ଗଜପତି ଜିଲ୍ଲାସ୍ତରୀୟ ମାଧ୍ୟମିକ ସ୍କୁଲ ଶିକ୍ଷକଙ୍କ ସାମ୍ବିଧାନିକ ସମ୍ମିଳନୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାସ୍ତରୀୟ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଏକ ସାମ୍ବିଧାନିକ ସମ୍ମିଳନୀ ମହେନ୍ଦ୍ର ଗଡ ସ୍ଥିତ କାର୍ତ୍ତିକ ଗୋମଙ୍ଗ ଉଚ୍ଚ଼ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ରାଜ୍ୟ ସହ ସମ୍ପାଦକ
Read More...

ରାଜ୍ୟରେ ଆଉ ୮୦୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ ଜଣ ହେଉଛନ୍ତି ଶୂନରୁ ୧୮ ବର୍ଷ ବର୍ଗର। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୩୮ଟି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୬ ଜଣ
Read More...

ବ୍ୟାଡମିଣ୍ଟନରେ କୃଷ୍ଣା ନଗର ଜିତିଲେ ସ୍ଵର୍ଣ୍ଣ

ନୂଆଦିଲ୍ଲୀ: ଭାରତକୁ ମିଳିଲା ପଞ୍ଚମ ସ୍ଵର୍ଣ୍ଣ ପଦକ । ଟୋକିଓ ପାରାଲିମ୍ପିକ୍ସରେ କୃଷ୍ଣା ନଗର ଆଣିଚନ୍ତି ପଞ୍ଚମ ସ୍ଵର୍ଣ୍ଣ । ବ୍ୟାଡମିଣ୍ଟନ ଏସଏଚ୍-୬ ବର୍ଗରେ କୃଷ୍ଣା ନଗର ଜିତିଛନ୍ତି ସୂର୍ଣ୍ଣ । ଫାଇନାଲରେ ହଂକଂର ମାନ କାଇ ଚୁ’ ଙ୍କୁ ହରାଇଛନ୍ତି । କାଇ ଚୁ’ ଙ୍କୁ ୨୧-୧୭, ୧୬-୨୧, ୧୭-୨୧
Read More...

ପରକ୍ରିୟା ପ୍ରୀତିରୁ ଜଘନ୍ୟ ହତ୍ୟାକାଣ୍ଡ ଘଟଣା,ସ୍ୱାମୀ ରଚିଥିଲା ଷଡଯନ୍ତ୍ର: ୩ ଅଭିଯୁକ୍ତଗିରଫ

ରାୟଗଡ/୪/୯/୨୧: ପରକ୍ରିୟା ପ୍ରୀତିକୁ ନେଇ ରାୟଗଡ ସହରର ନ୍ୟିୁକଲୋନୀ ସ୍ଥିତ ବନ୍ଧନ ବ୍ୟାଙ୍କ ନିକଟରେ ରହୁଥିବା ବି.ରାଜ କୁମାରଙ୍କୁ ଗତ ୧ତାରିଖ ଦିନ ନିର୍ଦ୍ଦୟ ହତ୍ୟା କରିଥିବା ଅଭିଯୋଗରେ ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଦୁଇଜଣ ସହଯୋଗୀକୁ ରାୟଗଡ ଥାନା ପୋଲିସ ଗିରଫ
Read More...

ସୁବର୍ଣ୍ଣପୁରରେ ଗଠନ ହେଲା ପ୍ରିଣ୍ଟ୍‌ ମିଡ଼ିଆ ଫୋରମ

ସୁବର୍ଣ୍ଣପୁର,୪/୯- ସୁବର୍ଣ୍ଣପୁର ସଦରର ସମସ୍ତ ପ୍ରିଣ୍ଟ୍‌ ମିଡିଆ ପ୍ରତିନିଧିଙ୍କୁ ନେଇ ଆଜି ସ୍ଥାନୀୟ ପଟାଭାଡି ନିକଟସ୍ଥ ଶ୍ରୀଶ୍ରୀ ଲୋକନାଥ ମନ୍ଦିର ପରିସରରେ ସୁବର୍ଣ୍ଣପୁର ପ୍ରିଣ୍ଟ୍‌ ମିଡିଆ ନାମରେ ଏକ ମିଡିଆ ଫୋରମ ଗଠନ କରାଯାଇଛି । ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାକ୍ରମେ
Read More...

