ପୁଣି କଡାକଡି ହେଲା କରୋନା କଟକଣା, ମାସ୍କ ନ ପିନ୍ଧିଲେ ଜରିମାନା
ଭୁବନେଶ୍ୱର: ନୂଆ ଭାରିଏଣ୍ଟ ‘ଓମିକ୍ରନ୍’କୁ ନେଇ ଭୟ ବଢିବା ପରେ କରୋନା ରୋକିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ଏମିତି ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରରୁ ଏସ୍ଓପି ବା ମାର୍ଗଦର୍ଶିକା ଆସିବା ପରେ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛି । ସ୍ୱାସ୍ଥ୍ୟ ବିଭାଗ!-->…
Read More...
Read More...