ପୁରୁଣାକଟକ ଷ୍ଟେଟ ବ୍ୟାଙ୍କ ତରଫରୁ ମହିଳାଙ୍କୁ ମିଳିଲା ୨ ଲକ୍ଷ ଟଙ୍କା

ବୌଦ୍ଧ/ହରଭଙ୍ଗା,୨୫/୮- ବୌଦ୍ଧଜିଲ୍ଲା ପୁରୁଣାକଟକ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରେ ରାମଗଡ଼ ପଞ୍ଚାୟତ ମହିବାହାଲ ଗ୍ରାମର ବାସିନ୍ଦା ସଂଯୁକ୍ତା ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ମାଧ୍ୟମରେ ଆଜି ୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ
Read More...

ଓଡିଶା ମଟର ଚାଳକ ସଂଘ ଘୁ ଉଦୟଗିରି ଶାଖା ପକ୍ଷରୁ ବୈଠକ

ଘୁ.ଉଦୟଗିରି,୨୫/୮- କଳିଙ୍ଗାସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଓଡିଶା ମଟର ଚାଳକ ସଂଘ ଘୁ ଉଦୟଗିରି ଶାଖା ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇଛି । ଏହି ବୈଠକରେ ଘୁ ଉଦୟଗିରି ସମେତ ଜିଲ୍ଲାର ୧୦ ଗୋଟି ବ୍ରାଞ୍ଚର ସଭାପତି,ଉପସଭାପତି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ
Read More...

ପିଆଜ ଘରେ ଚାଲିଛି କୁକୁଡ଼ା ଚାଷ

ବୌଦ୍ଧ/ଜହ୍ନାପଙ୍କ,୨୫/୮- ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧି ନେଇ ସରକାର ଯୋଜନା କରିଛନ୍ତି । ଆଗ୍ରହୀ ଚାଷୀଙ୍କୁ ବିହନ ଠାରୁ ଆରମ୍ଭକରି ପିଆଜ ଘର ପାଇଁ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ବୌଦ୍ଧ ବ୍ଲକରେ ଚାଷୀ ବାରମ୍ବାର କ୍ଷତି ସହିବାରୁ ପିଆଜ ଚାଷ ପ୍ରତି ବିମୁଖ ହେଲେଣି । ସରକାରୀ
Read More...

ଜିଲ୍ଲା ରେଡକ୍ରସ ସମିତି କାର୍ଯ୍ୟକାରିଣୀ ବୈଠକ

ପୁରୀ,୨୫/୮- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରେଡକ୍ରସ ସମିତି କାର୍ଯ୍ୟକାରିଣୀ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଫନି ବାତ୍ୟା, କରୋନା ପରିସ୍ଥିତି ଓ ବିଭିନ୍ନ କାରଣରୁ ତିନି ବର୍ଷ ପରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ପ୍ରତ୍ୟେକ
Read More...

ଲାଂଜିବେର୍ଣ୍ଣା ଖଣି ସମ୍ପ୍ରସାରଣ ପାଇଁ ଜନଶୁଣାଣୀ

ରାଜଗାଙ୍ଗପୁର:ଲାଂଜିବେର୍ଣ୍ଣl ଚୁନପଥର ଖଣି ସମ୍ପ୍ରସାରଣ ଜନଶୁଣାଣୀ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ରାଇବେର୍ଣ୍ଣl, କେଶ୍ରାମାଲ ଏବଂ ଝଗରପୁର ଗ୍ରାମ ପଂଚାୟତରେ ଜମିଅଧିଗ୍ରହଣ ସନ୍ଦର୍ଭରେ ଏକ ଜନଶୁଣାଣୀ ବୈଠକ ଆଜି ଅନୁଷ୍ଠିତ ହୋଇଛି l ଗତ ମାସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଓସିଏଲ ଇଣ୍ଡିଆ
Read More...

ବର୍ଜ୍ୟବସ୍ତୁ ସୁପରିଚାଲନାର ସଚେତନତା ବାର୍ତ୍ତା ନେଇ ପୁରୀରୁ ଲେହ-ଲଦାଖ୍ ଅଭିମୁଖେ ଦୁଃସାହସିକ ମୋଟର-ସାଇକେଲ ଯାତ୍ରା

ପୁରୀ:କେବଳ ଗାଁ କି ସହର ନୁହେଁ, ପାହାଡ଼ ପର୍ବତ ଶିଖର ଠାରୁ ସମୁଦ୍ର ପର୍ଯ୍ୟନ୍ତ କୁଢ଼ କୁଢ଼ ବର୍ଜ୍ୟବସ୍ତୁ। ଏହି କାରଣରୁ ଏବେ ସମଗ୍ର ଭାରତବର୍ଷର ଜଳବାୟୁ ଓ ପରିବେଶ ପ୍ରଦୂଷିତ। ଏହି ଦିଗରେ ସଚେତନତା ସୃଷ୍ଟି ପାଇଁ ତମ୍ବାଖୁ ମୁକ୍ତ ଓଡ଼ିଶା ପାଇଁ ୨୦୧୪ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ
Read More...

ସମ୍ବଲପୁର (ଏକ୍ସକ୍ୟାଡ଼ର) ଶିକ୍ଷକ ସଂଘର ସାଂଗଠନିକ ବୈଠକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା (ଏକ୍ସକ୍ୟାଡ଼ର)ଶିକ୍ଷକ ସଂଘର ଏକ ସାଂଗଠନିକ ବୈଠକ ଜିଲା ସଭାପତି ରାଜେନ୍ଦ୍ର ପୃସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂପାଦକ ଜ୍ଞାନ ରଂଜନ ପ୍ରଧାନ ବିବରଣୀ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ପ୍ରଧାନ ପରିଚୟ ପ୍ରଦାନ
Read More...

କ୍ୟାପ୍ଟେନଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢିବ କଂଗ୍ରେସ

ଚଣ୍ଡିଗଡ : ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାୱତ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ଲଢାଯିବ । ସିଏମ୍‌ ଚେହେରାର ପରିବର୍ତ୍ତନ ଦାବି କରୁଥିବା ଲୋକଙ୍କୁ ଉତ୍ସାହିତ କରି ରାୱତ କହିଛନ୍ତି ଯେ ଏହି କଥାକୁ
Read More...

ନିୟମ ନ ମାନିଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର ଲୋକଙ୍କ ସୁରକ୍ଷା ପାଇଁ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଛି । ଏଣିକି ମୋଟର ଯାନ ଆଇନ ଉଲ୍ଲଙ୍ଘନ କଲେ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ ହେବ । ପ୍ରାୟ ୩ ମାସ ପାଇଁ ଅସ୍ଥାୟୀ ଭାବେ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ ହେବ । ଏନେଇ ସମସ୍ତ ପରିବହନ ଅଧିକାରୀଙ୍କୁ ବା ଆରଟିଓକୁ ଚିଠି
Read More...