ପାଟଣାଗଡ଼ ବନବିଭାଗ ଦ୍ୱାରା ୨ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁଗଣ୍ଡି ବୋଝେଇ ୪୦୭ ଟ୍ରକ ଜବତ

ପାଟଣାଗଡ଼ : ପାଟଣାଗଡ଼ ବନବିଭାଗ ଲରମ୍ଭା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଏକ ୪୦୭ ଟ୍ରକକୁ ଜବତ କରାଯାଇଥିବା ଜଣାପଡ଼ିଛି । ବିଶ୍ୱସ୍ତ ସୁତ୍ରରୁ ପୂର୍ବରୁ ବଲାଙ୍ଗୀର ଡିଏଫଓ ନିତିଶ କୁମାରଙ୍କ ଦେଇଥିବା ସୂଚନା ମୁତାବକ ପାଇ ପାଟଣାଗଡ଼ ରେଞ୍ଜର ରାଜକୃଷ୍ଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲରମ୍ଭା
Read More...

ମୋ ସରକାର ପ୍ରକୋଷ୍ଠ ଉଦଘାଟିତ

କେନ୍ଦୁଝର,୩/୯: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତକାଲି ମୋ ସରକାର ପ୍ରକୋଷ୍ଠ ଆଶିଷ ଠାକରେଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ସାଧାରଣ ଲୋକଙ୍କ ପାଇଁ ସହଜରେ ପ୍ରଶାସନିକ ବ୍ୟବସ୍ଥା ଉପଲବ୍ଧ କରାଯିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲା
Read More...

ଜେଲ୍‌ଗଲେ ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ପୁଅ ମନୋରଞ୍ଜନ

ଖୋର୍ଦ୍ଧା,୩/୯: ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହେବାପରେ ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନକୁ ଗୁରୁବାର ଭୁବନେଶ୍ୱର ସହିଦନଗରସ୍ଥିତ ତାଙ୍କ ଘରୁ ଖୋର୍ଦ୍ଧା ପୁଲିସ ଗିରଫ କରିଛି । ତାଙ୍କ ବିରୋଧରେ ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧିକ
Read More...

ସ୍ୱର୍ଣ୍ଣ ପରେ ବ୍ରୋଞ୍ଜ ଜିତିଲେ ଅବନି

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ୍‌ରେ ମହିଳା ବର୍ଗର ‘୫୦ ମିଟର୍‌ ରାଇଫଲ୍‌ ୩ପି ଏସ୍‌ଏଚ୍୧’ ବିଭାଗରେ ଅବନି ଲେଖଡ଼ା ବ୍ରୋଞ୍ଚପଦକ ହାସଲ କରିଛନ୍ତି। ପୂର୍ବରୁ ଅବନି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ | ଆଉ ଆଜି ବ୍ରୋଞ୍ଚ ପଦକ ଜିତିବା ପରେ ସେ
Read More...

ଇତିହାସ ରଚିଲେ ପ୍ରବୀଣ, ହାଇଜମ୍ପରେ ରୌପ୍ୟ ଜିତିଲେ

ଜାପାନ : ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ଭାରତ ଆଉ ଏକ ପଦକ । ହାଇଜମ୍ପ ଟି-୬୪ ବର୍ଗରେ ଭାରତର ପ୍ରବୀଣ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି । ପାରାଲିମ୍ପିକ୍ସରେ ଭାରତର ପଦକ ବର୍ତ୍ତମାନ ୧୧ରେ ପହଞ୍ଚିଛି । ପ୍ରବୀଣ ୨.୦୭ ମିଟର ଡେଇଁ ପୁରୁଷ ହାଇ ଜମ୍ପରେ ରୌପ୍ୟ ପଦକ ହାସଲ କରିଛନ୍ତି ।
Read More...

