ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ

ଶ୍ରୀନଗର: ସୁରକ୍ଷା ବାହିନୀର ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମୁ କଶ୍ମୀରର କୁଲଗାମରେ ଏନ୍‌କାଉଣ୍ଟର ହୋଇଛି। ଛାୱଲଗାମରେ ୨ରୁ ୩ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀର ଯବାନମାନେ ଘେରିଛନ୍ତି। ସୂଚନା ମିଳିଥିଲା ଯେ, ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ
Read More...

୧୫ରୁ ବିଏଡ୍ ଓ ବିଏଚଇଡିର ନାମଲେଖା

ଭୁବନେଶ୍ବର: ୨୦୨୧-୨୩ ଶିକ୍ଷାବର୍ଷରେ ବିଏଡ୍ ଓ ବିଏଚଇଡି ପାଠ୍ୟକ୍ରମରେ ପ୍ରଥମ ପର୍ୟ୍ୟାୟ ନାମଲେଖା ୧୫ ରୁ ୧୬ ତାରିଖରେ ମଧ୍ୟରେ ଅନୁଷ୍ଠିତ ହେବ । ୧୭ ତାରିଖରୁ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଂଜ୍ଞପ୍ତି ପ୍ରକାଶ ପାଇଛି । ନାମଲେଖା ସମୟରେ ଛାତ୍ରଛାତ୍ରୀ
Read More...

ଉଦଘାଟିତ ହୋଇଯାଇଛି କନ୍ଧମାଳର ସମସ୍ତ ସ୍ମାର୍ଟ ସ୍କୁଲ

ଫୁଲବାଣୀ,୧୧/୧୧- ଶିକ୍ଷାର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି ।ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାର ସହରାଂଚଳ ଓ ଗ୍ରାମାଞ୍ଚଳ ରେ ଥିବା ଦଶ ଗୋଟି ବାଳକ ଓ ବାଳିକା ହାଇ ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରିଛନ୍ତି । ଗୁରୁବାର ଅପରାହ୍ନ ୪:୩୦
Read More...

୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ପିଲାମାନଙ୍କ ଭିତରେ ଆତ୍ମବିଶ୍ୱାସ ଭରିବା…

ଭୁବନେଶ୍ୱର:୫-ଟି ସ୍କୁଲ ଟ୍ରାନ୍ସଫରମେସନ୍‌ (ସ୍କୁଲ ରୂପାନ୍ତର)କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି । ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ
Read More...

୫ଟି ସଚିବଙ୍କ ସହ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଆଲୋଚନା

ଘୁ ଉଦୟଗିରି : ଆଜି ଘୁ ଉଦୟଗିରି ବ୍ଳକ ସଭାଗୃହରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଘୁ ଉଦୟଗିରି ସହରର ଉନ୍ନତିକରଣ ବିଷୟରେ ୫ଟି ସଚିବ ଙ୍କ ସହ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଆଲୋଚନା କରିଥିଲେ । ସହରର ଆଲୋକୀକରଣ ବ୍ୟବସ୍ଥା,ପାନୀୟ ଜଳର ବ୍ୟବସ୍ଥା ଓ ସହରର ସ୍ୱଚ୍ଛତା ବିଷୟରେ ୫ଟି ସଚିବ ପଚାରି
Read More...

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଅବକାରୀ ଅଧ୍ୟକ୍ଷ ମଧୁସ୍ମିତା ନାୟକ ଙ୍କର ଅଧ୍ୟକ୍ଷତାରେ ଆଜି ସକାଳ ୬ଟା ସମୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ପକ୍ଷରୁ ଚଢ଼ାଉ କରି ଫୁଲବାଣୀ ଏଫସିଆଇ ଛକ ନିକଟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି ସୁଇଫ୍ଟ କାରରେ ଚାଲାଣ ହେଉଥିବା ୭୦ କେଜି
Read More...

କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକାକଳା ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ

ପୁରୀ : କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକାକଳା ମହୋତ୍ସବ ଲାଗି ପ୍ରଥମ ପ୍ରସୂତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଯାତ୍ରୀ ନିବାସଠାରେ ଅନୁଷ୍ଠିତ ହୋଇଯାଇଛି ଏହି ପ୍ରସ୍ତୁତି ବୈଠକ । ଏହି ବୈଠକରେ ପୁରୀ ଜିଲ୍ଲା ପ୍ରଶାସନ ସହ ସମସ୍ତ ଅଧିକାରୀମାନେ ଯୋଗଦେଇଥିଲେ । କିପରି ଏହି
Read More...

ଘୁ ଉଦୟଗିରି ସରକାରୀ ବାଳିକା ଉଚ୍ଚ ସ୍ମାର୍ଟ ବିଦ୍ୟାଳୟର ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…

ଘୁ ଉଦୟଗିରି : ଘୁ ଉଦୟଗିରି ବିଜ୍ଞାପିତ ପରିଷଦରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ହେବା ପରେ ଆଜି ଏହାର ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ । ଘୁ ଉଦୟଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଘଷଣା କରାଯିବା ପରେ ଏହାର
Read More...

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ

ଭୁବନେଶ୍ୱର, ୧୧/୧୧: ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ୱର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ
Read More...

ଅଞ୍ଜଳିଙ୍କ ୫୪ତମ ଜନ୍ମଦିନ ପାଳିଲେ ସଚିନ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ଦୁନିଆରୁ ଦୂରେଇ ଗଲେ ମଧ୍ୟ ଫ୍ୟାନ୍ସଙ୍କ ମନରେ ରହିଛନ୍ତି। ସଚିନ ବୁଧବାର ଦିନ ପତ୍ନୀଅଞ୍ଜଳି ତେନ୍ଦୁଲକରଙ୍କ ଜନ୍ମଦିନ ପାଳନ କରିଛନ୍ତି। ସଚିନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ପେଶାଲ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜ ପରିବାର ସହିତ
Read More...