ଲଗାଣ ବର୍ଷାରେ ଉଜୁଡିଗଲା ଫସଲ,ଚିନ୍ତାରେ ଚଷାପୁଅ
ଦଶପଲ୍ଲା : ମୁଣ୍ଡରେ ହାତଦେଇ ବସିଛି ଦଶପଲ୍ଲା ପଶ୍ଚିମାଞ୍ଚଳର ଚାଷୀ । ହାତୀ, ପାତି ଓ ଜଂଗଲୀ ବାର୍ହାଙ୍କ କବଳରୁ ବଂଚେଇ ବିଲରେ କେଣ୍ଡା କେଣ୍ଡା ହୋଇ ଝୁଲୁଥିଲା ସୁନାର ଫସଲ, ଆଉ କେତେଦିନ ପରେ ଫସଲ କାଟି ଖଳାକୁ ଆଣିଥାନ୍ତା ଚାଷୀ । ବର୍ଷକ ଯାକର ପରିଶ୍ରମ ଲଘୁଚାପ ବର୍ଷାରେ ଉଜୁଡିଗଲା ।!-->…
Read More...
Read More...