କଳାକାର ସହାୟତା ଯୋଜନା | ସଫଳତାର ସହ ଶେଷ ହେଲା କଳାକାର ସହାୟତା ଯୋଜନାର ପ୍ରାଥମିକ ଚୟନ ପ୍ରକ୍ରିୟା

ବୌଦ୍ଧ,୧୯/୧୨:- ବୌଦ୍ଧ ଜ଼ିଲ୍ଲାରେ ୪ ଦିନ ଧରି ଚାଲିଥିବା କଳାକାର ଭତ୍ତା ଚୟନ ପାଇଁ ପ୍ରାଥମିକ ଚୟନ ପ୍ରକ୍ରିୟାର ଶେଷ ଦିନ କଣ୍ଟାମାଳ ବ୍ଲକ କଳାକାର ମାନଙ୍କ ଦ୍ୱାରା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ବି. ଡି. ଓ କଣ୍ଟାମାଳ କଳାକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ
Read More...

ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ

ବୌଦ୍ଧ,୧୯/୧୨: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ନର୍ସରୀ ଠାରେ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ଗଡ଼ଜାତ ଲୋକ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ଏହି ଉଦଯାପିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ବୌଦ୍ଧ ଗଡ଼ଜାତର ସ୍ୱର୍ଣ୍ଣିମ
Read More...

ଅଣ୍ଡର-୧୯ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀରେ ଓ୍ୱେଷ୍ଟ ଇଣ୍ଡିଜରେ ହେବକୁ ଯାଉଛି ଅଣ୍ଡର-୧୯ ବିଶ୍ୱକପ । ଅଣ୍ଡର-୧୯ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି ଟିମ୍ ଇଣ୍ଡିଆ । ଅଣ୍ଡର-୧୯ ବିଶ୍ୱକପ ପାଇଁ ବିସିସିଆଇ ୧୭ ଜଣିଆ ଦଳ ଘୋଷଣା କରିଛି । ଯାହାର ନେତୃତ୍ୱ ନେବେ ୟଶ ଢ଼ୁଲ । ଏହି ଟୁର୍ଣ୍ଣାମେଣ୍ଟ
Read More...

ଭାଜପା ତରଫରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୯/୧୨:- ବୌଦ୍ଧଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଜିଲ୍ଲାର ନଅ ନମ୍ବର ଜୋନ ସ୍ଥିତ ଛତ୍ରଙ୍ଗ ହାଟ ପଡିଆରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ଦଳ ଲଢ଼ିବା ପାଇଁ ଖସଡ଼ା ପ୍ରସ୍ତୁତି ହୋଇଥିଲା ।
Read More...

ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ବୌଦ୍ଧ,୧୯/୧୨:- ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସର ରକ୍ତଭଣ୍ଡାର ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଳା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ଉପ ସଭାପତି ରୋହିତ
Read More...

କାନୁଟ ହାଇସ୍କୁଲରେ ନୂତନ ବିଜ୍ଞାନ ଶିକ୍ଷକଙ୍କ ଯୋଗଦାନ

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ କାନୁଟ ଉଚ୍ଚ ବିଦ୍ୟାଳୟରେ ନୂତନ ବିଜ୍ଞାନ ଶିକ୍ଷକ ଯୋଗଦାନ କରିଛନ୍ତି । ସ୍କୁଲ ସଭାପତି ସଚ୍ଚିଦାନନ୍ଦ ନାଏକଙ୍କ ତତ୍ତ୍ୱାବଧାନରେ ସମ୍ବର୍ଦ୍ଧନା ସମାରୋହରେ କରାଯାଇଛି । ପୂର୍ବରୁ ସ୍କୁଲରେ ଖାଲିପଡିଥିବା ଶିକ୍ଷକ ପଦବୀ ପୂରଣ
Read More...

ଜି.ଉଦୟଗିରି ମହିଳା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଜାତୀୟ ସ୍ୱତନ୍ତ୍ର ସେବା ଶିବିର

ଜି.ଉଦୟଗିରି : ସ୍ଥାନୀୟ ଇନ୍ଦିରା ପ୍ରୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଜି ସ୍ୱତନ୍ତ୍ର ସେବା ଯୋଜନା ଅନୁକୁଲ୍ୟରେ ସାତ ଦିନିଆ ସ୍ୱତନ୍ତ୍ର ସେବା ଶିବିର ଅଧକ୍ଷ ଶିବରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସ୍ଥାନୀୟ ମହାବିଦ୍ୟାଳୟର ପ୍ରତିଷ୍ଠାତା
Read More...

ଯୁବା ସମବାୟ ସମିତି ଧାନ ମଣ୍ଡିରେ ଧାନ କିଣାରେ ଅନିୟମିତା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଯୁବା ସେବା ସମବାୟ ସମିତିରେ ମହା ଦୁର୍ନୀତି । ଧାନ ବୋଝେଇ ଟ୍ରକକୁ ଛାଡ଼ିଲେନି ଚାଷୀ । ଟ୍ରକରେ ଗତକାଲି ଧାନ ବୋଝେଇ ହେଇଥିଲା । ହେଲେ ଚାଷୀ ଧାନ ଠିକ୍‌ ସମୟରେ ଉଠି ନ ଥିବାରୁ ଚାଷୀମାନେ ଓଆର୍‌ ୦୩ ବି ୨୮୮୯ ଟ୍ରକଟିକୁ
Read More...

ଚାର୍ଟବୋର୍ଡ ସହାୟତାରେ ଖେଳାଳିଙ୍କ କ୍ଲାସ୍‌ ନେଲେ କୋଚ ରାହୁଲ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରକା ଗସ୍ତରେ ଥିବା ଭାରତୀୟ ଦଳ ଗତକାଲିଠାରୁ ନେଟ୍‌ ପ୍ରାକ୍ଟିସ୍‌ ଆରମ୍ଭ କରିଛି । ଆଜି ଦ୍ୱିତୀୟ ଦନରେ କୋଚ ରାହୁଲ ଦ୍ରାବିଡଙ୍କ ତତ୍ତ୍ୱାବଧାନରେ ଖେଳାଳିମାନେ ବହୁତ ଝାଳ ବୁହାଇଥିବା ଜଣାପଡିଛି । ବିସିସିଆଇ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋ ଓ
Read More...

ସମ୍ବାଦ ସାହିତ୍ୟ ଘର ଦ୍ୱାରା ଆୟୋଜିତ ହେଲା ରକ୍ତଦାନ ଶିବିର

ଦଶପଲ୍ଲା : ଆଜି ଦଶପଲ୍ଲା ତହସିଲ କାର୍ଯ୍ୟାଳୟସ୍ଥିତ ମୋହରିରଖାନାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲାର ଅଗ୍ରଣୀ ସାହିତ୍ୟ ସଂଗଠନ ସମ୍ବାଦ ସାହିତ୍ୟଘର ଏବଂ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତ ବିନା କେହି ଯେଭଳି
Read More...