ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱ ବିଜେତା
ଦୁବାଇ: ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଅଷ୍ଟ୍ରେଲିଆ ଜିତିଲା ତା'ର ପ୍ରଥମ ଟି-୨୦ ବିଶ୍ୱକପ ଟ୍ରଫି । ଏଥି ସହିତ ପୁଣିଥରେ ନିରାଶ ହୋଇଛି ନ୍ୟୁଜିଲାଣ୍ଡ । ଡେଭିଡ ୱାର୍ଣ୍ଣର ଓ ମାର୍ଶ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦଳ ମାତ୍ର ୧୮.୫ ଓଭରରେ ୨ ଉଇକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଛି ।!-->…
Read More...
Read More...