ଗୁଟ୍‌ଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶରଧାପାଲିରେ ଥିବା ଏକ ଗୁଟ୍‌ଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି  ନିଆଁ ଲିଭା କାର୍ଯ୍ୟ ଜାରି
Read More...

ବିଜେଡ଼ି ଯୁବ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି । ସୋନପୁରର ପୂର୍ବତନ ସରପଞ୍ଚ କରମଚାନ୍ଦ ମହାନ୍ତି ବିଜେପି ଛାଡ଼ି ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସେ ଯୋଗ
Read More...

“କ୍ରାନ୍ତିଧାରା’ର ସ୍ୱନକ୍ଷତ୍ର ଦିବସରେ ସାମ୍ବାଦିକ ସମ୍ମାନିତ

ବ୍ରହ୍ମପୁର : ରବିବାର ଦିନ ଦୈନିକ ଖବରକାଗଜ କ୍ରାନ୍ତିଧାରା ସ୍ୱନକ୍ଷତ୍ର ଦିବସ ଡାଏମଣ୍ଡ ଜୁବୁଲି ଟାଉନହଲଠାରେ ପାଳିତ ହୋଇଯାଇଛି । କ୍ରାନ୍ତୀଧରାର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାମଲ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏଥିରେ ସମ୍ମାନିତ ଅତିଥି ରୂପ
Read More...

‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଆଜି ମାଲକାନଗିରିକୁ ଏକ ଡାକ୍ତରୀ ଦଳକୁ ନେଇ ପ୍ରଥମ ବିମାନ ଉଡାଣ
Read More...

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ପ୍ରଥମ ତୁଷାରପାତ, ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା

ବାଲିଗୁଡ଼ା: ରାଜ୍ୟରେ ଆହୁରି ବଢିବ ଶୀତ । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଉପାନ୍ତରେ ଅଧିକ ଜାଡ ଅନୁଭୁତ ହେବ । ଏବେ ଜାଡ଼ରେ ଥରୁଛି କନ୍ଧମାଳ । ଜିଲ୍ଲାର
Read More...

ଆରଆଇଙ୍କୁ ଅଫିସରେ ମରଣାନ୍ତକ ଆକ୍ରମଣ

ଆନନ୍ଦପୁର: ଆନନ୍ଦପୁର ଆରଆଇଙ୍କ ଭିତରେ ପସି ଆରଆଇ ସୀମା ସିମନ୍ତୀନି ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ତାଙ୍କ ଅଫିସ୍ ଭିତରେ ପଶି ମାରଣାସ୍ତ୍ରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଆରଆଇ ସୀମା ସିମନ୍ତିନୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ
Read More...

ଝିଅର ଫଟୋ ସେୟାର କଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ : ଭାରତୀୟ ପେସର ଭୁବନେଶ୍ୱର କୁମାର ନିଜର ଝିଅ ଫଟୋ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଗତ ମାସରେ ତାଙ୍କ ପତ୍ନୀ ନୂପୁର ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ତାଙ୍କ ଘରକୁ ଏହି କନ୍ୟା ରତ୍ନଙ୍କ ଆଗମନ ହୋଇଥିବାରୁ
Read More...

ରାଜ୍ୟରେ ଆହୁରି ବଢିବ ଶୀତ

ଭୁବନେଶ୍ବର: ରାଜ୍ୟରେ ଆହୁରି ବଢିବ ଶୀତ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଉପାନ୍ତରେ ଅଧିକ ଜାଡ ଅନୁଭୁତ ହେବ । ଶୀତ ବଢୁଥିବା କାରଣରୁ ସଂନ୍ଧ୍ୟା ପରଠାରୁ ବିନା
Read More...

ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିଲେ ଛାତ୍ରଛାତ୍ରୀ

ପୁରୀ: ହେରିଟେଜ ରାଇଡରେ ବଳଗଣ୍ଠି ହାଇସ୍କୁଲ ଓ ପୁରୀ ଜିଲ୍ଲାସ୍କୁଲ ଛାତ୍ରଛାତ୍ରୀ ସାମିଲ ହୋଇ ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିଛନ୍ତି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ଉଭୟ ବିଦ୍ୟାଳୟର ୩୮ ଜଣ ଛାତ୍ରଛାତ୍ରୀ ପୁରୀ ପୌରସଂସ୍ଥା, ଶଙ୍କରାଚାର୍ଯ୍ୟ ମଠ ଦେଇ ଗଙ୍ଗାମାତା ମଠ,
Read More...

ପଞ୍ଚଗବ୍ୟ ଚିକିତ୍ସା ଓ ଗୋ ଆଧାରୀତ କୁଟୀର ଶିଳ୍ପ ତାଲିମ ଶିବିର

ବୌଦ୍ଧ,୧୯/୧୨:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଲି ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ପଞ୍ଚଗବ୍ୟ ଚିକିତ୍ସା ଓ ଗୋ ଆଧାରୀତ କୁଟୀର ଶିଳ୍ପ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷ ନିର୍ଗୁଣ ମହାକୁଡ଼ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ କୃତ୍ତିବାସ ପଲିଆ
Read More...