ପୌର ଅଧ୍ୟକ୍ଷ ହେବାକୁ ବେଣୁ ମଉସାଙ୍କ ଇଚ୍ଛା, ଲଢିବେ ନିର୍ବାଚନ

ବାଲେଶ୍ୱର: ଗତ ବର୍ଷ ବାଲେଶ୍ୱର ବିଧାନସଭା ଆସନ ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲେ ବସ୍ତି ବାସିନ୍ଦା ନେତା ବେଣୁଧର ବାରିକ ଓରଫ ବେଣୁ ମଉସା। ନିର୍ବାଚନରେ ପରାଜିତ ହୋଇଥିଲେ ବି ଜନସେବା ପାଇଁ ତାଙ୍କ ମନରୁ ଉତ୍ସାହ ମଉଳିଯାଇ ନାହିଁ। ଅର୍ଥ ନ ଥିଲେ
Read More...

ଶାଗମାଛ ମୂଲ୍ୟରେ ବିକ୍ରୀ ହେଉଛି ଜଙ୍ଗଲଜାତ ଦ୍ରବ୍ୟ

ଦଶପଲ୍ଲା : ମୁଣ୍ଡର ଝାଳ ତୁଣ୍ଡରେ ମାରି ଜଙ୍ଗଲ ସାରା ବୁଲି ବୁଲି ସଂଗ୍ରହ କରୁଥିବା ଜଙ୍ଗଲ ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଉନଥିବାରୁ ବନବାସୀ ମହିଳାମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଗୁରୁବାର ଦିନ ଏକତ୍ରିତ ହୋଇଥିଲେ । ସରକାର ଏଭଳି ଜିନିଷଗୁଡିକର ମୂଲ୍ୟ ନିର୍ଦ୍ଧାରଣ
Read More...

ଭଙ୍ଗା ଘରେ ଅସହାୟ ଅବସ୍ଥାରେ ମହିଳା,୫କିଲୋ ଚାଉଳରେ ବଞ୍ଚିଛି ଜୀବନ

ଦାରିଙ୍ଗବାଡି : ଗରିବ ଅସହାୟ ଲୋକଙ୍କ କଲ୍ୟାଣ ପାଇଁ ସରକାର ବହୁ ଯୋଜନା କରିଥିବା ବେଳେ ତାହା ବାସ୍ତବ ହିତାଧିକାରୀଙ୍କ ପାଖରେ ଅପହଞ୍ଚ ହେଉଛି । ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି କିନ୍ତୁ ତାହା ଯୋଗ୍ୟ ହିତାଧିକାରୀଙ୍କ ଠାରୁ ଯୋଜନ ଦୂରରେ ରହି ଯାଉଛି । ଏଭଳି ଏକ ଉଦାହାରଣ
Read More...

ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଏବଂ ଧେନୁକାସୁର ବଧ ନୀତି

ପୁରୀ : ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ଦିନ ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହେବା ସହ କାଳୀୟଦଳନ ଘଟଣାଟିକୁ ଶ୍ରୀମନ୍ଦିର ବାହାରେ ଥିବା ମାର୍କଣ୍ଡେୟ ପୋଖରୀ କୂଳରେ ରୂପାୟିତ କରାଯାଇଛି । ମହାପ୍ରଭୁ ଯମୂନା ଜଳରେ କୃଷ୍ଣରୂପରେ କାଳୀୟସର୍ପକୁ ମାରିଥିବାରୁ
Read More...

ନିଆଁରେ ପୋଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଚିକିତ୍ସାରେ ଅର୍ଥ ବାଧକ ଘଟଣା, ଛାତ୍ରୀଙ୍କ ଘରେ ପହଞ୍ଚିଲା ସ୍ୱାସ୍ଥ୍ୟ…

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ୧୧ନମ୍ବର ୱାର୍ଡ ମଧୂପଲ୍ଲୀ ସାହି ର ରାମ ଚନ୍ଦ୍ର ପାତ୍ରଙ୍କ ବଡ ଝିଅ ତାରା ପାତ୍ର ଜେଜେବାପାଙ୍କ ଘରେ ରୋଷେଇ କରିବା ବେଳେ ଦେହରେ ନିଆଲାଗିଯାଇଥିଲା । ଚିକିତ୍ସା ପାଇଁ ଦାରିଙ୍ଗବାଡିଠାରୁ ଆରମ୍ଭ କରି କଟକ ଯାଏଁ ଯାଇଥିବା ବେଳେ ଅର୍ଥ
Read More...