ବାଳ ମୁକୁନ୍ଦ କେନ୍ଦ୍ରର ଦକ୍ଷତା ପ୍ରମାଣ ପତ୍ର ଓ ପୁରସ୍କାର ବଣ୍ଟନ ଅଭିଯାନ

ପାରଳାଖେମୁଣ୍ଡି : ବାଳ ମୁକୁନ୍ଦ କେନ୍ଦ୍ର ର ଦକ୍ଷତା ପ୍ରମାଣ ପତ୍ର ଓ ପୁରସ୍କାର ବଣ୍ଟନ ଅଭିଯାନ ଚତୁର୍ଥ ପର୍ଯ୍ୟାୟରେ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ୱର୍ଣ୍ଣ ଉତ୍ସବ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ରର ଦଶ ଜଣ ଶିଶୁଙ୍କୁ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ଦକ୍ଷତା
Read More...

ଶିଶିର ବିନ୍ଦୁ ସମ୍ମାନ | କବି ନୃସିଂହାନନ୍ଦ ମହାପାତ୍ର ଙ୍କୁ ଝାଡ଼ଖଣ୍ଡର ଶିଶିର ବିନ୍ଦୁ ସମ୍ମାନ

ଫୁଲବାଣୀ: ନିଷ୍ଠା ଓ ଚେଷ୍ଟା ଥିଲେ ସବୁ କାର୍ଯ୍ୟ ସମ୍ଭବ । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କନ୍ଧମାଳର ସୁନାମଧନ୍ୟ ସାହିତ୍ୟିକ ସଂଗଠକ, ସମାଜସେବୀ, ଶିକ୍ଷାବିତ ନୃସିଂହାନନ୍ଦ ମହାପାତ୍ର । ନିଜର ପ୍ରଗାଢ଼ ଅଧ୍ୟବସାୟ ଯୋଗୁଁ ସେ ଗୋଟେ ପରେ ଗୋଟେ ପୁସ୍ତକ ଲେଖିବା ସହ ସମ୍ମାନ ଓ
Read More...

ଜୀବିକା ଚିନ୍ତାରେ ବାଉଁଶ କାରିଗର | ହଜିହଜି ଯାଉଛି ଟୁପଲି,ଭୁଗଲିର ବ୍ୟବହାର

ସୁବର୍ଣ୍ଣପୁର : ଜୀବିକା ଚିନ୍ତାରେ ବାଉଁଶ କାରିଗର । ପୂର୍ବ ପୁରୁଷଙ୍କ କୌଳିକ ଜୀବିକାକୁ ଧରି ଚଳି ଆସୁଥିବା ପରିବାର ଆଧୁନିକତାର ଚାପରେ ଜୀବିକା ହରାଇବା ନେଇ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସମୟ ଥିଲା କୃଷି କାର୍ଯ୍ୟ ଠାରୁ ଆରମ୍ଭ କରି ସାମାଜିକ ଚଲଣିରେ ପାତିକାର
Read More...

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା |୨ମୃତ, ଜଣେ ଗୁରୁତର

ରାୟଗଡା: ୩୨୬ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା ହୋଇ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ବିଶାଖାପାଟଣମ୍‌ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ
Read More...

କଥା ରଖିଲେ ମୁଖ୍ୟମନ୍ତ୍ରୀ, ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରସାଦ ବାଣ୍ଟିଲେ

ଭୁବନେଶ୍ୱର : କଥା ରଖିଲେ ମୁଖ୍ୟମନ୍ତ୍ରୀ, ଆଜି ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାରାତରିଣୀ ମନ୍ଦିରରେ ଭେଟି ମାଙ୍କ ପ୍ରସାଦ ବାଣ୍ଟି ଥିଲେ ।ସୂଚନାଯୋଗ୍ୟ ଯେ କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଗଞ୍ଜାମ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯାଇ ମା ତାରା ତାରିଣୀଙ୍କ ପବିତ୍ର ପୀଠରୁ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତ
Read More...

ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ | ପୁରୀ ଜିଲ୍ଲାରେ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍‌

ପୁରୀ : ଜୱାଦ ବାତ୍ୟା ଜନିତ ଫସଲ କ୍ଷୟକ୍ଷତି ଆକଳନ ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଟିମ୍‌ । ପୁରୀ ଜିଲ୍ଲାରେ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍‌ । କେନ୍ଦ୍ରୀୟ ଦଳ ସହିତ ରାଜ୍ୟର ବରିଷ୍ଠ ଅଧିକାରୀ ଓ ପୁରୀ
Read More...

ଟାକରା କଲେଜ୍‌ ର ନୂତନ ଶ୍ରେଣୀ ଗୃହ ଓ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦଘାଟିତ

ଦଶପଲ୍ଲା: ଦଶପଲ୍ଲା ବ୍ଲକ୍‌ ମଣୀନାଗ ବହୁମୂଖୀ ଉଚ୍ଚ଼ମାଧ୍ୟମିକ ବିଦ୍ୟାଳୟ ଟାକରା କଲେଜ୍‌ (ବୁଗୁଡା କଲେଜ)ର ପାନୀୟ ଜଳ ପ୍ରକଳ୍ପ ଓ ନୂତନ ଶ୍ରେଣୀ ଗୃହର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର
Read More...

ରାମେଶ୍ୱର ମନ୍ଦିର ଠାରେ ସାପ୍ତାହିକ ସଫେଇ ଅଭିଯାନ

ସୁବର୍ଣ୍ଣପୁର,୧୨/୧୨- ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ସ୍ଥାନୀୟ ଐତିହାସିକ ପୀଠ ତ୍ରିବେଣୀସଙ୍ଗମ ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିର ଠାରେ ସାପ୍ତାହିକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ଲକ୍ଷ୍ମୀ ନାରାୟଣ ମେହେରଙ୍କ ପରାମର୍ଶକ୍ରମେ ବରିଷ୍ଠସଭ୍ୟ
Read More...

ଲ୍ୟାମ୍ପ କର୍ମଚାରୀ ରାଜଧାନୀରେ, ବେପାରୀଙ୍କ କବଜାରେ ଚାଷୀ

ନବରଙ୍ଗପୁର,୧୨/୧୨(ହୀ.ପ୍ର)- ଲ୍ୟାମ୍ପ କର୍ମଚାରୀ ସେମାନଙ୍କ ହକ ପାଇଁ ଏବେ ରାଜଧାନୀରେ ଥିବାବେଳେ ଏପଟେ ବେପାରୀଙ୍କ କବଜାରେ ଚାଷୀ । ଏମିତି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ଏକ ମାସରୁ ଉର୍ଦ୍ଧ୍ୱହେବ ବିଭିନ୍ନ ଦାବିନେଇ ଲ୍ୟାମ୍ପ କର୍ମଚାରୀମାନେ ଧାରଣା ଦେବାସହ
Read More...