‌ ଲଗାଇବାକୁ ଓ ଅନ୍ୟାନ୍ୟ ଦାବିନେଇ ଆଜି ଭାରତୀୟ ମଜଦୁର ସଂଘ ବୌଦ୍ଧ ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରଯାଇଛି । ଦାବିଗୁଡିକ ମଧ୍ୟରେ ଉପଭୋକ୍ତା ଆଇନରେ ସଂଶୋଧନ ଆଣିବା, ପେଟ୍ରୋଲିଅମ ଉତ୍ପାଦର
Read More...

ତାଳସରଡ଼ା କ୍ଲଷ୍ଟରରେ ଶିକ୍ଷକ ସମାବେଶ

ବୌଦ୍ଧ,୯/୯- ବୌଦ୍ଧବ୍ଲକ ତାଳସରଡ଼ା କ୍ଲଷ୍ଟର ଟାଇଞ୍ଜନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟରସ୍ତରୀୟ ଶିକ୍ଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅତିଥିମାନଙ୍କୁ ସମ୍ମାନୀତ କରାଯାଇଥିଲା । ମୁଖ୍ୟଅତିଥି ଜିଲ୍ଲାଶିକ୍ଷା ଅଧିକାରୀ ଡ. ଉଦୟନାଥ
Read More...

ଆଇଆଇଟି ମାଡ୍ରାସ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ୨୦୨୧ ବର୍ଷ ପାଇଁ ନ୍ୟାଶନାଲ୍‌ ଇନଷ୍ଟିଚ୍ୟୁଟ୍‌ ରାଙ୍କିଙ୍ଗସ୍‌ ଫ୍‌ରେମୱର୍କ (ଏନ୍‌ଆଇଆର୍‌ଏଫ୍‌) ଜାରି କରିଛନ୍ତି । ଏଥିରେ ଆଇଆଇଟି ମାଡ୍ରାସ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି । କ୍ରମାଗତ ତୃତୀୟ
Read More...

ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ରାଜ୍ୟସଭାର ଖାଲି ପଡ଼ିଥିବା ୬ ଆସନ ପାଇଁ ଉପନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ଅକ୍ଟୋବର ୪ ତାରିଖରେ କରାଇବାକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ରାଜ୍ୟସଭାର ଯେଉଁ ୬ଟି ଆସନ ପାଇଁ ଉପନିର୍ବାଚନ ହେବ, ସେଥିରେ ତାମିଲନାଡୁର ଦୁଇଟି ସିଟ୍‌ ,
Read More...

ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଘୋଷଣା

ଢାକା : ଟି -୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଘୋଷଣା କରିଛି । ୧୮ ଅକ୍ଟୋବରରେ ଗ୍ରୁପ୍‌ ବିରେ ସ୍କଟଲ୍ୟାଣ୍ଡ ବିପକ୍ଷ ପ୍ରଥମ ରାଉଣ୍ଡରେ ବାଂଲାଦେଶ ଦଳ ଟି -୨୦ ବିଶ୍ୱକପରେ ପ୍ରଥମ ମ୍ୟାଚ୍‌ ଖେଳିବ । ଦଳର ନେତୃତ୍ୱ ଦାୟିତ୍ୱ ମହମୁଦୁଲ୍ଲାଙ୍କୁ ଦିଆଯାଇଛି । ମନୋନୀତ ହୋଇଥିବା ବାଂଲାଦେଶ ଦଳରେ
Read More...

ନକଲି ପେଟ୍ରୋଲ, ଡିଜେଲ କାରଖାନା ଠାବ, ଅଭିଯୁକ୍ତ ଗିରଫ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢାକେନ୍ଦୁଆ ବଜାରରେ ନକଲି ପେଟ୍ରୋଲ, ଡିଜେଲ, କାରଖାନା ଠାବ କରିଛି ବୈରୀ ପୋଲିସ । ଉକ୍ତ ନକଲି କରବାରର ମାଷ୍ଟରମାଇଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈରି ପୋଲିସ । ସୂଚନାନୁଯାୟୀ ବୁଡ଼ାକେନ୍ଦୁଆ ବଜାରରେ ଜୁମର ଖଟୁଆ ନାମକ
Read More...

ନାବାଳିକାକୁ ଅପହରଣ କରି ୫ ଜାଗାରେ ୪୮ ଘଣ୍ଟା ପର୍ଯ୍ୟନ୍ତ କଲେ ଗଣଦୁଷ୍କର୍ମ, ୧୪ ଗିରଫ

ପୁଣେ : ମହାରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ପୁଣେ ସହରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଜଣେ ୧୪ ବର୍ଷିୟ ନାବାଳିକାକୁ ଅପହରଣ କରି ଅଭିଯୁକ୍ତମାନେ ୫ ଜାଗରେ ୪୮ ଘଣ୍ଟା ଧରି ଗଣଦୁଷ୍କର୍ମ କରିଛନ୍ତି । ଝିଅଟିକୁ ପୁଣେ ପୁଲିସ ଉଦ୍ଧାର କରିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ପୁଣେ ପୋଲିସ ୧୪
Read More...