ଜୋରଜବରଦସ୍ତ ବନ୍ଦ କରିପାରିବ ନାହିଁ : ହାଇକୋର୍ଟ

କଟକ : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରାକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ବନ୍ଦ ନାଁର କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ
Read More...

ନବରଙ୍ଗପୁର ମହାବିଦ୍ୟାଳୟରେ “ଜାତୀୟ ଶିକ୍ଷା ଦିବସ’ ପାଳିତ

ନବରଙ୍ଗପୁର : ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କଲାମ ଆଜାଦଙ୍କ ଜନ୍ମଦିନ ପାଳନ ଅବସରରେ ନବରଙ୍ଗପୁର ମହାବିଦ୍ୟାଳୟରେ "ଜାତୀୟ ଶିକ୍ଷା ଦିବସ' ପାଳିତ ହୋଇଯାଇଛି । ଏହି ଭବ୍ୟ ଉତ୍ସବରେ ସଭାପତିତ୍ୱ କରି ଅଧକ୍ଷ ଡ଼ଃ. ବିନୋଦ ଚନ୍ଦ୍ର ନାୟକ ଶିକ୍ଷା ଓ ଶିକ୍ଷାର୍ଥୀଙ୍କ ସମ୍ପର୍କ ଉପରେ
Read More...

ବୌଦ୍ଧ: ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କଲେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ଅନୁଶାସନ ସଚିବ

ବୌଦ୍ଧ,୧୧/୧୧- ଅନୁଶାସନ ସଚିବ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ପାର୍ବତୀ ମଞ୍ଜରୀ ମହାଲିକ ବୌଦ୍ଧକୁ ନଭେମ୍ବର ୧୦ ଏବଂ ୧୧ ତାରିଖ ଦୁଇଦିନିଆ ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଟ୍ରାଙ୍ଗୁଲାର କମିଟି ବୈଠକରେ ଯୋଗ ଦେଇଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ
Read More...

ବୌଦ୍ଧରେ ସର୍ବବୃହତ ରାକ୍ଷୀବାନ୍ଧି ବିଶ୍ୱରେକର୍ଡ କରିବାରେ ସଫଳ

ବୌଦ୍ଧ,୧୧/୧୧- ଚଳିତବର୍ଷ ରାକ୍ଷୀପୂର୍ଣ୍ଣିମା ଅବସରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଇକୋକ୍ଲବ ଏବଂ ଉଦ୍ଭିଦ ବିଜ୍ଞାନ ତରଫରୁ ଯେଉଁ ୧୪ ଫୁଟ ଚଉଡାର ସର୍ବବୃହତ ରାକ୍ଷୀ ତିଆରିକରି ଏକ ବିଶାଳ ବୃକ୍ଷରେ ବନ୍ଧାଯାଇ ବିଶ୍ୱରେକର୍ଡ କରିବାପାଇଁ ପ୍ରୟାସ କରାଯାଇଥିଲା ତାହାକୁ
Read More...

ବନ୍ଦ ଯୋଗୁଁ ରୋଜଗାର ହରାଇବା ଲୋକେ କଂଗ୍ରେସକୁ କ୍ଷମା କରିବେନି: ବିଜେଡି

ଭୁବନେଶ୍ୱର: ବିଗତ ଦୁଇ ବର୍ଷ ମଧ୍ୟରେ କୋଭିଡ ମହାମାରୀ ଲୋକଙ୍କ ଜୀବନ ଏବଂ ଜୀବିକାକୁ ନଷ୍ଟ କରିଦେଲା । କୋଟି କୋଟି ଚାକିରୀ ଚାଲିଗଲା ଏବଂ ଅର୍ଥନୀତି ପଛେଇ ଗଲା । ଲକଡାଉନ ପରେ ଗତ କିଛି ମାସ ହେଲା ଓଡିଶାର ଲୋକମାନେ ନିଜ ପାଦରେ ଛିଡାହୋଇଛନ୍ତି ଓ କାମକୁ ଫେରିଛନ୍ତି । ସେମାନେ କାମ
Read More...

କନ୍ଧମାଳ ସାଂସଦଙ୍କ ଫୁଲବାଣୀ ମେଡିକାଲ କାର୍ଯ୍ୟ ତଦାରଖ

ଫୁଲବାଣୀ: କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଗୁରୁବାର ଫୁଲବାଣୀ ନିକଟ ତିଳକପଡାଠାରେ ନିର୍ମାଣଧୀନ ନୂତନ ମେଡିକାଲ କଲେଜ କାର୍ଯ୍ୟ ବୁଲିଦେଖିଥିଲେ ।ନିର୍ମାଣ କାର୍ଯ୍ୟ ଯେପରି ତ୍ୱରାନ୍ୱିତ ହେବ ସେନେଇ ଠିକା ସଂସ୍ଥାର ଇଞ୍ଜିନିୟର ମାନଙ୍କୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ନିର୍ମାଣ
Read More...

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ : ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିଥିବା ବେଳେ ଏନେଇ ସହରରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଆସନ୍ତା ୨୨ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟର ଶୁଭାରମ୍ଭ ପାଇଁ ସ୍ୱତନ୍ତ୍ର ଯଜ୍ଞ ଓ
Read More...

ମୁଣ୍ଡାପଡାରେ ଓଡିଶା ମୋ-ପରିବାର ପକ୍ଷରୁ ମେଗା ରକ୍ତଦାନ ଶିବିର

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଗ୍ରାମ ପଞ୍ଚାୟତ ଠାରେ ଓଡିଶା ମୋ-ପରିବାର ତରଫରୁ ମେଗାରକ୍ତ ଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଉଦଘାଟନ କରିଥିଲେ ।"ରକ୍ତ ଦାନ ଏକ ମହତ ଦାନ"ଭାବି ଆଗାମୀ
Read More...

ବୌଦ୍ଧ: ଉଦଘାଟିତ ହେଲା ୬୯ ତମ ରାଜ୍ୟସ୍ତରୀୟ ଭଲିବଲ ଚମ୍ପିଅନସିପ୍‌

ବୌଦ୍ଧ,୧୧/୧୧(ହୀ.ପ୍ର)- ଆଜି ବୌଦ୍ଧ ଷ୍ଟାଡିୟମ ପଡିଆରେ ୬୯ତମ ରାଜ୍ୟସ୍ତରୀୟ ମହିଳା ଭଲିବଲ ଚମ୍ପିଅନସିପ୍‌ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସାଂସଦ ତଥା କିଟ୍‌ କିସ୍‌ ପ୍ରତିଷ୍ଠାତା ଏବଂ ଭାରତୀୟ ଭଲିବଲ ଫେଡରେସନ ସଭାପତି ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ
Read More...

ପୁରୀ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ

ପୁରୀ : ପୁରୀ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ କରାଯାଇଛି । ଆଶା କର୍ମୀଙ୍କୁ ମେଡ଼ିକାଲରେ ଦୁର୍ବ୍ୟବହାରର ପ୍ରତିବାଦ ସମେତ ସର୍ବନିମ୍ନ ମଜୁରୀ, ସ୍ଥାୟୀ ଚାକିରୀ, ସାମାଜିକ ନିରାପତ୍ତା ବ୍ୟବସ୍ଥା ପ୍ରଦାନ ଦାବିରେ ପ୍ରତିବାଦ ଓ
Read More...