ଆଜି ମଧ୍ୟ ବଞ୍ଚି ରହିଛି ମାନବିକତା:ଫେରାଇଲେ ମୋବାଇଲ ଓ ଗହଣା

ଫୁଲବାଣୀ:-ଗତ (ସୋମବାର )ଅପରାହ୍ନ ୪ଟା ସମୟରେ ନୟାଗଡରୁ ଫୁଲବାଣୀ ଅଭିମୁଖେ ଆସୁଥିଲେ ଫୁଲବାଣୀ ଜଗନ୍ନାଥ ସାହିର ପ୍ରଫୁଲ୍ଲ ପୃଷ୍ଟିଙ୍କ ସ୍ତ୍ରୀ ମାମା ପୃଷ୍ଟି ଓ ତାଙ୍କ ଭାଇ ସନ୍ତୋଷ ପୃଷ୍ଟି । କିଛିଟା ଅସାବଧାନତା ବଶତଃ ପ୍ରଫୁଲ୍ଲ ପୃଷ୍ଟିଙ୍କ ସ୍ତ୍ରୀ ମାମା ପୃଷ୍ଟି ଧରିଥିବା ଦୁଇଟି ମୋବାଇଲ
Read More...

ସହିଦ ଯବାନଙ୍କୁ ପାଟଣାଗଡ଼ ବିଜେପି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାଟଣାଗଡ: ଭାରତର ପ୍ରଥମ ସିଡିଏସ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀଙ୍କ ସମେତ ୧୩ଜଣଙ୍କ ହେଲିକପ୍ଟର ଦୁର୍ଘଟଣାରେ ବିୟୋଗରେ ପାଟଣାଗଡ ବିଜେପି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ରାଜଖମାରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ
Read More...

ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଜ୍ୟାକେଟ୍‌ ପ୍ରଦାନ କଲା ୟୁଥ୍‌ ଅଫ କନ୍ଧମାଳ

କନ୍ଧମାଳ:ଦୁଇଦିନ ହେଲା ଶୀତ କବଜା କରିନେଇଛି ସମଗ୍ର କନ୍ଧମାଳ ଜିଲ୍ଲାକୁ । ଏପରି ପରିସ୍ଥିତିରେ ବିଶେଷ କରି ଅସୁବିଧା ଭୋଗୁଛନ୍ତି ଅସହାୟ ବୃଦ୍ଧବୃଦ୍ଧା ଦିନ ମଜୁରିଆ । ଏହି ମାନଙ୍କୁ ସହାୟତାର ହାତ ବଢ଼ାଇଛି ୟୁଥ ଅଫ କନ୍ଧମାଳ । କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକରେ ରହୁଥିବା କିଛି
Read More...

ସଂଗୀତଶିଳ୍ପୀ ରୀତାରାଣୀ ମିଶ୍ର ମହାପାତ୍ରଙ୍କ ପରଲୋକ

ସୁବର୍ଣ୍ଣପୁର,୧୦/୧୨- ସଂଗୀତଶିଳ୍ପୀ ତଥା ଭାଓଲିନ ବାଦକ ବଲାଙ୍ଗିରର ରୀତାରାଣୀ ମିଶ୍ର ମହାପାତ୍ରଙ୍କ ୪୮ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି । ଆକସ୍ମିକ ଭାବେ ଦେହ ଖରାପ ହେବାରୁ ପ୍ରଥମେ ବଲାଙ୍ଗିରରେ ଚିକିତ୍ସା ପରେ ବୁର୍ଲାର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ସ୍ଥାନାନ୍ତରଣ ହୋଇ
Read More...

ଭୁବନେଶ୍ୱର ସ୍ମାର୍ଟ ସିଟିର ଅଭିନବ ପଦକ୍ଷେପ: ସାମାଜିକ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ ଅନଲାଇନରେ

ଭୁବନେଶ୍ୱର: ବିବାହ କାର୍ଯ୍ୟ, ଅନ୍ତିମ ସଂସ୍କାର ଏବଂ ସୂତ୍ର ସମାରୋହ ଆୟୋଜନ ପାଇଁ ଅନଲାଇନ୍ ଅନୁମତି ପାଇବାକୁ ଚାହୁଁଛନ୍ତି କି? ମନ୍ଦିର ସହରର ନାଗରିକଙ୍କ ପାଇଁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହା ଏକ ଅଭିନବ ପ୍ରୟାସ I ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)
Read More...

