ଏନସିବିର ନୂଆ ଡିଜି ଭାବରେ ଦାୟିତ୍ୱ ନେଲେ ଓଡ଼ିଆ ଆଇପିଏସ୍‌ ଅଫିସର ସତ୍ୟ ନାରାୟଣ ପ୍ରଧାନ

ନୂଆଦିଲ୍ଲୀ:ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିର ନୂଆ ଡିଜି ଭାବରେ ଦାୟିତ୍ୱ ନେଲେ ଓଡ଼ିଆ ଆଇପିଏସ୍‌ ଅଫିସର ସତ୍ୟ ନାରାୟଣ ପ୍ରଧାନ । ଆଜି ସେ ବିଧିବଦ୍ଧ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଡ୍ରଗ୍‌ ଫ୍ରି ଇଣ୍ଡିଆ ଲକ୍ଷ୍ୟରେ କାମ କରିବେ ବୋଲି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି
Read More...

ଉଗାଣ୍ଡାରେ ଭୟଙ୍କର ବିସ୍ଫୋରଣ, ହୋଟେଲରେ ଥିଲେ ଓଡ଼ିଆ ଖେଳାଳି ପ୍ରମୋଦ

କାମ୍ପାଲା: ଉଗାଣ୍ଡାରେ ଘଟିଛି ଭୟଙ୍କର ବିସ୍ଫୋରଣ । ରାଜଧାନୀ କାମ୍ପାଲାରେ ଏକ ନିର୍ଦ୍ଧିଷ୍ଟ ସଂଗଠନ ଏହି ବିସ୍ଫୋରଣ ଘଟାଇଥିବା ସୂଚନା । ସବୁଠାରୁ ବଡ଼ କଥା ହେଉଛି, ବିସ୍ଫୋରଣ ଘଟିଥିବା ସ୍ଥାନ ନିକଟରେ ଥିବା ଏକ ହୋଟେଲରେ ଥିଲେ ଓଡ଼ିଆ ଖେଳାଳି । ଏଥି ମଧ୍ୟରେ ରହିଥିଲେ
Read More...

ଚତୁର୍ଥ ଦିବସରେ ୫ ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି । ସାତ ଦିନର ଏହି କାର୍ଯ୍ୟକ୍ରମରେ ଆଜି ଚତୁର୍ଥ ଦିବସରେ ନୂଆପଡା, ଗଞ୍ଜାମ
Read More...

ବୌଦ୍ଧ ଡିଇଓ ଡ଼ଃ ଉଦୟ ନାଥ ମାଝୀ ସମ୍ୱର୍ଦ୍ଧିତ

ବୌଦ୍ଧ,୧୬/୧୧:- ଓଡିଶା ସାମ୍ବାଦିକ ୟୁନିଅନ ଆଜି ୫୬ତମ ଜାତୀୟ ପ୍ରେସ ଦିବସ ଭୁବନେଶ୍ୱରସ୍ଥିତ କେଶରୀ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଆୟୋଜିତ ସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ, ଆଳି ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବ,
Read More...

ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ନବରଙ୍ଗପୁର ଶାଖା ତରଫରୁ ଜିଲ୍ଲାପାଲଙ୍କୁ ଦାବିପତ୍ର

ନବରଙ୍ଗପୁର:ଆଜି ଅଲ ଓଡିଶା ପେନସନର ଆସୋସିଏସନ ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଲଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ଶାଖାର ସଭାପତି ଈଶ୍ୱର ରାଉତ ଓ ଜିଲ୍ଲା ସମ୍ପାଦକ ଳାଚମନ ପାଇକ ନେତୃତ୍ୱରେ ଓଡ଼ିଶା ଉଠାଜଳ ସେଚନରେ କାମ
Read More...

ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଝୁଲିଲା ତାଲା

କଣ୍ଟାମାଳ ୧୬/୧୧- କଣ୍ଟାମାଳ ବ୍ଳକ କୁଲତାଯୋର ପଞ୍ଚାୟତ ବରପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ସକାଳେ ଗ୍ରାମବାସୀ ତାଲା ଠୁଙ୍କି ଜୈନିକ ଶିକ୍ଷକଙ୍କ ବଦଳୀ ପାଇଁ ପ୍ରତିବାଦ କରିଥିବା ଜଣାଯାଇଛି । ସୂଚନା ପ୍ରକାରେ ବିଦ୍ୟାଳୟର ଜୈନିକ ଶିକ୍ଷକଙ୍କ ଶିକ୍ଷାଦାନ ଅବହେଳା ସହିତ ରାଜନୈତିକ
Read More...

କଣ୍ଟାମାଳରେ କବ୍‌ଜା ପକ୍ଷରୁ ଜାତୀୟ ପ୍ରେସ ଦିବସ

କଣ୍ଟାମାଳ ୧୬/୧୧- କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । କବ୍‌ଜାର ଉପ ସଭାପତି ପ୍ରଭାତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘର ମୁଖ୍ୟ ଉପଦେଷ୍ଟା ଦିବ୍ୟଶଙ୍କର ରାଉତ, ସଂପାଦକ ପୂର୍ଣ୍ଣଚନ୍ଦ୍ର
Read More...

ଜାତୀୟ ପ୍ରେସ ଦିବସ ପାଳିତ

ପୁରୀ : ଜାତୀୟ ପ୍ରେସ ଦିବସ ସ୍ଥାନୀୟ ସଦଭାବନା ସଭାଗୃହ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ "ବିଶ୍ୱ ମହାମାରୀ ପରିପ୍ରେକ୍ଷୀରେ ଗଣମାଧ୍ୟମ: ଏକ ନୂତନ ଆହ୍ୱାନ' ପ୍ରସଙ୍ଗ ଉପରେ ଆଲୋଚନା
Read More...

ବିଶ୍ୱ ସିଓପିଡି ଦିବସ : ଦୀର୍ଘ କାଳୀନ ଶ୍ୱାସ ଅବରୋଧକାରୀ ରୋଗକୁ ଅବହେଳା କରିବା ଉଚିତ ନୁହେଁ

ଭୁବନେଶ୍ୱର,୧୬ ।୧୧: କାଶ ଓ କଫ ଦୀର୍ଘ ଦିନ ଧରି ଲାଗି ରହିଲେ, କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ସାମାନ୍ୟ କଷ୍ଟ ଅନୁଭବ କଲେ ତାହାକୁ ଅଣଦେଖା କରିବା ଉଚିତ ନୁହେଁ । ପରବର୍ତ୍ତୀ ସମୟରେ ଏହା ଦୀର୍ଘ କାଳୀନ ଶ୍ୱାସ ଅବରୋଧକାରୀ ରୋଗରେ ପରିଣତ ହୋଇ ଜୀବନ ପ୍ରତି ଘାତକ ସାବ୍ୟସ୍ତ ହୋଇଥାଏ
Read More...

ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ସୁବର୍ଣ୍ଣପୁର: ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ୫୬ ତମ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ, ଅନ୍ୟତମ ଅତିଥି ଭାବରେ ସୋନପୁର ମହାବିଦ୍ୟାଳୟର
Read More...