ପାଇଖାନା ଘରୁ ଯୁବ ଇଂଜିନିୟରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

ବାଲିଗୁଡ଼ା/ଦାରିଙ୍ଗବାଡ଼ି,୪/୯: ପାଇଖାନା ଘରୁ ଯୁବ ଇଂଜିନିୟରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଲୁହରା ସାହିରେ । ପୋଲିସ ଆଜି ଅପରାହ୍ନ ସମୟରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସନ୍ଦେହଜନକ ମୃ ଦେହ ପାଇଖାନ
Read More...

ମାସ୍କ ବଣ୍ଟନ ସହିତ ବାଲ୍ୟବିବାହ ସଚେତନ କାର୍ଯ୍ୟକ୍ରମ

ହରଭଙ୍ଗା,୪/୯- କରୋନା ତୃତୀୟ ଲହରର ଆଶଙ୍କାକୁ ଆଖି ଆଗରେ ରଖି ସେବା କ୍ଷେତ୍ରରେ ଆଗେଇ ଆସିଛି ଲୋକ କଳା ବିକାଶ କେନ୍ଦ ସରସରା । ତୃତୀୟ ଲହରରେ ମୁଖ୍ୟତଃ ଶିଶୁମାନେ ଆକ୍ରାନ୍ତ ହେବେ ବୋଲି ଗବେଷକ ମାନେ ମତଦାନ କରିଛନ୍ତି । ମହିଳା ଓ ଶିଶୁ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ
Read More...

ମୁଣ୍ଡିପଦର ହାଇସ୍କୁଲରେ ୩୬ ୟୁନିଟ ରକ୍ତ ସଂଗ୍ରହ

ବୌଦ୍ଧ/ଜହ୍ନ ।ପଙ୍କ,୪/୯- ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ନୋଡ଼ାଲ ଉଚ୍ଚ ଼ ବିଦ୍ୟାଳୟରେ ବୌଦ୍ଧଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ଓ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ
Read More...

ଆଶୀର୍ବାଦ ଯୋଜନା ସମ୍ପର୍କିତ କର୍ମଶାଳା

ନବରଙ୍ଗପୁର ,୪/୯- ଗତ ୨୦୨୦ ଏପ୍ରିଲ ପହିଲାଠାରୁ ଉଭୟ ବାପା ,ମା କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷାଦୀକ୍ଷା ଭରଣ ପୋଷଣ ତଥା ଯତ୍ନ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ଆଶୀର୍ବାଦ ଯୋଜନା ସମ୍ପର୍କିତ କର୍ମଶାଳା ଆଜି ଜିଲ୍ଲାପାଳ ଡଃ ଅଜିତ
Read More...

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଇଂରାଜୀ ସମ୍ମାନରେ ଚତୁର୍ଥସ୍ଥାନ

ହରଭଙ୍ଗା,୪/୯- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକର ଛାତ୍ର ମୋଯେସ ବାରିକ, ଚଳିତବର୍ଷ ଇଂରାଜୀ ସମ୍ମାନ ପରୀକ୍ଷାରେ ୭୬ ପ୍ରତିଶତ ନମ୍ବର ରଖି ବିଶ୍ୱବିଦ୍ୟାଳୟର ଚତୁର୍ଥ ସ୍ଥାନରେ ଡିଷ୍ଟିକସନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉକ୍ତ ଡିଗ୍ରୀ
Read More...