ଚୋରା ମଦ ବ୍ୟବସାୟୀଙ୍କ ଭୂସ୍ୱର୍ଗ ଘୁ.ଉଦୟଗିରି ଅଞ୍ଚଳ, ଅବକାରୀ କାର୍ଯ୍ୟାଳୟରେ ୨୪ଘଣ୍ଟା ଝୁଲୁଛି ତାଲା

ଘୁ. ଉଦୟଗିରି : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଏକ ସବୁଜ ସୁନ୍ଦର ଜିଲ୍ଲା । ଏହି ଜିଲ୍ଲାରେ ପ୍ରାୟତଃ ଆଦିବାସୀ ହରିଜନ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ବେଳେ ଏହି ଜିଲ୍ଲା ଏକ ଶିଳ୍ପ ବିହୀନ ଜିଲ୍ଲା ଲୋକଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ନଥିବା ଏବଂ କାମଧନ୍ଦା ଅଭାବରୁ ଯୁବପିଢି
Read More...

ଗାଁ ସଫେଇରେ ସାମିଲ ହେଲେ ଯୁବକ ସଂଘ

ଘୁ. ଉଦୟଗିରି : ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ଆର୍‌. ପଡ଼ିକିଆରେ ଅନ୍ତରଙ୍ଗ ଯୁବକ ସଂଘର ସ୍ୱଚ୍ଛତାକୁ ନେଇ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ଯୁବକ ସଂଘ ଦ୍ୱାରା ଗାଁ ପରିମଳ ସଫା କରିବା ସହିତ ମଶାଣୀର ଚତୁର୍ପାଶ୍ୱରେ ସଫା ସୁତୁରା କରିବା ପାଇଁ ଅଣ୍ଟା ଭିଡିଛନ୍ତି ।
Read More...

୧୬ ଦିବସୀୟ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ଅଭିଯାନ ଉଦଯାପିତ

ଘୁ.ଉଦୟଗିରି,୧୦/୧୨- ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଗତ ନଭେମ୍ବର ୨୪ ରୁ ଆରମ୍ଭ ହୋଇଥିବା ୧୬ ଦିବସୀୟ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ଅଭିଯାନ ଓ ଦସ୍ତଖତ ସଂଗ୍ରହ ଅଭିଯାନ ଆଜି ଉଦଯାପିତ ହୋଇଯାଇଛି । ଆକ୍ସନଏଡ, ଭୁବନେଶ୍ୱର, ପ୍ରଦାତ୍ତା, ଘୁ. ଉଦୟଗିରି, ଜାଗୃତି, ଦାରିଙ୍ଗବାଡି ସହଯୋଗରେ
Read More...

ନେହେରୁ ଯୁବ କେନ୍ଦ୍ରର ଜଳ ସଂରକ୍ଷଣ ଅଭିଯାନ

ବୌଦ୍ଧ/ହରଭଙ୍ଗା ,୧୦/୧୨ :- ବୌଦ୍ଧଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପଙ୍କ ତତ୍ତ୍ୱାବଧାନରେ ଛତ୍ରଙ୍ଗସ୍ଥିତ ନାରାୟଣ ଉଚ୍ଚବିଦ୍ୟାଳୟରେ ଜଳ ସଂରକ୍ଷଣ ଅଭିଯାନ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ
Read More...

ଗୁରୁ ବାବା ଦିବ୍ୟସିଂହ ଶତପଥୀଙ୍କ ୧୭ ତମ ବ୍ରହ୍ମଲୀନ ମହୋତ୍ସବ

କୋଣାର୍କ,୧୦/୧୨ : ଖରା ଗାଁ ସ୍ଥିତ ଶ୍ରୀଗୁରୁ ଆଶ୍ରମ ପ୍ରାଙ୍ଗଣରେ ଆଶ୍ରମର ପ୍ରତିଷ୍ଠାତା ଗୁରୁ ବାବା ଦିବ୍ୟସିଂହ ଶତପଥୀଙ୍କର ୧୭ ତମ ବ୍ରହ୍ମଲୀନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଆଶ୍ରମର ପରିଚାଳକ ଶକ୍ତିଦେବ ଶତପଥୀଙ୍କ ତତ୍ୱାବଧାନରେ ଭାଗବତ ଗୀତାପାଠ ଗୁରୁବାବାଙ୍କ ଲିଖିତ
Read More...